Yearly Archives

2020

ଦିନକରେ ୧୩୮୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍ଏସ୍) : ଘୋଟୁଛି କରୋନା ସଂକ୍ରମଣ । ୨୪ ଘଂଟା ଭିତରେ ପୁଣି ୧୩୮୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୭୩ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୫୧୧ ଜଣ ସ୍ଥାନୀୟ ଅଂଚଳରୁ ବୋଲି କୁହାଯାଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ,
Read More...

କଳାହାଣ୍ଡି ପ୍ରସଙ୍ଗ : ସତ୍ୟକୁ ସ୍ୱୀକାର କରିବାରେ କୁଣ୍ଠା କାହିଁକି?

ଆମେ ଏକ ଦୁର୍ଗମ ଅଂଚଳକୁ ଯାଉଥିଲୁ । ସାଙ୍ଗରେ ଥିଲେ ମିସ୍ନାରୀ Lutheran World Service (LWS) ସଂସ୍ଥାର ଦୁଇ କର୍ମଚାରୀ, ଜଣେ ବଙ୍ଗୀୟ ଓ ଆଉ ଜଣେ ଓଡ଼ିଆ । ଉଦେ୍ଧଶ୍ୟ- ସେ ଅଂଚଳରେ ପାନୀୟ ଜଳର ସୁବିଧା କରିବା । ମ. ରାମପୁର ବ୍ଲକର ମାଣିକେରା ଗ୍ରା.ପ.ରୁ ମାତ୍ର ୭ କି.ମି. ଦୂର କାଉପଦର
Read More...

ବିଧାୟକଙ୍କ ସହଯୋଗରେ ୧୨ ଶହ ପରିବାରକୁ ବଂଟାହେଲା ମାସ୍କ ଓ ସାବୁନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହଯୋଗରେ ୧୨ ଶହ ପରିବାରକୁ ମାସ୍କ ଓ ସାବୁନ୍ ବଂଟନ କରାଯାଇଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ର ଠେମ୍ରା, ଗୋଲାବନ୍ଧ, ମଲକାସଡ଼ା, ବରକାନୀ, ଠେମରା, ପିଟାବାହାଲ ଗ୍ରାମବାସୀଙ୍କୁ କରୋନା ସଂକ୍ରମଣଠାରୁ
Read More...

କାଳିଆ ଟଙ୍କା ଫେରାଇବାକୁ ଆସିଲା ନୋଟିସ୍

ଗୁଡ଼ଭେଲା, (କେପିଏନ୍ଏସ୍) : ଗତ ସାଧାରଣ ନିର୍ବାଚନ ପୂର୍ବରୁ କୃଷକମାନଙ୍କୁ ସହଯୋଗ ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା କାଳିଆ ଯୋଜନାର ଟଙ୍କା ଏବେ ଚାଷୀଙ୍କ ପାଇଁ କାଳ ହେଲାଣି । ରାଜ୍ୟ ସରକାର ଅଯୋଗ୍ୟ ହିତାଧିକାରୀ ଚୟନ କରି ଏକ ମାସ ମଧ୍ୟରେ ଟଙ୍କା ଫେରାଇବା ପାଇଁ
Read More...

ସୁସ୍ଥ ହେଲେ ବିଗ୍ ବି

ମୁମ୍ବାଇ, (କେପିଏନ୍ଏସ୍) : କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି ବଲିଉଡ଼୍ ‘ବିଗ୍ ବି’ ଅଭିନେତା ଅମିତାଭ ବଚ୍ଚନ । ଦୀର୍ଘ ୨୩ ଦିନ ଚିକିତ୍ସା ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି ସେ । ନାନାବତୀ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି ଅମିତାଭ୍ । ଅଥଚ ବର୍ତ୍ତମାନ ପର୍ଯ୍ୟନ୍ତ ଚିକିତ୍ସାଧୀନ
Read More...

କରୋନା ମାଡ଼ରେ ଫିକା ପଡ଼ିଲା ରକ୍ଷାବନ୍ଧନ

ବଲାଙ୍ଗିର, (କେପିଏନ୍ଏସ୍) : ଭାଇଭଉଣୀ ସଂପର୍କକୁ ଆହୁରି ବଳିଷ୍ଠ କରିଥାଏ ରକ୍ଷାବନ୍ଧନ । ବଡ଼ ଉତ୍ସାହର ସହ ଟାକି ରହିଥାଏ ଭଉଣୀ ରକ୍ଷାବନ୍ଧନ ତିଥିକୁ । ଭାଇର ହାତରେ ରାକ୍ଷୀ ବାନ୍ଧିବ । ଭାଇର ଶୁଭ ମନାସିବ । ଭାଇକୁ ଉପହାର ଦେବ । ମିଷ୍ଠ।ନ୍ନ ଖୁଆଇବ । ଅଥଚ ଚଳିତ ବର୍ଷ କରୋନା ସଂକ୍ରମଣର
Read More...

ଆଜି ସୁସ୍ଥ ହେଲେ ୬୮୧ ଜଣ

ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ରାଜ୍ୟରୁ ଆଉ ୬୮୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ସରକାରୀ ସୂତ୍ରରୁ ସୂଚନା ଦିଆଯାଇଛି । ତେବେ ଏ ମଧ୍ୟରେ କଟକରୁ ୯୧, ଗଜପତିରୁ ୮୮, କୋରାପୁଟରୁ ୬୬, ଖୋର୍ଦ୍ଧାରୁ ୬୧, ରାୟଗଡ଼ାରୁ ୫୭, ଗଂଜାମରୁ ୪୩, ସୁନ୍ଦରଗଡ଼ରୁ ୩୨, ନୟାଗଡ଼ରୁ ୩୦,
Read More...

ରେଳଗାଡ଼ି ଛୁକ୍ ଛୁକ୍ ଛୁକ୍……

ଧାଉଁଥିଲା,ଦଉଡ଼ୁଥିଲା ଟ୍ରେନ୍ ।ଦଉଡ଼ୁଥିଲେ ରାସ୍ତାମାନେ । ସବୁ ଉଚ୍ଚତାର ପାହାଡ଼, ପର୍ବତ । ସବୁ ବୟସର ଗଛଲତା । ନୀଳ ନୀଳ ମେଘମାଳା, ଦୂର ଗାଁ ମଣିଷ । ଶୁଖିଲା ପତ୍ରମାନେ ବି । ଦଉଡ଼ୁଥିଲେ ବି ଜୀବନ ମାନେ । ମନ ମାନେ । ମାନସୀ ମାନେ । ଇଚ୍ଛା, ସ୍ୱପ୍ନମାନେ । ଝର୍କା ପାଖ ସିଟ୍ରେ
Read More...

ଆଗଲପୁରଠାରେ ବିଙ୍ଗ ହ୍ୟୁମାନ ର ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ଦେଶରେ ଏବେ ଲକଡାଉନ ଚାଲିଛି । ଲୋକେ ଏହି ମହାମାରୀ ସମୟରେ ରକ୍ତଭଣ୍ଡାରକୁ ସାଧାରଣରେ ଆସି ରକ୍ତଦାନ କରି ପାରୁ ନଥିବା ବେଳେ, ବଲାଙ୍ଗିର ରକ୍ତଭଣ୍ଡାରରେ ପୁଣି ରକ୍ତାଭାବ ଦେଖାଦେଇଦେଇଛି । ବହୁ ରୋଗୀ ସହ ଗର୍ଭବତୀ, ଦୁର୍ଘଟଣାଗ୍ରସ୍ତ ଓ ଥାଲାସେମିଆ
Read More...