Daily Archives

ପ୍ରଗତି ଉତ୍କଳ ସଂଘରେ ଅରୁଣ ରଥଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ପୂର୍ବତନ ସଭାପତି ବର୍ତ୍ତମାନର ଜଣେ ସକ୍ରୀୟ ଉପଦେଷ୍ଟା ତଥା ଜଣେ ସଚ୍ଚା ଓଡ଼ିଆ ପ୍ରେମୀ ଅରୁଣ କୁମାର ରଥଙ୍କ ରାଉରକେଲା ଗସ୍ତ ଅବସରରେ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।…
Read More...

ନିଜ ଗାଁକୁ ଫେରୁଥିବା ସମୟରେ ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡିକୁ ଆକ୍ରମଣ

ଲୋଇସିଂହା, (କେପିଏନ୍‌ଏସ୍‌) : ବାଦିବାହାଲରୁ ନିଜ ଗାଁକୁ ଫେରୁଥିବା ସମୟରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡିକୁ ବଲାଙ୍ଗିର ସମ୍ବଲପୁର ଏନ୍‌ଏଚ୍‌ ୨୬ର ବୁର୍ଡା ଛକରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ତେବେ ୨ ଜଣ ଯୁବକ ବିଧାୟକଙ୍କ ଗାଡି ଉପରକୁ ଢେଲା ମାଡି କରିଥିବା ବେଳେ…
Read More...

ଯାଦବ ଭବନରେ ଆମ ଆଦମୀ ପାର୍ଟି ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନ ପାଇଁ ଆଜି ଆମ ଆଦମୀ ପାର୍ଟି ତରଫରୁ ସ୍ଥାନୀୟ ଯାଦବ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆମ ଆଦମୀ ପାର୍ଟିର ଜିଲ୍ଲା କନ୍‌ଭେନ୍‌ର ଆଶିଷ ପାଣ୍ଡେ ଯୋଗ…
Read More...

ରାମଚନ୍ଦ୍ରପୁର ଗାଁରେ ଶ୍ରୀରାମ ନବମୀ ଅବସରରେ ରାମଲୀଳା ନାଟକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଧୁନିକତାର ତାଳେ ତାଳେ ଆମର ସଂସ୍କୃତି, ପରମ୍ପରା ଲୁଚି ଯାଉଥିବା ବେଳେ ଆଜି ବି ଅନେକ ଗାଁ ଆଜି ବି ପୁରାତନ ସଂସ୍କୃତି ଓ ପରମ୍ପରାକୁ ଜୀବିତ ରଖିଛନ୍ତି । ଏଭଳି ଏକ ଗାଁ ହେଲା ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁ । ଏଠାରେ…
Read More...

ଭାପୁର ମେଡିକାଲରେ ପାନୀୟ ଜଳ ସମସ୍ୟା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଭାପୁର ସରକାରୀ ଚିକିତ୍ସାକେନ୍ଦ୍ରରେ ଜଳ ସମସ୍ୟା ଦେଖାଦେଇଛି । ଦୀର୍ଘ ଦିନ ହେବ ପାନୀୟ ଜଳ ସଙ୍କଟ ପାଇଁ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଏବଂ ରୋଗୀଙ୍କ ପରିଜନ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ…
Read More...

ମାତିଛନ୍ତି ସାଇବର ଠକ : ଟଙ୍କା ଫେରସ୍ତ କରିବୁ କହି ନେଇଗଲେ ୨ଲକ୍ଷ ଟଙ୍କା

ଭୁବନେଶ୍ୱର : ପୁଣି ସମ୍ନାକୁ ଆସିଲା ସାଇବର ଠକେଇ ଘଟଣା । ଟଙ୍କା ଫେରସ୍ତ ଆଳରେ ଜଣେ ଗ୍ରାହକଙ୍କଠାରୁ ୨ଲକ୍ଷ ଲୁଟି ନେଇଛନ୍ତି ସାଇବର୍‌ ଠକ । ଠକେଇର ଶିକାର ହୋଇଥିବା ହର୍ଷବର୍ଦ୍ଧନ ମାରିପୁଡ଼ି ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ, ଗତ…
Read More...

ଆନ୍ଧ୍ରପ୍ରଦେଶରେ ବଡ଼ ଦୁର୍ଘଟଣା : ଟ୍ରେନରେ ଦଳିହୋଇ ୬ ଜଣଙ୍କ ମୃତ୍ୟୁ

ଅମରାବତୀ : ସୋମବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲାମ ଜିଲ୍ଲାରେ କୋଣାର୍କ ଏକ୍ସପ୍ରେସ ଦ୍ୱାରା ୬ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ପକ୍ଷରୁ ଏହି ସୂଚନା ମିଳିଛି । ବଟୁଆ ଗ୍ରାମରେ ବୈଷୟିକ ସମସ୍ୟା ହେତୁ ଟ୍ରେନ୍ ଅଟକି ରହିଥିବା ବେଳେ ଗୁଆହାଟୀ ସୁପରଫାଷ୍ଟ ଏକ୍ସପ୍ରେସର କିଛି…
Read More...

ନାସିକ୍ ରାସ୍ତାରେ ୨୦ଟି ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିଛି, ଯାହା ଦେଶରେ ପ୍ରଥମ ଘଟଣା

ନାସିକ୍ : ଆଜିକାଲି ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ନିଆଁ ଭଳି ଲାଗୁଛି । ଏଭଳି ପରିସ୍ଥିତିରେ ଲୋକମାନେ ବୈଦ୍ୟୁତିକ ଯାନ ପ୍ରତି ଆଗ୍ରହ ଦେଖାଉଛନ୍ତି । ସେଥିମଧ୍ୟରୁ ଇଲେକ୍ଟ୍ରିକ୍ ସ୍କୁଟରଗୁଡିକ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । କିନ୍ତୁ ନିକଟ ଅତୀତରେ ବୈଦ୍ୟୁତିକ ସ୍କୁଟରରେ…
Read More...

ପୋଖରୀ ସଫା କରିବା ହେଲା କାଳ : ଯୁବକ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ପୋଖରୀ ସଫା କରିବା ହେଲା କାଳ । ଏହି ପରି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ପୋଲସାଗୋରା ଗ୍ରାମରେ । ଗ୍ରାମର ପୋଖରୀ ସଫା କରୁଥିବା ବେଳେ ବୁଡି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ବାଘମୁଣ୍ଡା ଗ୍ରାମର ସୁଶାନ୍ତ ନାଏକ ବୋଲି…
Read More...