Yearly Archives

2021

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବାଣିଜ୍ୟ ବିଭାଗର ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ପାଇଁ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର କନଫରେନ୍ସ କୋଠରୀରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଡ.ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଡ଼.ନାୟକ
Read More...

ସ୍ୱର୍ଗତ ରାଧେଶ୍ୟାମ ପୁରୋହିତଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ କୁମାର ପୁରୋହିତଙ୍କ ସ୍ଵର୍ଗିୟ ପିତା ରାଧେଶ୍ୟାମ ପୁରୋହିତଙ୍କ ପ୍ରାୟଗ ରାଜ ତୀର୍ଥକ୍ଷେତ୍ର ତ୍ରିବେଣୀ ସଙ୍ଗମ ସ୍ଥଳିରେ ଅସ୍ଥି ବିସର୍ଜନ କ୍ରିୟା କର୍ମ ସମାପନ ହେବା ପରେ ଆଜି ପାଇକମାଲ ସ୍ଥିତ ବାସ ଭବନରେ
Read More...

ବିଜୁ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସଦର ପଂଚାୟତଠାରେ ନିର୍ମାଣ ହୋଇଥିବା ବିଜୁ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ ହେଇଯାଇଛି । ଗ୍ରାମ ପଂଚାୟତ ସରପଂଚ ଚିତ୍ତରଂଜନ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ
Read More...

ବାହୁନି ହେଲା ଭଳି ଗୋଟିଏ ରାସ୍ତାର ଆତ୍ମକଥା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ନିଲିଜିବାହାଲରୁ ବୁଦାମୁଣ୍ଡା ରାସ୍ତା ଦେଇ କପାଣି ବସଷ୍ଟାଣ୍ଡ ଯେଉଁମାନେ ଯାଉଥିବେ ସେମାନଙ୍କୁ ତିକ୍ତ ଅନୁଭବ ହେଉଥିବ । ସୂଚନା ଅନୁସାରେ ବେଲପଡା ବ୍ଳକ କପାଣିକୁ ସଂଯୋଗ କରୁଥିବା ନିଲିଜିବାହାଲରୁ ବୁଦାମୁଣ୍ଡା ୧ କିମି
Read More...

ବଲାଙ୍ଗିରବାସୀଙ୍କ ପ୍ରଶ୍ନ, ବାଇପାସ୍‌ ରାସ୍ତା ଆଉ କେବେ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଭାରି ଯାନ ଚଳାଚଳ ଯୋଗୁଁ ଅନେକ ଅମୂଲ୍ୟ ନିରୀହ ଜୀବନ ନଷ୍ଟ ହେବାରେ ଲାଗିଛି । ଅନ୍ୟପଟେ ବାଇପାସ୍‌ ରାସ୍ତା ନିର୍ମାଣର କଚ୍ଛପ ଗତି ବଲାଙ୍ଗିରବାସୀଙ୍କୁ ଅତିଷ୍ଟ କରୁଛି । ଏଭଳି ସ୍ଥିତିରେ ପ୍ରଶାସନିକ ପଦକ୍ଷେପ ଉପରେ ଆଙ୍ଗୁଳି
Read More...

ଚାକିରୀ ଖୋଜୁଥିବା ଲୋକଙ୍କୁ ଉତ୍ତରପ୍ରଦେଶ ସରକାର ଲାଠି ଦିଅନ୍ତି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଲକ୍ଷ୍‌ନୌରେ ଏକ ବିକ୍ଷୋଭକାରୀଙ୍କ ଗୋଷ୍ଠୀ ଉପରେ ପୋଲିସ ଲାଠି ମାଡ଼ ଅଭିଯୋଗର ଖବର ପାଇ କଂଗ୍ରେସ ନେତା ତଥା ପୂର୍ବତନ ଦଳର ସଭାପତି ରାହୁଲ ଗାନ୍ଧୀ ରବିବାର ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ଯେତେବେଳେ ଭାରତୀୟ ଜନତା ପାର୍ଟି
Read More...

ମମତା ବାନାର୍ଜୀ କଂଗ୍ରେସକୁ ବାଦ୍‌ ଦେଇ ମିଳିତ ମଞ୍ଚ ଉପରେ ବିଚାର କରୁଛନ୍ତି, ଶିବସେନା ସାଂସଦ ସଞ୍ଜୟ ରାଉତ ଦାବୀ…

ମୁମ୍ବାଇ : ଶିବସେନା ସାଂସଦ ସଞ୍ଜୟ ରାଉତ ରବିବାର ଦିନ ଦାବୀ କରିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସକୁ ବାଦ୍‌ ଦେଇ ମେଣ୍ଟ କରିବାକୁ ଚିନ୍ତା କରୁଛନ୍ତି । ଶିବସେନା ମୁଖପାତ୍ର ଶ୍ରୀ ରାଉତ 'ସାମନା'ରେ ତାଙ୍କର ସାପ୍ତାହିକ ସ୍ତମ୍ଭ 'ରୋକ୍‌ଠୋକ୍‌'ରେ ମଧ୍ୟ ଦାବୀ
Read More...

ସାବଧାନ : ଆସୁଛି ଓମିକ୍ରନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ବିଶ୍ୱରେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍‌ ଏବେ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତରେ ମଧ୍ୟ ତାର ଉପସ୍ଥିତି ଜାହିର୍‌ କରି ସାରିଲାଣି । କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁସାରେ ଓମିକ୍ରନ୍‌ ଡେଲ୍‌ଟା ଭାରିଆଣ୍ଟ ଠାରୁ ୬ ଗୁଣ ଅଧିକ ସଂକ୍ରାମକ
Read More...

ଗୁଞ୍ଜରଣ ରଥକୁ ଖୁଣ୍ଟିଗୋରାଠାରେ ସ୍ୱାଗତ

ବୌଦ୍ଧ, (ବଂଶୀଧର ମାଝୀ) : ଓଡିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ପକ୍ଷରୁ ଶିକ୍ଷା ଓ ସଚେତନତାର ବାର୍ତ୍ତା ନେଇ ମାଲକାନଗିରି ଜିଲ୍ଲାରୁ ବାହାରିଥିବା ଗୁଞ୍ଜରଣ ରଥ କନ୍ଧମାଳ, ବାଲିଗୁଡା ଦେଇ ବୌଦ୍ଧ ଜିଲ୍ଲାରେ ପହଞ୍ଚିବା ପରେ ଖୁଣ୍ଟିଗୋରା ସ୍ଥିତ ଉଚ୍ଚ ବିଦ୍ୟାଳୟଠାରେ
Read More...

ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ, (ବଂଶୀଧର ମାଝୀ) : ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସନ୍ଧ୍ୟାବତୀ ପ୍ରଧାନ ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ଶିଶୁ ସୁରକ୍ଷା ସଚେତନତା ରଥର ଉଦ୍‌ଘାଟନ କରିବା ସହିତ ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ସଚେତନତା ରଥ ଜିଲ୍ଲାର ପ୍ରତ୍ୟେକ
Read More...