Daily Archives

ଗାଁ ବିଦ୍ୟାଳୟକୁ ସ୍ଥାନାନ୍ତର କରିବା ନିର୍ଦ୍ଦେଶକୁ ବିରୋଧ କରି ରାସ୍ତା ଅବରୋଧ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମନିଗାଁ ପଞ୍ଚାୟତର କାପଶିଭଟା ଗାଁର ବିଦ୍ୟାଳୟକୁ ନିକଟସ୍ଥ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ସେବତିପଡ଼ାକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାକୁ ପ୍ରତିବାଦ କରି ଆଜି ରାସ୍ତା
Read More...

ବଲାଙ୍ଗିର ବିଜେଡି ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଜୁ ଜନତା ଦଳ ପରିବାର ତରଫରୁ ନବ ନିଯୁକ୍ତ ଜିଲ୍ଲା ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ ଏବଂ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମନ କୁମାର ନନ୍ଦ ଓ ବଲାଙ୍ଗିର ଜୋନ ସଭାପତି ଚିରାଗ ସିଂଦେଓଙ୍କୁ ସ୍ଥାନୀୟ ଶୈଳଶ୍ରୀ ପେଲେସ୍ ଠାରେ ସମ୍ବର୍ଦ୍ଧିତ
Read More...

ଅତାବିରା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ପାଇଁ କୋଭିଡ ହେଲ୍ପଲାଇନ ଜାରି କଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ

ବରଗଡ, (ନିରଂଜନ ତ୍ରିପାଠୀ) : ବର୍ତ୍ତମାନ ବରଗଡ ଜିଲ୍ଲାରେ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଥିବା ହେତୁ ଅତାବିରା ନିର୍ବାଚନ ମଣ୍ତଳୀର ସମସ୍ତ ଜନସାଧାରଣଙ୍କ ସୁରକ୍ଷା ପାଇଁ କୋଭିଡ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗୀନି ଛୁରିଆ । ଏହି ସମୟରେ
Read More...

ଡ୍ରଗ୍ସ ନେଉଥିବା କଥାକୁ ଅସ୍ୱୀକାର କଲେ ସାରା : କହିଲେ, ସୁଶାନ୍ତଙ୍କ ସହ ସ୍ମୋକିଂ କରୁଥିଲି

ମୁମ୍ବାଇ : ଅଭିନେତ୍ରୀ ସାରା ଅଲି ଖାନ ଏନ୍‌ସିବିର ପଚରା ଉଚରା ବେଳେ ଡ୍ରଗ୍ସ ନେଉଥିବା କଥାକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି, ସୁଶାନ୍ତଙ୍କ ସହ ସ୍ମୋକିଂ କରୁଥିଲି । ଶ୍ରଦ୍ଧା କପୁରଙ୍କ ଭଳି ସାରା ମଧ୍ୟ ନିଜକୁ ଡ୍ରଗ୍ସ ବିବାଦରୁ ଦୂରେଇ ରଖିବା ପାଇଁ ଚେଷ୍ଟା କରିଛନ୍ତି । ଏନ୍‌ସିବି
Read More...

କବିତା : ଶବ୍ଦ

ଏଲି ମହା‌ନ୍ତିଜିଭ, ଓଠ, ତାଳୁ ଭିତରେଅନେକ ସମୟ ଓଲଟ ପାଲଟ ପରେ ବିଠିକ ଉଚ୍ଚାରଣଟିଏ ହେଲାନିନୂଆ ଶବ୍ଦଟିର ।ଖୋଲି ହେଲାନି ପାଣ୍ଡୋରା ବାକ୍ସ ।କିଶୋରୀ ଧାନଶୁଙ୍ଗରେ ଚିରିହେଇଫେରିଆସୁଥିବା ପବନ ପରିଫେରି ଆସିଲେ ସମସ୍ତେ ।ପରସ୍ତେ କାଶତଣ୍ଡୀ ଭିତରେଦୁଇଟି ବିପରୀତ କଣ୍ଠସ୍ୱର ଅଚାନକ
Read More...

ଚାଷୀଙ୍କୁ ସ୍ପ୍ରେୟର ମେସିନ ବଂଟନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସାିଂହାସ୍ଥିତ ୱାଲ୍ଡ ଭିଜନ ଇଣ୍ଡିଆ ପକ୍ଷରୁ ଚାଷୀଙ୍କୁ ସ୍ପ୍ରେୟର ମେସିନ ବଂଟନ କରାଯାଇଛି । ଯୋଗୀସର୍ଡା, ହୀରାପୁର, ଝାରମୁଣ୍ଡା, ବାଦିମୁଣ୍ଡା, ତଲିଉଡାର ପଂଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମର ପ୍ରାୟ ୨୨୦ ଜଣ ଚାଷୀଙ୍କୁ ଏହି ମେସିନ ପ୍ରଦାନ
Read More...

୨ କରୋନା ଯୋଦ୍ଧା ପୋଲିସ କର୍ମଚାରୀଙ୍କ ପ୍ଲାଜ୍‌ମା ଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ବିଭାଗର କର୍ମଚାରୀ ଓଏଏସ୍‌ଆଇ ଶରତ ଚନ୍ଦ୍ର ମଲ୍ଲିକ ଏବଂ କନେଷ୍ଟବଳ ଗୋବିନ୍ଦ ନାଏକ ଆଜି ବୁର୍ଲା ସ୍ଥିତ ଭିମ୍‌ସାର୍‌ରେ ପ୍ଲାଜ୍‌ମା ଦାନ କରିଛନ୍ତି । ତେବେ ତାଙ୍କ ଏଭଳି ମହତ୍‌ କାମ ଯୋଗୁଁ ବିଭାଗ ପକ୍ଷରୁ ତଥା ବଲାଙ୍ଗିର ବୁଦ୍ଧିଜୀବୀଙ୍କ
Read More...

୮୫ବର୍ଷ ପରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିିଁ ବୃଦ୍ଧବୃଦ୍ଧାଙ୍କୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଗରିବ ବୁଢାବୁଢୀମାନଙ୍କୁ ପରିଣତ ବୟସରେ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ତଥା ଅନ୍ୟାନ୍ୟ ଭତ୍ତା ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଯୋଜନା ମାନ ପ୍ରଣୟଣ ହୋଇଛି । ହେଲେ ପ୍ରଶାସନ କେତେକଙ୍କ ନିକଟରେ ଶୀଘ୍ର
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ : ହତ୍ୟା ସନ୍ଦେହ, ବନ ବିଭାଗ ପହଞ୍ଚି ନାହିଁ

ବଲାଙ୍ଗିର/ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସିନ୍‌ଖମନ ନିକଟସ୍ଥ ରତାଖଣ୍ଡି ଗାଁ ପାଖରେ ହାତୀର ମୃତ ଦେହ ଠାବ ହୋଇଥିବା ବେଳେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ହୋଇଥିବା ଆଲୋଚନା ହେଉଛି । ବିଦ୍ୟୁତ ତାର ଲଗାଇ ହାତୀକୁ ହତ୍ୟା
Read More...

ଲୋଇସିଂହାରେ କରୋନା ମୁକାବିଲା ସଭା : ଡାକ୍ତରଖାନାରେ ଭେଂଟିଲେଟର ସୁବିଧା ଦାବୀ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ମାହେଶ୍ୱରୀ ସଂଗଠନର ଆବାହାକତ୍ୱରେ ସ୍ଥାନୀୟ ଷ୍ଟାଡିୟମ ପରିସରରେ କରୋନା ମୁକାବିଲା ସଂକ୍ରାନ୍ତୀୟ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନ ସଭାପତି ଦେବାଶିଷ ବିଶୋଇଙ୍କ ସଭାପତିତ୍ୱରେ ଆନୁଷ୍ଠିତ ଏହି ସଭାରେ କରୋନା ମୁକାବିଲା ଉପରେ ଆଲୋଚନା
Read More...