ଦାଦନ ଯାଇ ହାଇଦ୍ରାବାଦରେ ଯୁବକ ନିଖୋଜ : ତୁରେକେଲା ଥାନାରେ ଏତଲା ଦେଲେ ପରିବାର ଲୋକେ
ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଘୁନେସ ପଞ୍ଚାୟତ ଖୁଜେନଗାଁର ଧନଞ୍ଜୟ ବାଗ(୨୧) ଚଳିତ ବର୍ଷ ଦାଦନ ଋତୁରେ ଦାଦନ ଦଲାଲଙ୍କ ଠାରୁ ବଇନା ନେଇ ବାପା ଗିରିଧାରୀ ବାଗ ଓ ମାଁ ସୁକୃବାରି ବାଗଙ୍କ ସହିତ ହାଇଦ୍ରାବାଦ ଇଟା ତିଆରି କରିବାକୁ ଯାଇଥିଲେ । କିଛିଦିନ କାମ କରି ସରିଲା ପରେ!-->…
Read More...
Read More...