Daily Archives

ମାଲପଡା ଗ୍ରାମର ଗଳିକନ୍ଦି ରାସ୍ତା ଶୋଚନୀୟ : କାଦୁଅରେ ଜୁଡୁବୁଡୁ ଲୋକେ, ସୁବ୍ୟବସ୍ଥା ପାଇଁ ଯୁବଗୋଷ୍ଠୀଙ୍କ ଦାବୀ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମ ପଞ୍ଚାୟତ ମାଳପଡା ଗ୍ରାମର ଗଳିକନ୍ଦି ରାସ୍ତା ଶୋଚନୀୟ ହୋଇ ରହିଛି । ଗ୍ରାମର ବିଭିନ୍ନ ଗଳିକନ୍ଦି ରାସ୍ତା କାଦୁଅରେ ଜୁଡୁବୁଡୁ ହୋଇ ଲୋକେ ଯାତାୟାତ ହେଉଛନ୍ତି । ଏହାର ସୁବ୍ୟବସ୍ଥା କରିବାକୁ…
Read More...

ରାକ୍ଷୀ ଦେଇଗଲା ଆଖିରେ ଲୁହ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ୧ ନମ୍ୱର୍ ୱାର୍ଡ କରଣ ସାହିରୁ ସୁନା ଚେନ୍ ଚୋରି କରିଥିବା ଚୋର ଭାଇକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ଗଞ୍ଜାମ ଥାନା ପୋଲିସ୍ । ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ସହରର କରଣ ସାହିର ବୁଡୁ ତରାଇ ।…
Read More...

ଏବିଭିପି ପକ୍ଷରୁ ଇଞ୍ଜିନିୟରିଂ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅତାବିରା ଏବିଭିପି ନଗର ଶାଖା ତରଫରୁ ଇଞ୍ଜିନିୟରିଂ ଦିବସ ପାଳିତ ହୋଇଛି ଏବଂ ଏହି ଉପଲକ୍ଷେ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ଏହି ସୁବର୍ଣ୍ଣ ସମୟରେ ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶା ରାଜ୍ୟ ଉପ ସଭାପତି ଶିବ…
Read More...

ବସ୍ତି ବସିନ୍ଦାଙ୍କ ଦୁଃଖ ପ୍ରଶାସନ ଶୁଣିବକି ?

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହରର ନବକଳେବର ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଏଠାରେ ରହୁଥିବା ଗରିବ ବସ୍ତିବସିନ୍ଦାଙ୍କ ଦୁଃଖ କହିବାକୁ ନାହିଁ । ସୂଚନା ଅନୁସାରେ ପଂଚାୟତ କଲେଜ ପାଖ ୱାର୍ଡ ନଂ ୧୩, କନ୍ଧପଡା ଠାରେ ରହୁଥିବା ପ୍ରାୟ ୫୦ ପରିବାରଙ୍କୁ ଏବେ ଉଚ୍ଛେଦ ଭୟ ଘାରିଛି ।…
Read More...

ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ସଚ୍ଚିଦାନନ୍ଦ ନାୟକଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପିଡି, ଡିୟୁଡିଏ ଭାବେ ୨୦୦୦ ମସିହା ବ୍ୟାଚ୍‌ର ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି । ଏନେଇ ଛତ୍ରପୁର ପ୍ରେସ…
Read More...