Monthly Archives

August 2020

ବଢିଲା ସେବି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ, (କେପିଏନ୍ଏସ୍) : କେନ୍ଦ୍ର ସରକାର ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଅଧ୍ୟକ୍ଷ ଅଜୟ ତ୍ୟାଗିଙ୍କ କାର୍ଯ୍ୟକାଳକୁ ୨୦୨୨ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଅବଧିକୁ ଆଉ ୧୮ ମାସ ବଢାଇ ଦିଆଯାଇ ଥିବା ବେଳେ ତାଙ୍କର କାର୍ଯ୍ୟକାଳକୁ ଚଳିତ ବର୍ଷ ଫେବୃଆରୀରେ
Read More...

ପିଆଇବି ପକ୍ଷରୁ “ଆତ୍ମନିର୍ଭର ଭାରତ ଗଠନରେ ଏମଏସଏମଇ” ଶୀର୍ଷକ ୱେବିନାର

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବ ଏମଏସଏମଇ କ୍ଷେତ୍ର • ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଂଟି ଯୋଜନାରେ ଓଡ଼ିଶାର ଏମଏସଏମଇ ଉଦ୍ୟୋଗଗୁଡ଼ିକ ପାଇଁ ୨୧୦୫ କୋଟି ଟଙ୍କା ମଞ୍ଜୁର• ଅଗଷ୍ଟ ୩ ତାରିଖ ସୁଦ୍ଧା ୧୪୬୨ କୋଟି ଟଙ୍କା ଏମଏସଏମଇ ୟୁନିଟଗୁଡ଼ିକୁ ଆବଂଟନ :
Read More...

ଭାରତ କ୍ରମାଗତ ଭାବେ ଦ୍ଵିତୀୟ ଦିନ ପାଇଁ ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରିଛି

• ସମୁଦାୟ ନମୁନା ପରୀକ୍ଷଣ ୨.୧୪ କୋଟିରୁ ଅଧିକ• ନିୟୁତ ପିଛା ପରୀକ୍ଷା ସଂଖ୍ୟା ୧୫,୫୬୮କୁ ବୃଦ୍ଧି ନୂଆଦିଲ୍ଲୀ, (ପିଆଇବି) : ଭାରତ କ୍ରମାଗତ ଭାବେ ଦ୍ଵିତୀୟ ଦିନ ପାଇଁ ୬ ଲକ୍ଷରୁ ଅଧିକ କରୋନା ନମୁନା ପରୀକ୍ଷା କରିଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୬,୧୯,୬୫୨ ନମୁନା ପରୀକ୍ଷଣ
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘ଶ୍ରୀରାମ ଜନ୍ମଭୂମି ମନ୍ଦିର’ର ଭୂମି ପୂଜନ ସମ୍ପନ୍ନ

• ଆପୋସ ସ୍ନେହ ଓ ଭ୍ରାତୃତ୍ୱଭାବର ମୂଳଦୂଆ ଉପରେ ମନ୍ଦିର ନିର୍ମାଣ ହେବା ଉଚିତ : ପ୍ରଧାନମନ୍ତ୍ରୀ• ‘ସବକା ସାଥ’ ଜରିଆରେ ଏବଂ ‘ସବକା ବିଶ୍ୱାସ’ ସହିତ ଆମକୁ ‘ସବକା ବିକାଶ’ କରିବାର ଅଛି : ପ୍ରଧାନମନ୍ତ୍ରୀ• ରାମ ମନ୍ଦିର ଆମ ସଂସ୍କୃତି, ଚିରନ୍ତନ ବିଶ୍ୱାସ, ରାଷ୍ଟ୍ରୀୟ ଭାବନା ଏବଂ ସାମୂହିକ
Read More...

ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସରିଆଁରେ ବୃକ୍ଷରୋପଣ କାର୍ୟ୍ୟକ୍ରମ

କଲାହାଣ୍ଡି, (ପ୍ରଦୀପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସରିଆଁ ଠାରେ ଏକ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ଆସ ଆମେ ଗଛ ଲଗାଇବା ଗୋଟିଏ ଗଛ ନିଜ ପାଇଁ ତ ଅନ୍ୟଟି ସମାଜ ପାଇଁ ’ ଉକ୍ତିକୁ ପାଥେୟ କରି ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ଉପ
Read More...

କଣ୍ଟେନମେଣ୍ଟ ହଟିଲା

ବଲାଙ୍ଗିର, (କେପିଏନ୍ଏସ୍) : କରୋନା ସଂକ୍ରମଣ ରିପୋର୍ଟକୁ ନଜର୍ ରଖି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ହଟାଯାଇଛି ବଲାଙ୍ଗିର ମ୍ୟୁନିସିପାଲିଟି ଅନ୍ତର୍ଗତ ରାଧାରାଣୀପଡ଼ା (ୱାଡର଼୍ ନଂ.୧୧), ପାଟଣାଗଡ଼ ଏନ୍ଏସି. ଅନ୍ତର୍ଗତ ହୀରାସାଗରପଡ଼ା ଏବଂ ଖପ୍ରାଖୋଲ ବ୍ଲକର
Read More...

ସିନ୍ଧେକେଲା ପୁଲିସ ପକ୍ଷରୁ ନୀରବ ପ୍ରାର୍ଥନା ଏବଂ ଶପଥ ପାଠ

ସିନ୍ଧେକେଲା,(କେପିଏନ୍ଏସ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅହ୍ୱାନ କ୍ରମେ ସିନ୍ଧେକେଲା ପୁଲିସ ପକ୍ଷରୁ ନୀରବ ପ୍ରାର୍ଥନା ଏବଂ ଶପଥ ପାଠ କରାଯାଇଥିଲା । ଆଇଆଇସି ଅନନ୍ତ କୁମାର ପଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଥାନାର ଅନ୍ୟ ଅଧିକାରୀ ତଥା
Read More...

ନୀରବ ପ୍ରାର୍ଥନା ଏବଂ ଶପଥ ପାଠ କଲେ କଂଟାବାଂଜି ସାମ୍ବାଦିକ ସଂଘର ସଦସ୍ୟ ବୃନ୍ଦ

କଂଟାବାଂଜି, (ଗୁରୁଦୟାଲ ହଂସ) : ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କଂଟାବାଂଜି ସାମ୍ବାଦିକ ସଂଘର ସଦସ୍ୟମାନେ କୋଭିଡ଼ ଯୋଦ୍ଧାଙ୍କ ଉଦ୍ୟେଶରେ ନୀରବ ପ୍ରାର୍ଥନା ଓ ଶପଥ ପାଠ କରାଯାଇଥିଲା । ଏଥିରେ ସଂଘର ସଦସ୍ୟ ସୁବାସ ଚନ୍ଦ୍ର ବେହେରା, ଜୀବନାନନ୍ଦ ମହାନ୍ତି,
Read More...

କୋଭିଡ୍ ଯୋଦ୍ଧାଙ୍କ ସମ୍ମାନରେ ନୀରବ ପ୍ରାର୍ଥନା ଏବଂ ଶପଥ ପାଠ

ବଲାଙ୍ଗିରରେ ଯୋଗଦେଲେ ନରସିଂହ, ଟୁକୁନି ସାହୁ ଏବଂ ସରୋଜ ମେହେରଙ୍କ ସମେତ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀବଲାଙ୍ଗିର, (କେପିଏନ୍ଏସ୍) : ସାରା ଦେଶ କେବିଡ୍ ବିରୁଦ୍ଧରେ ଲଢେଇ ଜାରି ରଖିଛି । ଏଥିରେ ଓଡିଶା ମଧ୍ୟ ପଛରେ ନାହିଁ । ଓଡିଶାର ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ,
Read More...
error: Content is protected !!