Monthly Archives

May 2021

ପେସାରେ ଚୁଟି କାଟିବା, ନିଶାରେ ମିଲନ ରକ୍ତଦାତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାନବ ସେବା ହି ମାଧବ ସେବା । ଏହି କରୋନା ମହାମାରୀରେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ଅନେକ ଲୋକ ରକ୍ତ ଅଭାବରୁ ମଧ୍ୟ ରକ୍ତ ନ ପାଇ ଡହଳ ବିକଳ ହୋଇ ଶେଷରେ ଆଖି ବୁଜି ଦେଉଛନ୍ତି ।ତେବେ ବଲାଙ୍ଗିର ଜିଲ୍ଲାରେ ଘୋର ରକ୍ତର ଅଭାବ ମଧ୍ୟ ରହିଛି । ହେଲେ
Read More...

ରେଳବାଇ ପକ୍ଷରୁ ଗୋଟିଏ ଦିନରେ ଅକ୍ସିଜେନ୍‍ ଏକ୍ସପ୍ରେସ ଯୋଗେ ସର୍ବାଧିକ ୧୦୦୦ ମେଟ୍ରିକ୍‍ ଟନରୁ ଅଧିକ ଅକ୍ସିଜେନ୍‍…

• ୧୩ଟି ରାଜ୍ୟକୁ ଏବେସୁଦ୍ଧା ୧୧,୦୩୦ ମେଟ୍ରିକ୍‍ ଟନ୍‍ ତରଳ ଅକ୍ସିଜେନ୍‍ ରିଲିଫ୍‍ ଯୋଗାଯାଇ ସାରିଛି ।• ମହାରାଷ୍ଟ୍ରକୁ ୫୨୧ ମେଟ୍ରିକ୍‍ ଟନ୍‍, ଉତ୍ତର ପ୍ରଦେଶକୁ ପ୍ରାୟ ୨୯୫୮ ମେଟ୍ରିକ୍‍ ଟନ୍‍, ମଧ୍ୟ ପ୍ରଦେଶକୁ ୪୭୬ ମେଟ୍ରିକ୍‍ ଟନ୍‍, ହରିଆଣାକୁ ୧୪୨୭ ମେଟ୍ରିକ୍‍ ଟନ୍‍, ତେଲଙ୍ଗାନାକୁ
Read More...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚମନ ଲାଲ ଗୁପ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, (ପିଆଇବି) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚମନ ଲାଲ ଗୁପ୍ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଅନେକ ସମାଜ ସେବା ଉଦ୍ୟମ ପାଇଁ ଶ୍ରୀ ଚମନ ଲାଲ ଗୁପ୍ତା ସ୍ମରଣୀୟ ହୋଇ ରହିବେ । ସେ ଜଣେ
Read More...

ଗ୍ରାମୀଣ ଭାରତରେ କୋଭିଡ ମହାମାରୀର ମୁକାବିଲା ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟର ତତ୍ପରତା

• ପଞ୍ଚାୟତସ୍ତରରେ ମହାମାରୀ ମୁକାବିଲା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶାବଳୀ• ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ କୋଭିଡ ସଚେତନତା ବୃଦ୍ଧି ପାଇଁ ସଘନ ପ୍ରଚାର ଓ ଯୋଗାଯୋଗ ଅଭିଯାନ ଚାଲିବ• ପଞ୍ଚାୟତରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଏହି ସଚେତନତା ଅଭିଯାନ ଏବଂ ମହାମାରୀ
Read More...

କୋଭିଡ-୧୯ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ ମତ ବିନିମୟ

ଦେଶର ବିଭିନ୍ନ ଭାଗରେ ନିଆଯାଉଥିବା ଶ୍ରେଷ୍ଠ ପଦକ୍ଷେପ ଗୁଡିକ ସମ୍ପର୍କରେ ଅନ୍ୟମାନଙ୍କୁ ଅବଗତ କରାଇବା ପାଇଁ ଅଧିକାରୀମାନଙ୍କୁ ନିବେଦନ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ ମହାମାରୀର ମୁକାବିଲା କରୁଥିବା ବିଭିନ୍ନ ରାଜ୍ୟ ଓ ଜିଲ୍ଲାସ୍ତରୀୟ କ୍ଷେତ୍ର କର୍ମଚାରୀଙ୍କ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା
Read More...

ଲକ୍‌ଡାଉନ ଆମ ସମସ୍ତଙ୍କ ସୁରକ୍ଷା ପାଇଁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ୨ୟ ଲହରକୁ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ୍ ଅବଧି ବଢାଇଛନ୍ତି । ଏହା ଆମ ନିଜର ତଥା ନିଜ ପରିବାରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ । ସମସ୍ତେ ଲକଡାଉନ୍ ନିର୍ଦ୍ଦେଶାବଳୀ ନିଷ୍ଠାର ସହ ପାଳନ କରନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ
Read More...

ବିଶ୍ୱାତ୍ମ ଚେତନା ପରିଷଦ ଓ ଟ୍ରଷ୍ଟ ପକ୍ଷରୁ ଅନ୍ନପୂର୍ଣ୍ଣା ସେବା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଅକ୍ଷୟ ତୃତୀୟା ଠାରୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ ଠାରେ ପୂଜ୍ୟପାଦ ସ୍ୱାମୀଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ ମହାରାଜଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱାତ୍ମ ଚେତନା ପରିଷଦ ଓ ଟ୍ରଷ୍ଟ ତରଫରୁ କୋଭିଡ ରୋଗୀମାନଙ୍କୁ ଯତ୍ନ ନେଉଥିବା
Read More...

ଡା. ସୁଧୀର ପରିଚ୍ଛାଙ୍କ ବିୟୋଗରେ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜଣେ ଉତ୍ତମ ସଙ୍ଗଠକ ତଥା ଆମ ସମସ୍ତଙ୍କ ପ୍ରିୟ କୃଷକ ନେତା ଡା. ସୁଧୀର ପରିଚ୍ଛା ଆମ ଗହଣରେ ଆଉ ନାହାନ୍ତି । ସେ ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି । ବଲାଙ୍ଗିର ପାଇଁ ତାଙ୍କ ଅବଦାନ ଅତୁଳନୀୟ । ଓଡ଼ିଶା ପ୍ରଦେଶ କେଶରୀୟା
Read More...

ଖମାରୀ ଟେଣ୍ଡ ହାଉସ ମାଲିକ ଗଣେଶ ଖମାରୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡୁଙ୍ଗୁରିପାଲି ଖମାରୀ ଟେଣ୍ଡ ହାଉସ ମାଲିକ ଗଣେଶ ଖମାରୀଙ୍କ (୪୨) ପରଲୋକ ହୋଇଯାଇଛି । ସ୍ଵଗର୍ତ ଖମାରୀ କରୋନାରେ ଆକ୍ରାନ୍ତ ହୋଇ କଟକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।
Read More...