ଚୈତ୍ର ପୂର୍ଣ୍ଣିମାରେ ଗ୍ରାମ୍ୟଦେବୀ ମା’ ସମଲେଇଙ୍କୁ ଗଙ୍ଗାଜଳରେ ଅଭିଷେକ
ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଚୈତ୍ର ପୂର୍ଣ୍ଣିମାରେ ଗ୍ରାମ୍ୟଦେବୀ ମା' ସମଲେଇଙ୍କୁ ଗଙ୍ଗାଜଳରେ ଅଭିଷେକ କରାଯିବ । ମା'ଙ୍କର ବାସନ୍ତିକ ପୂଜା ପାଇଁ ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତି ନିଆଯାଇଥିବା ବେଳେ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଗାମୀ ଏପ୍ରିଲ ୧ ଚୈତ୍ର ଆମାବାସ୍ୟା ତିଥିରେ!-->…
Read More...
Read More...