Browsing Tag

uttarpradesh news

ସାପକୁ ଅସ୍ତ୍ର କରି ସ୍ୱାମୀଙ୍କୁ ହତ୍ୟା : ପ୍ରେମ ଓ ବୀମା ଟଙ୍କା ପାଇଁ ପତ୍ନୀର ନୃଶଂସ ଷଡ଼ଯନ୍ତ୍ର

ଉତ୍ତରପ୍ରଦେଶ, (କେପିଏନ୍‌ଏସ୍‌) : ଉତ୍ତରପ୍ରଦେଶର ମିରଟ ଜିଲ୍ଲାରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଜଣେ ପତ୍ନୀ ଏବଂ ତାଙ୍କ ପ୍ରେମିକ ମିଶି ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର । ଅଭିଯୋଗ ଅନୁସାରେ, ପ୍ରଥମେ ସ୍ୱାମୀଙ୍କ କ୍ଷୀରରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନବୋହୂ ଅପର୍ଣ୍ଣାଙ୍କ ରାମମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା…

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନବୋହୂ ଅପର୍ଣ୍ଣା ଯାଦବ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ସେ ସ୍ୱେଚ୍ଛାକୃତ ଭାବେ ଏହି ଦାନ ଦେଇଥିବା ପ୍ରକାଶ କରିଛନ୍ତି । ତାଙ୍କ ସାନବୋହୂ ଅପର୍ଣ୍ଣା କହିଛନ୍ତି , ମୁଁ
Read More...