Monthly Archives

May 2021

ବିଜୁ ଜନତା ଦଳର ମହାନତା : ଭୋକିଲା ପେଟକୁ ନିୟମିତ ଦାନା ଯୋଗାଉଛନ୍ତି ଦଳର ସଦସ୍ୟ ଗଣ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବିଜୁ ଜନତାଦଳର ମହାନତା । ଅନାହାର ମୁହଁରେ ମୁଠାଏ ଦାନା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁଜନତା ଦଳର ସଦସ୍ୟମାନେ । ସାରା ଦେଶରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାକୁ ଲାଗିଥିବାବେଳେ ସଂକ୍ରମଣ ଚେନ୍
Read More...

ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଲେ ସ୍ୱାମୀ ସ୍ତ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ରକ୍ତର ଘୋର ଅଭାବ ମଧ୍ୟ ରହିଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜିଲ୍ଲା ନାରୀ ଶକ୍ତି ଫାଉଣ୍ଡେସନର ଚେଷ୍ଟାରେ ଆଜି ଜଣେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି ସ୍ୱାମୀ ସ୍ତ୍ରୀ । ସୂଚନା ମତେ
Read More...

ଡିଆରଡିଓ ଦ୍ଵାରା ବିକଶିତ SpO2 ଆଧାରିତ ଅମ୍ଳଜାନ ଯୋଗାଣ ପ୍ରଣାଳୀର ୧.୫ ଲକ୍ଷ ୟୁନିଟ୍ କ୍ରୟକୁ ପିଏମ କେୟାର୍ସର…

ନୂଆଦିଲ୍ଲୀ, (ପିଆଇବି) : ପିଏମ କେୟାର୍ସପାଣ୍ଠିରୁ ୩୨୨.୫ କୋଟି ଟଙ୍କା ବିନିମୟରେପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ଵାରା ବିକଶିତ ‘ଅକ୍ସିକେୟାର’ ପ୍ରଣାଳୀର ୧.୫ ଲକ୍ଷ ୟୁନିଟ୍ କ୍ରୟ ପ୍ରସ୍ତାବକୁ ଆବଶ୍ୟକ ଅନୁମୋଦନ ମିଳିଛି।ଅକ୍ସିକେୟାର ହେଉଛି ଏକ SpO2 ଆଧାରିତ
Read More...

ମ୍ୟୁକୋମାୟୋସିସ ମୁକାବିଲା ପାଇଁ ଆମ୍ଫୋଟେରିସିନ-ବି ଉତ୍ପାଦନ ବଢାଇବା ନିମନ୍ତେ ସରକାରଙ୍କ ପଦକ୍ଷେପ

ନୂଆଦିଲ୍ଲୀ, (ପିଆଇବି) : କୋଭିଡ ପରବର୍ତ୍ତୀ ଜଟିଳତା ମ୍ୟୁକୋମାୟୋସିସ ପୀଡିତଙ୍କୁ ଡାକ୍ତରମାନେ ଆମ୍ଫୋଟେରିସିନ-ବି ଔଷଧ ଖାଇବାକୁ ପରାମର୍ଶ ଦେଉଥିବାରୁ କିଛି ରାଜ୍ୟରେ ଏହାର ଆବଶ୍ୟକତା ସୃଷ୍ଟି ହୋଇଛି । ତେଣୁ ଏହି ଔଷଧର ଉତ୍ପାଦନ ବଢାଇବା ପାଇଁ ଭାରତ ସରକାର ଉତ୍ପାଦକମାନଙ୍କ ସହ ଆଲୋଚନା
Read More...

ସାରସ୍ୱତ ଆଲୋଚନା ଚକ୍ର ଅନୁଷ୍ଠିତ

ଡେ଼ଲାଙ୍ଗ, (ଦିଲିପ୍‌ କୁମାର ଧାଉଡ଼ିଆ) : ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ବିପ୍ଳବ ସୃଷ୍ଟି କରୁଥିବା ନିଶିଗନ୍ଧା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଆଜି ଦ୍ଵିତୀୟ ରାଜ୍ୟସ୍ତରୀୟ ସାରସ୍ୱତ ଆଲୋଚନା ଚକ୍ର ସନ୍ଧ୍ୟା ୬ ଘଣ୍ଟା ସମୟରେ ଗୁଗୁଲ୍ ମିଟ୍ ଜରିଆରେ ଅନୁଷ୍ଠିତ ହୋଇଯାଇଅଛି । ଏହି
Read More...

ଡାକ୍ତର ଗିରିଜା ଶଙ୍କର ଉଦ୍‌ଗାତାଙ୍କ ଆଜି ଜନ୍ମଦିନ : ତାଙ୍କ ଭଳି ଡ଼ାକ୍ତର ମାନବ ସମାଜ ପାଇଁ ଅମୂଲ୍ୟ ସଂପଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଡାକ୍ତର ଗିରିଜା ଶଙ୍କର ଉଦ୍‌ଗାତାଙ୍କ ଆଜି ଜନ୍ମଦିନ । ଏହି ଅବସରରେ ତାଙ୍କୁ ବନ୍ଧୁ ମହଲରୁ ତଥା ତାଙ୍କ ଚିକିତ୍ସା ଦ୍ୱାରା ନୂଆ ଜୀବନ ପାଇଥିବା ବ୍ୟକ୍ତିମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତାଙ୍କ ଭଳି ଜଣେ ଡ଼ାକ୍ତର ମାନବ ସମାଜ ପାଇଁ ଅମୂଲ୍ୟ ସଂପଦ
Read More...

ଆମ୍ବ ବିକାଳୀଙ୍କୁ କରୋନା ମାଡ଼ : କେଜି ପିଛା ୫ ଟଙ୍କା

ସଇଁନ୍ତଳା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ନେଇ ସାରା ରାଜ୍ୟ ଚିନ୍ତିତ । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି । ଅନ୍ୟପଟେ ଲକଡାଉନ ଯୋଗୁଁ ଗରିବ ଖଟିଖିଆ ଲୋକଙ୍କ ଉପରେ ପ୍ରଭାବିତ ହୋଇଛି । ଲକଡାଉନ ଯୋଗୁଁ ଅନେକ ନୀରିହ ଲୋକେ ଭୋକ ଉପାସରେ ଆଶ୍ରୟ ନେଇଛନ୍ତି । ଯାହା ଫଳରେ ଅନେକ
Read More...

ରାସ୍ତା କଡ କ୍ଷେତରୁ ଯୁବକର ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଆଜି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡା ଫାଣ୍ଡି ଅନ୍ତର୍ଗତ ପୌରକେଲାରୁ ରିଷିଡା ରାସ୍ତା ବରାମୁଣ୍ଡା ବ୍ରିଜ ତଳେ ଏକ ଯୁବକର ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ତେରେକେଲା ଗ୍ରାମର ଶ୍ରୀକର ଧରୁଆ ବୋଲି ଜଣାଯାଇଛି । ସେ ଗତକାଲି
Read More...

ନାରୀ ଶକ୍ତି ଫାଉଣ୍ଡେସନ୍‌ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାସ୍ତା କଡ଼ରେ ଥିବା ଅସ୍ଥାୟୀ ନିସହାୟ ପରିବାରମାନଙ୍କୁ ବର୍ତ୍ତମାନ ପରିସ୍ଥିତିର ଗୁରୁତ୍ଵ ଦେଇ ନାରୀ ଶକ୍ତି ଫାଉଣ୍ଡେସନ ବଲାଙ୍ଗିରର ସଦସ୍ୟା ସନ୍ତୋଷିନୀ ବେହେରା, ନୂତନ ଦାସ, ପ୍ରିୟଙ୍କା ତ୍ରିପାଠୀ, ସରିତା ବାଗ, ସନ୍ଧ୍ୟା ରାଣୀ ପଣ୍ଡା, ନୂତନ ସେନ୍ଦ୍ରିଆ,
Read More...

ସମ୍ମାନ ସହିତ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନର ମହାମାରୀ ସମୟରେ ଶବ ମାନଙ୍କ ପ୍ରତି ଅସମ୍ମାନ ଓ ଅବହେଳା କରାଯାଇଥିବା ବେଳେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି । ବଲାଙ୍ଗିର ସ୍ଥାନୀୟ ହାତୀଶାଲ ପଡା ଶ୍ରୀରାମନଗର
Read More...