Monthly Archives

August 2021

ଶତାୟୁ ସ୍ୱାଧିନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ପିଣିମୋରା ଗ୍ରାମର ଶତାୟୁ ସ୍ୱାଧିନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନ(୧୦୨)ଙ୍କୁ ଆଜି ‌ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଉପଢ଼ୌକନ ଦେଇ
Read More...

ବିଶ୍ୱ ଆଦିବାସୀ ଦିବସରେ ୧୧ ଦଫା ଦାବୀକୁ ନେଇ ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବୀପତ୍ର ଦେଲେ ଆଦିବାସୀ ସଂଘ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଶିଶୁମନ୍ଦିର ଠାରୁ ବିରାଟ ଶୋଭାଯାତ୍ରା କରି ତହସିଲ ଅଫିସ ଓ ବ୍ଲକ ପର୍ୟ୍ୟନ୍ତ ବାହାରି ଆଦିବାସୀ ସଂଘ କର୍ଲାମୁଣ୍ଡା ବ୍ଲକର ସଭାପତି ସୁରେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ଆଜି ୧୧ ଗୋଟି ସମସ୍ୟାକୁ ନେଇ ମହାମହିମ
Read More...

ଟେଣ୍ଟ ହାଉସ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଟେଣ୍ଟ ହାଉସ, ଲାଇଟ୍ ଡେକୋରେଟର ଏବଂ ଫ୍ଲାଓ୍ବ।ର ଡେକୋରେଟର ସଂଘ ପକ୍ଷରୁ ଆଜି ଦୋକାନ ଖୋଲିବାକୁ ପ୍ରଶାସନ ଅନୁମତି ପ୍ରଦାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କରୋନା ସମୟରୁ ଗତ ଦୁଇ ବର୍ଷରୁ
Read More...

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଡିଇଓଙ୍କ…

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ବିଭିନ୍ନ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରୋନା ମହାମାରୀ ଯୋଗୁଁ ଦୀର୍ଘ ଦେଢ ବର୍ଷ ବନ୍ଦ ଥିବା ସତ୍ୱେ ଉକ୍ତ ସ୍କୁଲ ଗୁଡିକରେ ନବୀକରଣ, ଇକୋ କ୍ଲବ ନିର୍ମାଣ ଏବଂ ଖେଳ ସାମଗ୍ରୀ କିଣାବିକା ନାମରେ ମିଥ୍ୟା ବିଲ ଭାଉଚର ଦେଇ
Read More...

ରାଜେନ୍ଦ୍ର ୟୁନିଭର୍ସିଟି +୩ ତୃତୀୟ ସେମିଷ୍ଟାର : ଅନଲାଇନ ମୋଡ୍‌ରେ ପରୀକ୍ଷା କରିବାକୁ ଦାବୀ କଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଯୋଗୁଁ ସରକାରୀ ନିର୍ଦ୍ଦେଶ କ୍ରମେ +୩ର ପାଠ୍ୟକ୍ରମ ଅନଲାଇନ ମୋଡରେ କରାଯାଇଥିଲା । ତେଣୁ ରାଜେନ୍ଦ୍ର ୟୁନିଭର୍ସିଟିର +୩ର ତୃତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ଅନଲାଇନ ମୋଡରେ କରିବାକୁ ଛାତ୍ର କଂଗ୍ରେସ ଦାବୀ କରିଛି । ଆଜି ଛାତ୍ର କଂଗ୍ରେସ ସଭାପତି
Read More...

କଣ୍ଟାମାଲ ବିଜୁଛାତ୍ର ଜନତା ଦଳର ସାଂଗଠନିକ ବୈଠକରେ ‘ଦ ଟଲମ୍ୟାନ’ ଉନ୍ମୋଚିତ

ବୌଦ୍ଧ, (ମମତା ମହାକୁର) : ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ମନମୁଣ୍ଡା ଡାକବଙ୍ଗଳାଠାରେ ବିଜୁଛାତ୍ର ଜନତା ଦଳ କଣ୍ଟାମାଲର ସଭାପତି ଉଦିତ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂଗଠନିକ ବୈଠକରେରେ ମୁଖ୍ୟଅତିଥି ଭାବେ ବିଜୁଛାତ୍ର ଜନତା ଦଳ ବୌଦ୍ଧର ପର୍ଯ୍ୟବେକ୍ଷକ
Read More...

ଦଶପଲ୍ଲା ରଙ୍ଗମାଟିଆ ଠାରେ ମୁହାଁମୁହିଁ କାର ଧକ୍କାରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନ୍‌.ସି ଜ୍ୟୋତିରଞ୍ଜନ ନାଏକ…

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ସକାଳ ପ୍ରାୟ ୧୦ ଟା ସମୟରେ ଖୋର୍ଦ୍ଧା ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ଦଶପଲ୍ଲା ରଙ୍ଗମାଟିଆ ଠାରେ ୨ଟି କାର ମୁହାଁମୁହିଁ ଧକ୍କା ହୋଇ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଏନ୍‌.ସି ଜୌତିରଂଜନ ନାୟକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା
Read More...

ଭିଜିଲାନ୍ସ ଜାଲରେ ପଡିଲେ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଘନଶ୍ୟାମ ସାହୁ

ବରଗଡ଼, (ନିରୋଜ କୁମାର ପାଣୀ) : ଭିଜିଲାନ୍ସ ଜାଲରେ ପଡିଛନ୍ତି ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଘନଶ୍ୟାମ ସାହୁ । ଆୟ ବର୍ହିଭୂତ ସମ୍ପତି ଠୁଲ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ଗାଇସିଲେଟ ପ୍ରାଥମିକ କୃଷି ସମବାୟ ସମିତି ସହ ସମ୍ପାଦକ ଘନଶ୍ୟାମ ସାହୁଙ୍କ
Read More...

କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଜିଲ୍ଲାର ସଦର ମହକୁମାର ରାସ୍ତା କଡରେ ଥିବା ମାଛ, ମାଂସ ଦୋକାନୀ ମାନଙ୍କୁ ନିର୍ଦିଷ୍ଟ ସ୍ଥାନ ନିରୂପଣ କରି ସ୍ଥାନାନ୍ତରିତ କରିବା ନେଇ ଓ
Read More...

ବିଜେପି ପୂର୍ଣ୍ଣାଙ୍ଗ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବଦଳରେ କୋଶଳ ରାଜ୍ୟ ଦାବୀ କରୁ : କୋଶଳ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟ ଅତୀତରେ ଭାରତୀୟ ଜନତା ପାର୍ଟିର କୋଶଳାଞ୍ଚଳର ନେତାମାନେ ସମ୍ବଲପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ
Read More...