Yearly Archives

2020

ଶ୍ରାବଣର ଶେଷ ସୋମବାର ଓ ରାକ୍ଷୀ ପୂର୍ଣ୍ଣିମା : ସବୁ ଫିକା ଫିକା

ଟିଟିଲାଗଡ ( ଗୌରବ ଦରଜୀ) : ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ତା ସହ ଶ୍ରାବଣ ର ଶେଷ ସୋମବାର। ଏମିତି ସୁଯୋଗ ବହୁ ବର୍ଷ ପରେ ଆସିଥାଏ । ତେଣୁ ଆଜି ଟିଟିଲାଗଡ ଅଧିଷ୍ଠିତ ଦେବ ଦେବ ମହାଦେବଙ୍କୁ ସୁନ୍ଦର୍ ଭାବେ ସଜା ଯାଇଛି। କିନ୍ତୁ ଭଗଵାନ ଭକ୍ତଙ୍କ ବିନା ଶୋକାତୁର ହୋଇ ପଡିଛନ୍ତି ଓ
Read More...

କାହାଣୀ ଏକ ଏଭଳି ଭଉଣୀର….ନା’ ମିଳିଥିଲା ସୁରକ୍ଷା ନା’ ମିଳିପାରିଲା ନ୍ୟାୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ରକ୍ଷାବନ୍ଧନ । ଦିନଟି ଭଉଣୀମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ସୁରକ୍ଷାର ପ୍ରତୀକ । ଆଜିର ଦିନରେ ଏହି ଉତ୍ସବର ମାହୋଲ୍ ଦେଖିଲେ ମନେହୁଏ ଏ ସମାଜରେ ଭଉଣୀମାନେ ବେଶ୍ ସୁରକ୍ଷିତ । ଖୁବ୍ ଆଦୃତ ବି । ଯେଉଁ ଦେଶରେ ଏଭଳି ପବିତ୍ର ପରମ୍ପରା ରହିଛି, ସେଇଠି
Read More...

ବଲାଙ୍ଗିର ଟାଉନ ପୁଲିସ ଦ୍ୱାରା ୪ ଲୁଟେରା ଗିରଫ୍

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଆଦର୍ଶ ଟାଉନ ଥାନା ପୁଲିସ ଦ୍ୱାରା ୪ ଲୁଟେରା ଗିରଫ୍ ହୋଇଥିବା ସଂପୃକ୍ତ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଗତ ୩୧ ତାରିଖ ଦିନ ମଧ୍ୟାହ୍ନ ୧ଟା ୩୦ମି.ରେ ଘଟିଥିବା ଲୁଟ୍ ମାମଲାରେ ଗିରଫ୍ ଅଭିଯୁକ୍ତମାନେ ହେଲେ ବିଭୂତିପଡ଼ାର ରାକେଶ ଭୋଇ ଓ ଗୌତମ ସୁନା,
Read More...

କଂଟାବାଂଜି ବିଜେପି ପକ୍ଷରୁ ଅମିତ ଶାହାଙ୍କ ଆରୋଗ୍ୟ କାମନା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଜେପି. ପକ୍ଷରୁ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ଏହି ଅବସରରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ୱଳନ କରି ପ୍ରାର୍ଥନା କରିଛନ୍ତି ଜିଲ୍ଲା ବିଜେପି. ସଭାପତି ଶିବାଜୀ ମହାନ୍ତି, ଉପ ସଭାପତି
Read More...

ବଲାଙ୍ଗିରରେ ଗୋଟିଏ ଦିନରେ ୫୧ ସଂକ୍ରମିତ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ କରୋନା ତାର କାୟାବସ୍ତାର କରି ଚାଲିଛି । ବଲାଙ୍ଗିରରେ ଗୋଟିଏ ଦିନରେ ୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସରକାରୀ ସୂତ୍ରରୁ ପ୍ରକାଶ ଏହି ସୂଚନାରେ ଦର୍ଶାଯାଇଛି ଯେ, ବଲାଙ୍ଗିର ସହରରୁ ୨୧ ଜଣ ଓ ସିଆର୍ପିଏଫ୍.ରୁ ୧୨ ଏବଂ ଦୁଇ ଜଣ
Read More...

ପାଟଣାଗଡ ବିଜେପି ତରଫରୁ ସମୂହ ଦୀପ ଦାନ

ପାଟଣାଗଡ, (ଅଜିତ ପୁରୋହିତ) : ଦେଶରେ ତଥା ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଥିବାରୁ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ରାଜଖମାର ଦଶମତୀ ମନ୍ଦିର ଠାରେ କରୋନା ମହାମାରୀରୁ ରକ୍ଷା ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରି
Read More...

ଋଣ ଚାପଗ୍ରସ୍ତ ଚାଷୀ ଜୀବନ ହାରିଲେ

ଭଦ୍ରକ, (କେପିଏନ୍ଏସ୍) : ଋଣ ଚାପରେ ବିଷାଦଗ୍ରସ୍ତ ହୋଇ ଭଦ୍ରକ ସଦର ଥାନା ଅନ୍ତର୍ଗତ ରାକୁଆଳିବିନ୍ଧା ଗ୍ରାମର ଚାଷୀ ମହେନ୍ଦ୍ର ଦାସ ଆତ୍ମହତ୍ୟା କରିଥିବା ସୂଚନାରେ ପ୍ରକାଶ । ଗତ ରାତିରେ ସମସ୍ତେ ଶୋଇପଡ଼ିବା ପରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଇଛି । ପରିବାର ଲୋକ
Read More...

ଆସୁଛି ଲଘୁଚାପ : ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା

ଭୁବନେଶ୍ୱର, (କେପିଏନ୍ଏସ୍) : ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଲଘୁଚାପର । ୪ ତାରିଖ ଗୋଟିଏ ଲଘୁଚାପ ରହିଥିବା ବେଳେ ଆଗକୁ ଆଉ ଏକ ଲଘୁଚାପ ଆସୁଛି । ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଉକ୍ତ ଦୁଇ ଲଘୁଚାପ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ବୋଲି କୁହାଯାଇଛି । ରାଜ୍ୟରେ
Read More...

ମୁନୁଷର୍ ଭାବ୍ କେ ଠିକ୍ ଠଅଁକେଇ ପାରିଥିବାର୍ କବି ଗଙ୍ଗାଧର

ସ୍ୱଭାବ କବି ଗଙ୍ଗାଧରକୁଁ ତାକର୍ ଜନ୍ମତିଥି ଥି ଲାଖେ ମୁଡ଼ିଆମୁନୁଷର୍ ଭାବ୍ କେ ବନେ କରି ଠଅଁକେଇ ପାରିଥିବାର୍ ଜନେ ଯୁଗ୍ଜନ୍ମା କବି ହଉଛନ୍ ପ୍ରକୃତି କବି ଗଙ୍ଗାଧର । ଭାବର୍ ଭୂଇଁ ନେ ଆର୍ ଗୁଟେ ଭାବ୍ କେ ରୁଇ ଦେଇ ଗୁଟେ ଅନନ୍ତ ଭାବ୍ ଫୁଟେଇ ପାର୍ବାର୍ ଦମ୍ ତାଙ୍କର୍ କାବ୍ୟ କବିତା ଭିତ୍ରେ
Read More...

ଆଉ ୧୦ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର, (କେପିଏନ୍ଏସ୍) : ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ବି ବଢ଼ିବାରେ ଲାଗିଛି । ଆଉ ୧୦ ଜଣଙ୍କ କରୋନା ସଂକ୍ରମଣରେ ମୃତୁ୍ୟ ଘଟିଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୦୭କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...