Monthly Archives

March 2022

ଯୋରନ୍ଦା ଫାଣ୍ଡି ଅଧିନସ୍ଥ ମହିମା ଗାଦି ନଡ଼ିଆ ପୋଖରୀରେ ଯୁବକଙ୍କ ମୃତଦେହ ଠାବ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକର ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ନଡ଼ିଆ ପୋଖରୀ ଭିତରୁ ଯୋରନ୍ଦା ଫାଣ୍ଡି ଅଧିକାରୀଙ୍କ ନେତୃତ୍ୱରେ ଏକ ମୃତଦେହ ଠାବ କରାଯାଇ ପୋଷ୍ଟମର୍ଟମ କରିବାକୁ ପଠାଯାଇଥିବା ସୂଚନା ମିଳିଛି । ମୃତକ ଜଣକ ଯୋରନ୍ଦା ମାଟିଆ ସାହିର ବ୍ୟକ୍ତି…
Read More...

ଭାରସାମ୍ୟ ହରାଇ ବରଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ, ୭ ମୃତ ୪୫ରୁ ଅଧିକ ଆହତ

ଚିତ୍ତୁର : ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ବରଯାତ୍ରୀ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ତିରୁପତି ଏସ୍‌ପିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,…
Read More...

ସମ୍‌ରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ଭୁବନେଶ୍ୱର, (ଶୁଶାନ୍ତ ସାହୁ) : ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । କୋଭିଡ୍‌ ସମୟରେ ଦେଶରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ଆକଳନ କରି ତାଲିକାଭୁକ୍ତ କରିବା ସହ ରୋଗର ନିରାକରଣ କରିବା ଏକ ଆହ୍ୱାନ ହୋଇଛି ।…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଗମ୍ଭାରୀଆ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତକ ଜଣକ ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଅନ୍ତର୍ଗତ ତଣ୍ଡ ଗ୍ରାମର ତ୍ରିଲୋଚନ ମହାନ୍ତଙ୍କ ପୁତ୍ର ଦିଗ୍ ବିଜୟ ମହାନ୍ତ ବୋଲି ଜଣାପଡିଛି ।…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୧୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ…
Read More...

ସମାଜସେବୀଙ୍କ ହୃଦଘାତରେ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ-କୋଠବାଡ଼ ପଞ୍ଚାୟତ ଅନ୍ତର୍ଗତ ବଡ ଆଙ୍କୁଲା ଗ୍ରାମର ବାସିନ୍ଦା ତଥା ସମାଜସେବୀ ରାମଚନ୍ଦ୍ର ପ୍ରଧାନ(୬୨)ଙ୍କ ଶୁକ୍ରବାର ଅପରାହ୍ନରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ରାମଚନ୍ଦ୍ର ଅପରାହ୍ନରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ…
Read More...

ଛତ୍ରପୁର ଅଧ୍ୟକ୍ଷା ହେଲେ ବିଜେପି ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନ

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରରେ ସହରରେ ଖୁସିର ଲହରୀ ଖେଳିଯାଇଛି । ଭାଜପା ବିଜୟ ବାନା ଉଡ଼ାଇଲା । ଛତ୍ରପୁର ଅଧ୍ୟକ୍ଷା ହେଲେ ବିଜେପି ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନ । ଛତ୍ରପୁର ସହରରେ ସନ୍ଧ୍ୟାରେ ବିଶାଳ ପଟୁଆରରେ ବିଭିନ୍ନ ବାଦ୍ୟଧ୍ୱନି ଓ ରୋଷଣୀରେ ସହର ପରିକ୍ରମା…
Read More...

ଜିଲ୍ଲା ଓକିଲ ସଂଘ ନିର୍ବାଚନ : ଚନ୍ଦ୍ରଧ୍ଵଜ ଜାଲ ସଭାପତି ଓ ହରିହର ପ୍ରଧାନ ସାଧାରଣ ସମ୍ପାଦକ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଓକିଲ ସଂଘ ନିର୍ବାଚନରେ ବରିଷ୍ଠ ଓକିଲ ଚନ୍ଦ୍ରଧ୍ଵଜ ଜାଲ ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ହରିହର ପ୍ରଧାନ ଲଗାତାର ତୃତୀୟ ଥର ପାଇଁ ତଥା ସର୍ବମୋଟ ଚତୁର୍ଥ ଥର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ପୋଲିଂ ହୋଇଥିବା…
Read More...

ଭେଡେନ ଓକିଲ ସଂଘ ନିର୍ବାଚନ : ଜଗତ ଭୂଷଣ ଶତପଥୀ ସଭାପତି ଓ ସୁଶିଲ ବେହେରା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଭେଡେନ ଓକିଲ ସଂଘ ନିର୍ବାଚନରେ ଜଗତ ଭୂଷଣ ଶତପଥୀ ସଭାପତି ଓ ସୁଶିଲ ବେହେରା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ସୁରେନ୍ଦ୍ର ହୋତା ଉପ-ସଭାପତି, ଗୋପ ଚନ୍ଦ୍ର ମେହେର ଯୁଗ୍ମ ସମ୍ପାଦକ, ମହେଶ୍ୱର ପାଣ୍ଡେ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ…
Read More...

ଅତାବିରା ଓକିଲ ସଂଘ ନିର୍ବାଚନ : ସୁଶାନ୍ତ ମିଶ୍ର ସଭାପତି, ଅରବିନ୍ଦ ଶୁଶାରୀ ସାଧାରଣ ସମ୍ପାଦକ

ବରଗଡ/ଅତାବିରା, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ଓକିଲ ସଂଘ ନିର୍ବାଚନରେ ସୁଶାନ୍ତ ମିଶ୍ର ସଭାପତି, ଅରବିନ୍ଦ ଶୁଶାରୀ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିବା ବେଳେ ତ୍ରିପୁରାରୀ ଚାନ୍ଦ ଉପ ସଭାପତି ଓ ଭି. ଜଗନ୍ନାଥ ରାଓ ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ଏଥିରେ…
Read More...