Monthly Archives

June 2021

ଅବସର ନେଲେ ଗଣିତ ଶିକ୍ଷକ ଉଦ୍ଧବ ଚରଣ ବେହେରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ସରଣ୍ଡାପାଲି ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ମନୋଜ କୁମାର ହରିପାଲଙ୍କ ସଭାପତିତ୍ୱରେ ଏକ ଅବସର କାଲିନ ସଭା ଅନୁଷ୍ଠିତ ହୋଇଯାଇଛି । ଉଦ୍ଧବ ଚରଣ ବେହେରା ସହକାରୀ ଗଣିତ ଶିକ୍ଷକ ଭାବରେ ଦୀର୍ଘ
Read More...

୫ ଫୁଟର ନାଗ ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଦେଉଳି ଶିବ ମନ୍ଦିର ନିକଟରେ ୫ଫୁଟର ନାଗ ସାପ ଉଦ୍ଧାର କରିଛନ୍ତି ସାପଧରାଳି ବିକି ଜି ନାଗ । ସୂଚନା ମତେ ଶିବ ମନ୍ଦିର ପରିସରରେ ଏକ ନାଗ ସାପ ବୁଲୁ ଥିବା ସ୍ଥାନୀୟ ପୂଜକ ଓ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।ପରେ
Read More...

ନାବଳିକା ମାତୃତ୍ୱ ଘଟଣା : ସହାୟତା ଅପେକ୍ଷାରେ ନାବଳିକା ମା’ ଓ ନବଜାତ ଶିଶୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଷ୍କର୍ମର ଶିକାର ହୋଇ ନାବାଳିକା ମା’ ଶିଶୁ କନ୍ୟା ଟିଏ ଜନ୍ମ ଦେଇ ସାରିଛି । ଘଟଣାକୁ ନଅ ମାସ ପୁରି ସାରିଥିବା ବେଳେ ଏଗାର ଦିନର ଚିକିତ୍ସା ପରେ ନାବଳିକା ମାଁ ନବଜାତ ଶିଶୁକୁ ନେଇ ଘରକୁ ଫେରିଛି । କିନ୍ତୁ ଏଯାଏଁ ତାକୁ ସରକାରୀ ସହାୟତା ମିଳି ପାରିନାହିଁ
Read More...

ପଦ୍ମଶ୍ରୀ ମୋହନ ନାୟକ ଥିଲେ ଦଳିତ ଅସହାୟଙ୍କ ତ୍ରାଣକର୍ତ୍ତା : ଜନ୍ମ ଶତବାର୍ଷିକୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧୀବାଦୀ, ସମାଜସେବୀ, ତ୍ୟାଗୀ, ଦଳିତ ନିଷ୍ପେସିତ ଜନତାଙ୍କ ତ୍ରାଣକର୍ତ୍ତା, ନିମଖଣ୍ଡି ଠକ୍କର ବାପା ଆଶ୍ରମର ପ୍ରତିଷ୍ଠାତା, ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ, ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ଶିଷ୍ୟ, ବରିଷ୍ଠ କଂଗ୍ରେସ ନେତା
Read More...

ସୋନଗଡ଼ ନଦୀରେ ବେଆଇନ ବାଲି ଚୋରା ଚାଲାଣ ଯୋଗୁଁ ପାନୀୟ ଜଳ ଉପରେ ପଡୁଛି ପ୍ରଭାବ : ଏବେଠୁ ସଜାଗ ନ ହେଲେ ଭବିଷ୍ୟତରେ…

ଦେଓଗାଁ, (ମନୀଷ କୁମାର ସାହୁ) : ଘର ନିର୍ମାଣ ହେଉ କି ସରକାରୀ କୋଠା ରାସ୍ତା ନିର୍ମାଣ ହେଉ ସବୁ ଠାରେ ଆବଶ୍ୟକ ପଡ଼ୁଛି ନଦୀ ବାଲି । ଦେଓଗାଁ ବ୍ଳକରେ ପ୍ରଭାବିତ ହେଉଥିବା ସୋନଗଡ଼ ବାଲି ଅନ୍ୟ ସମସ୍ତ ନଦୀ ବାଲି ଠାରୁ ଅଧିକ ଉନ୍ନତ ତେଣୁ କେବଳ ଦେଓଗାଁ ବ୍ଳକବାସୀ ନୁହେଁ ଅନ୍ୟ ବ୍ଳକ ଓ
Read More...

ଅପହଂଚ ଇଲାକାର ଅକୁହା କଥା

ହରିଚନ୍ଦନପୁର, (ପରେଶ କୁମାର ସେଠୀ) : ଗ୍ରାମାଞ୍ଚଳ ବିକାଶ ନାଁରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଦୁର୍ଗମ ଅଂଚଳରେ ସରକାରୀ ସୁବିଧା ସୁଯୋଗ ଲୋକଙ୍କ ନିକଟକୁ ପହଞ୍ଚି ପାରୁନାହିଁ । ନା ଅଛି ରାସ୍ତା ଘାଟ ନା ଅଛି ଶିକ୍ଷାର ବ୍ୟବସ୍ଥା । ଗାଁରେ ପାନୀୟ ଜଳ ସୁବିଧା ବି
Read More...

ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୩୪ ହଜାର ୧୫୪ କରେନା ଆକ୍ରାନ୍ତ ଚିହ୍ନଟ : ୨୮୮୭ ମୃତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୩୪ ହଜାର ୧୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୮୭ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧ ଲକ୍ଷ ୩୪ ହଜାର ୧୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ୨୪ ଘଣ୍ଟା
Read More...

ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଲେ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୮୭୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୫ଜଣ ହୋଇଥିବା ବେଳେ କଳାହାଣ୍ଡି, କଟକ ଜିଲ୍ଲାରୁ ୪ଜଣ ରହିଛନ୍ତି
Read More...

କରୋନା ଗ୍ରାଫ କନ୍ଧମାଳରେ ଖସୁଛି : ଆହୁରି ଅଧିକ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର କନ୍ଧମାଳ ଜିଲ୍ଲା ପାଇଁ ଘାତକ ମାସ ଥିଲା ମେ ମାସ । ତେବେ ବର୍ତ୍ତମାନ ପରିସ୍ଥିତିରେ କନ୍ଧମାଳ ଜିଲାରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଏବେ ଧୀରେ ଧୀରେ ତଳମୁହାଁ ହେବାରେ ଲାଗିଛି । ଜିଲାରେ ଦୈନିକ ସଂକ୍ରମଣ ତିନି ଅଙ୍କରୁ ଖସି ଦୁଇ
Read More...

ବିଶିଷ୍ଟ ସାହିତ୍ୟିକା ମୀନାକ୍ଷୀ ଦେବୀ ଆଉ ନାହାନ୍ତି

କଟକ : ‘ଉତ୍କଳ ସାହିତ୍ୟ ସମାଜ’ର ସାଧାରଣ ସମ୍ପାଦକ, ‘ଓଡ଼ିଆ ଗୀତିକବି ସମାଜ’ର ସମ୍ପାଦକ, ସେବା ଅନୁଷ୍ଠାନ ‘ଆଶା ଆଶ୍ୱାସନା’ର ପ୍ରତିଷ୍ଠାତା ସମ୍ପାଦକ ତଥା ସ୍ୱନାମଧନ୍ୟା ଲେଖିକା, ସାରସ୍ୱତ ସଂଗଠିକା ଓ ସମାଜସେବିକା ଶ୍ରୀମତୀ ମୀନାକ୍ଷୀ ଦେବୀ(୬୭) ଆଉ ନାହାନ୍ତି । ଗତକାଲି ସନ୍ଧ୍ୟାରେ
Read More...