Browsing Tag

tusura news

ଡାହିମାଲ କ୍ଲଷ୍ଟରର‌ ପ୍ରଥମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦେଉଳଗୁଡ଼ିଠାରେ ଡାହିମାଲ କ୍ଲଷ୍ଟରର‌ ପ୍ରଥମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସିଆର୍‌ସିସି ପ୍ରହଲ୍ଲାଦ ଦଣ୍ଡସେନା ମୌଳିକ…
Read More...

ତୁଷୁରା କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ ଧାନଘରା ୟୁପି ସ୍କୁଲଠାରେ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଚଳିତ ଶିକ୍ଷାବର୍ଷ ୨୦୨୫-୨୬ର ପ୍ରଥମ କ୍ଲଷ୍ଟର ସ୍ତରୀୟ ବୈଠକ ଧାନଘରା ୟୁପି ସ୍କୁଲଠାରେ ପ୍ରଧାନ ଶିକ୍ଷକ ଦୁତିଆ ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରା ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବ ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତ…
Read More...

ତୁଷୁରା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାନୁମତୀ ଛତ୍ରିଆଙ୍କ ନେତୃତ୍ୱରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଭାତ କୁମାର ହରପାଲ, ଦୀପକ ମହାପାତ୍ର, ବାଳକୃଷ୍ଣ ମହାପାତ୍ର, ମନସ୍ଵିନୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।…
Read More...

ତୁଷୁରା ଗାୟତ୍ରୀ ପରିବାର ଓ ମାରୱାଡ଼ି ମହିଳା ସମିତି ତରଫରୁ ନିଟ୍ ଓଡ଼ିଶା ଟପ୍ପର ରିଜୁଲ ଜୈନଙ୍କୁ ସମ୍ବର୍ଦ୍ଧନା…

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଗାୟତ୍ରୀ ପରିବାର ଓ ମାରୱାଡ଼ି ମହିଳା ସମିତି ତରଫରୁ ଚଳିତ ବର୍ଷ ସର୍ବ ଭାରତୀୟ ନିଟ୍ ୟୁଜି ପରୀକ୍ଷାରେ ୪୭ ନମ୍ବର ରେଙ୍କରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶାରେ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଥିବା ତୁଷୁରାର ରିଜୁଲ୍ ଜୈନ ଓ ତାଙ୍କ ଜାଆଁଳା ଭାଇ ସର୍ବ…
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ

ତୁଷୁରା, (କେପିଏନ୍‌ଏସ୍‌) : ଗତ ଜୁନ ୩୦ ତାରିଖ ଦିନ ତୁଷୁରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତ ଚରଣ ଦାଶ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇଙ୍କ ଅଧ୍ୟକ୍ଷତାରେ ଅବସର କାଳୀନ ବିଦାୟ…
Read More...

ତୁଷୁରା ସରକାରୀ ବାଳକ ୟୁପି ସ୍କୁଲଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ଅନ୍ତର୍ଜାତୀୟ ଯୋଗ ଦିବସ ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧା ରମଣ କେଡିଆ ଯୋଗ ଦେଇଥିବା ବେଳେ ସମ୍ମାନିତ…
Read More...

୩୨ କେଜି ଗଞ୍ଜେଇ ସହ କାର ଜବତ : ୨ ଗିରଫ

ତୁଷୁରା, (ଖୁସିରାନୀ ସାହୁ) : ତୁଷୁରା ଅବକାରୀ ବିଭାଗ ପକ୍ଷରୁ ତୁଷୁରା– ଖଇରଗୁଡ଼ା ରାସ୍ତାରେ ଚଢାଉ କରି ଏକ କାରରୁ ୩୨ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ରାଧାରାଣୀ ପଡାର ଉମାକାନ୍ତ ସେଠ ଓ କଂସାରି ପଡାର ରତନ…
Read More...

ଶତାୟୁ ପୁରୁଷ ଧୋବେଇ ଚରଣ ଦାଶଙ୍କ ପରଲୋକ

ତୁଷୁରା/ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅର୍ନ୍ତଗତ ଗୁଡଖାପଲା ଗ୍ରାମର ଧୋବେଇ ଚରଣ ଦାଶଙ୍କ ୧୦୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ନ୍ୟାୟବନ୍ତ, ଧର୍ମ ପରାୟଣ, ପରୋପକାରୀ ତଥା ଅମାୟିକ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ବଡୁପୁଅ ତଥା ପୂର୍ବତନ ସରପଞ୍ଚ…
Read More...

ଗୁଡଭେଲା ବ୍ଲକ୍ ସ୍ତରୀୟ ନିଷ୍ଠା ତାଲିମ ଉଦ୍‌ଯାପିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ସ୍ତରୀୟ ତୃତୀୟ ପର୍ଯ୍ୟାୟ ପଞ୍ଚ ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଥିବା "ନିଷ୍ଠା" ତାଲିମ ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଗ୍ନି କୁମାର ନାଏକଙ୍କ…
Read More...

ମେଟ୍ରିକ୍ ପରୀକ୍ଷାରେ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ତୁଷୁରାର ସଫଳତା ଏ-୧ ରେ ୨ଜଣ

ତୁଷୁରା, (କେପିଏନ୍‌ଏସ୍‌) : ଶିକ୍ଷାବର୍ଷ -୨୦୨୪-୨୫ର ମେଟ୍ରିକ୍ ପରୀକ୍ଷାରେ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ତୁଷୁରାକୁ ଶତ ପ୍ରତିଶତ ପାସହାର ସହ ୨ଜଣ ଏ-୧ ପାଇବାରର ସଫଳତା ମିଳିଛି । ଖର୍ଡା ନିବାସୀ ଉମାକାନ୍ତ ବୁଦ୍ଧିଆଙ୍କ ପୁତ୍ର ତନ୍ମୟ ବୁଦ୍ଧିଆ ସର୍ବାଧିକ ୫୬୦ ମାର୍କ ରଖିଥିବା ବେଳେ…
Read More...