Monthly Archives

February 2021

ପୋଲିସ ହାଇସ୍କୁଲରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମନୋହରପୁର ପୋଲିସ ହାଇସ୍କୁଲର ହିନ୍ଦୀ ଶିକ୍ଷକ ରାଜେନ୍ଦ୍ର କୁମାର ବନଛୋର ଓ ପୂର୍ବତନ ସଂସ୍କୃତ ଶିକ୍ଷକ ଭିକାରୀ ଚରଣ କର ଅବସର ଗ୍ରହଣ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯାଜ୍ଞସିନୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ
Read More...

କୋସଲୀ ଭାଷାରେ ପ୍ରାଇମର ସକାଶେ ପ୍ରସ୍ତୁତି

ବଲାଙ୍ଗୀର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ୨୦୨୦ ଅନୁସାରେ ୨୦୨୨ ମସିହା ସୁଦ୍ଧା ଶିଶୁମାନଙ୍କୁ ପ୍ରାଥମିକ ସ୍ତରରେ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ନିମନ୍ତେ ନିଷ୍ପତ୍ତି ହୋଇଛି । ପଶ୍ଚିମ ଓଡିଶାର ଅଧିବାସୀମାନଙ୍କ ମାତୃଭାଷା ହୋଉଛି କୋସଲୀ । ମାତ୍ର ଏ
Read More...

ରାକ୍ସିମୁଣ୍ଡା ସ୍କୁଲ ଜମି ହଡପ ଅଭିଯୋଗ

ବଲାଙ୍ଗିର : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ରାକ୍ସିମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲଟ ନଂ-୬୫ ଓ ୬୬ ଖାତା ନଂ-୦୩ ଅନ୍ତର୍ଗତ ଜମି ଯାହାକି ବିଦ୍ୟାଳୟ ନାମରେ ଅଛି, ସେହି ଗ୍ରାମର ଡମ୍ବରୁଧର ପୁଟେଲ, ପିତା - ସ୍ୱର୍ଣ୍ଣ ପୁଟେଲଙ୍କ ଦ୍ୱାରା ଉକ୍ତ ଜମିକୁ ହଡପ ହୋଇଥିବାର ଅଭିଯୋଗ ସ୍କୁଲ
Read More...

ବଲାଙ୍ଗିର ଜିଲ୍ଳା କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜାତୀୟ ପତାକାର ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ଶୋଭାଯାତ୍ରା ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଳା କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜାତୀୟ ପତାକାର ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଅଛି । ଗତ ୨୬ ତାରିଖ ଗଣତନ୍ତ୍ର ଦିବସ ଦିନ ଚାଷୀ ଆନ୍ଦୋଳନର ଆଳ ଦେଖାଇ ଖଲିସ୍ଥାନୀ ମାନେ ଭାରତର ଗୌରବ ଲାଲକିଲ୍ଲାରେ
Read More...

ତରଭା ଗଣ୍ଡାରାମ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ : କଳାପଥର ଦଳ ବିଜୟ

ତରଭା, (ଜିତେ‌ନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ସ୍ଥିତ ହାଇସ୍କୁଲ ଖେଳ ପଡିଆରେ ତରଭା ଗଣ୍ଡାରାମ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଅନ୍ତିମ ଦିବସ । ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ସଭ୍ୟ ତଥା ଜିଲ୍ଲା ବିଜେଡ଼ି ସଭାପତି ସରୋଜ କୁମାର
Read More...

ସହର ମଧ୍ୟରେ ଲୁଟେରା ଗ୍ୟାଙ୍ଗ ଲୁଟିନେଲେ ଦେଢ଼ଲକ୍ଷ ଟଙ୍କା

ଟିଟିଲାଗଡ, ( ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ସହର ମଧ୍ୟରେ ଥିବା ଏକ୍ସିସ ବ୍ୟାଙ୍କ ସମ୍ମୁଖରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ମଧ୍ୟପ୍ରଦେଶରୁ ଆସି ଟିଟିଲାଗଡରେ ବ୍ୟବସାୟ କରୁଥିବା ଘନଶ୍ୟାମ ଚାରଣ ନାମକ ଜଣେ ବ୍ୟବସାୟୀ ଏକ୍ସିସ୍ ବ୍ୟାଙ୍କରେ ୪୫ ହଜାର ଟଙ୍କା ଜମା କରି ବଳକା ୧ ଲକ୍ଷ
Read More...

କାର ଓ ବାଇକ ମୁହାଁମୁହିଁ : ଘଟଣା ସ୍ଥଳରେ ବାଇକ ଚାଳକ ମୃତ, କାର ଚାଳକ ଗୁରୁତର

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା-ରାମପୁର ମୁଖ୍ୟ ରାସ୍ତା ସ୍ଥିତି ମିଶ୍ର ଢ଼ାବା ଠାରେ କାର ଓ ବାଇକ ମୁହାଁମୁହିଁ ହୋଇ ଥିବାବେଳେ ଧକ୍କାରେ ବାଇକ ଚାଳକଙ୍କ ଘଟଣା ସ୍ଥାନରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ କାର ଡ୍ରାଇଭର ଗୁରୁତର ଅବସ୍ଥାରେ ଥିବା ବେଳେ ତାଙ୍କୁ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତ ସଂଖ୍ୟା୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ନଂ. ୨ରୁ ଜଣେ ଓ ଲୋଇସିଂହା ବ୍ଲକ୍‌ ଲୋଇସିଂହା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ ୪ ଜଣ ଏକ୍‌ଟିଭ୍‌
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ବେଆଇନ ଭାବେ ଚାଲାଣ ହେଉଥିବା ୧୧୦ ବସ୍ତା ଧାନ ଜବତ କଲା ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡା ଫାଣ୍ଡି ନିକଟରେ ଆଜି ୧୧୦ ବସ୍ତା ଧାନ ବେଆଇନ ଭାବରେ ଦଲାଲ ମାନେ ଚାଲାଣ କରୁ ଥିବା ବେଳେ ଖବର ପାଇବା ପରେ ଧାନ ଜବତ କରିଛି ବ୍ଳକ ପ୍ରଶାସନ । ପ୍ରକାଶ ଥାଉ କି, ଟିକ୍ରାପଡା ଠାରେ ଉଦେଇପୁର ଠାରୁ ଧାନ ଦଲାଲ
Read More...

ଚିକିତ୍ସା ଅବହେଳା ଯୋଗୁ ହସ୍ପିଟାଲରେ ଆଖି ବୁଜିଲେ ମାଆ ଛୁଆ

ବଲାଙ୍ଗୀର : ଚିକିତ୍ସା ଅବହେଳା ଯୋଗୁ ହସ୍ପିଟାଳରେ ଆଖି ବୁଜିଲେ ମାଆ ଛୁଆ । ଏଭଲି ଏକ ଘଟଣା ଦେଖିବାକୁ ମିଳିଛି ଭୀମ ଭୋଇ ହସ୍ପିଟାଲରେ ମାଆ ସହ ନବଜାତ ଶିଶୁର ମୃତ୍ୟୁ । ଏ ନେଇ ହସ୍ପିଟାଲ ପରିସରରେ ମୃତକଙ୍କ ସଂପର୍କୀୟମାନେ ହୋହାଲ୍ଲା କରିଛନ୍ତି । ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ
Read More...