Monthly Archives

February 2021

ଦିଲ୍ଲୀ ପ୍ୟାରେଡରୁ ଫେରିଥିବା ଛାତ୍ରଙ୍କୁ ବିପୁଳ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ବରଗଡ ଜିଲ୍ଲା ସୀମାନ୍ତ ଝାରବନ୍ଧ ଗ୍ରାମର କଲେଜ ଛାତ୍ର ଅଲେଖ ସାଗରିଆ ଗଣତନ୍ତ୍ର ଦିବସ ଦିଲ୍ଲୀର ଜାତୀୟ ସ୍ତରରେ ସାମିଲ ହୋଇ ଅଞ୍ଚଳର ଗୌରବ ଆଣିଛନ୍ତି । ତାଙ୍କର ବାପା ଭରତ ସାଗରିଆଙ୍କ ଦୁଇ ପୁଅ ଅଛନ୍ତି । ସେ ପରିବା ବିକ୍ରି କରି ପୁଅ
Read More...

ରେଫରାଲ୍‌ ହସପିଟାଲରେ ସୀମିତ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ : ସମାଜସେବୀଙ୍କ ୯ ଦଫା ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ଏଭିତରେ ତିନି ବର୍ଷ ପୁରି ଯାଇଥିଲେ ମଧ୍ୟ ଏହା ସମ୍ପଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଆଖପାଖ ପ୍ରାୟ ପାଞ୍ଚ ଛଟି ଜିଲ୍ଲା ଏହି ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ନିର୍ଭର କରୁଥିବା ବେଳେ ଏହା କେବଳ ଏକ ରେଫରାଲ
Read More...

ଟଙ୍କ ଜୋର ଉପରେ ବ୍ରିଜ ନିର୍ମାଣ ଦାବୀ ନେଇ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଧିନସ୍ଥ ଅଲଣ୍ଡା ଗ୍ରାମପଞ୍ଚାୟତ ଏବଂ ଠେମରା ଗ୍ରାମପଞ୍ଚାୟତ ମଧ୍ୟରେ ରହିଛି ଏକ ଟଙ୍କ ଜୋର ନାଲା । ଏହି ନାଲା ଉପରେ ଏକ ବ୍ରିଜ ନିର୍ମାଣ ଦାବୀ ନେଇ ଆଜି ସ୍ଥାନୀୟ ଯୁବ ନେତା ଯୁବରାଜ ବାଗଙ୍କ ନେତୃତ୍ୱରେ ଦୁଇ ଗୋଟି
Read More...

ଶନିବାରଠାରୁ କରୋନା ଟୀକା ଦିଆଯିବ ପୋଲିସ କର୍ମଚାରୀଙ୍କୁ : ପ୍ରଥମେ ନେବେ ଡିଜିପି ଅଭୟ

ଭୁବନେଶ୍ୱର : ଶନିବାରଠାରୁ ସମଗ୍ର ରାଜ୍ୟରେ ପୋଲିସ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା । ପ୍ରଥମେ ଡିଜିପି ଅଭୟ ଟିକା ନେବେ । ତା'ପରେ ଅନ୍ୟ ବରିଷ୍ଠ ପୋଲିସ ଓ ହୋମ୍‌ଗାର୍ଡମାନେ କରୋନା ଟିକା ନେବେ । ଏନେଇ ସୂଚନା ଦେଇଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।
Read More...

ପ୍ରାର୍ଥନା : ସ୍ଥିତପ୍ରଜ୍ଞତା, ନିଷ୍ଠା ଓ ସମର୍ପଣ ଭାବକୁ ବଳିଷ୍ଠ କରାଏ

ସୁଶ୍ରୀ ସ୍ନେହଲତା ପ୍ରାର୍ଥନା ମାନବ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ମନସ୍ତତ୍ତ୍ୱବିଦ୍‌ ମାନେ ମତ ଦିଅନ୍ତି । ତେବେ ଯେଉଁ ମାନବ ମଧ୍ୟରେ ସାତ୍ତ୍ୱିକ ପ୍ରାର୍ଥନାର ଭାବ ମହଜୁଦ୍‌ ଥାଏ, ସେ ଜଣେ ଉତ୍ତମ ମାନବ ଭାବେ ନିଜକୁ ଗଢ଼ି ତୋଳିବାରେ ସଫଳ ପୁରୁଷ ଭାବେ ବିବେଚିତ ହୋଇଥାଏ ବୋଲି
Read More...

ବାଇକ୍ କାର୍ ମୁହାଁମୁହିଁ ଧକ୍କା : ୨ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗାଁ ସାଇ ଢାବା ନିକଟରେ ବାଇକ୍ ଓ କାର୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ତେଲକୋଇ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା
Read More...

ପତି‌ଙ୍କ ଅଭିଯୋଗ : ପତ୍ନୀ ଏବଂ ପତ୍ନୀଙ୍କ ପ୍ରେମିକ ତା‌ଙ୍କ ନିରୀହ ପୁଅକୁ ଅଶ୍ଳୀଳ ଭିଡିଓ ଦେଖାଇଛନ୍ତି

ନୋଏଡା : ଜଣେ ବ୍ୟକ୍ତି ପତ୍ନୀ ଏବଂ ତାଙ୍କ ପ୍ରେମିକ ମିଶି ତା‌ଙ୍କ ନିରୀହ ପୁଅକୁ ଅଶ୍ଳୀଳ ଭିଡିଓ ଦେଖାଇଥିବା ଅଭିଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱାମୀ ଜଣକ ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କ ବିରୋଧରେ ନୋଏଡା ସେକ୍ଟର -୪୯ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ପୋଲିସ ନିକଟରେ
Read More...

ରହେନଚୁଆଁରେ ଶିବ ମନ୍ଦିର ପ୍ରତିଷ୍ଠା ପାଇଁ ସଜବାଜ

ଟିଟିଲାଗଡ, ( ଗୌରବ ଦର୍ଜୀ) : ତେନ୍ତୁଳୀଖୁଣ୍ଟି ନିକଟରେ ଖରାଳୀ ଗ୍ରାମରେ ପ୍ରକୃତିରେ ଭରା ହୋଇଥିବା ସୌନ୍ଦର୍ୟ୍ୟରେ ପରିପୂର୍ଣ ଥିବା ପାହାଡ ତଥା ଋଷି ଗୁମ୍ଫା ବ୍ରାହ୍ମଣୀ ପାହାଡ଼ ରହେନଚୁଆଁ ନାମରେ ବେଶ ପରିଚିତ । ପ୍ରାୟ ୨୫ ବର୍ଷ ପୁରୁଣା ମନ୍ଦିର ଯାହା ଏହି ଅଂଚଳର ଏକ ପର୍ୟ୍ୟଟନ ସ୍ଥଳୀ
Read More...

ଗାଇ ଗୁହାଳ ନିର୍ମାଣ ସହାୟତା ରାଶି ପ୍ରଦାନରେ ଅନିୟମିତତା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ପଞ୍ଚାୟତ ଅଧୀନରେ ଥିବା ବନମାଳି ରଣା (ପି. ଦୁବରାଜ ରଣା) ଦୀର୍ଘ ଦୁଇ ବର୍ଷ ତଳେ ଗାଇ ଗୁହାଳ ପାଇଁ କାର୍ୟ୍ୟାଦେଶ ପାଇଥିଲେ । କିନ୍ତୁ ଗୁହାଳ ସମ୍ପୁର୍ଣ୍ଣ ହୋଇ ଥିଲେ ସୁଦ୍ଧା କେବଳ ୨୮ହଜାର ଟଙ୍କା
Read More...

୨୦୨୨ରେ ଭାରତର ଜିଡିପି ଅଭିବୃଦ୍ଧି ୧୦.୫% ହେବ : ଆରବିଆଇ ଗଭର୍ଣ୍ଣର

ନୂଆଦି‌ଲ୍ଲୀ : ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ, ୪% ରେପୋ ହାର ବଜାୟ ରହିବ । ସେ କହିଛନ୍ତି ଯେ, ମୁଦ୍ରା ନୀତି କମିଟି ଏକ ପ୍ରତିଷେଧକ ମନୋଭାବ ବଜାୟ ରଖିଛି । ଏହା ସହିତ ସେ କହିଛନ୍ତି ଯେ, ରିଭର୍ସ ରେପୋ ରେଟ୍ ମଧ୍ୟ ପରିବର୍ତ୍ତନ ହୋଇନାହିଁ ଏବଂ
Read More...