ଡାହିମାଲ କ୍ଲଷ୍ଟରର ତୃତୀୟ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଆୟୋଜିତ
ତୁଷୁରା, (କେପିଏନ୍ଏସ୍) : ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଡାହିମାଲ ଠାରେ ଡାହିମାଲ କ୍ଲଷ୍ଟରର ତୃତୀୟ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ପ୍ରଧାନ ଶିକ୍ଷକ ଅଗ୍ନି କୁମାର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଡାହିମାଲ କ୍ଲଷ୍ଟରର ସିଆର୍ସିସି!-->…
Read More...
Read More...