Browsing Tag

turekela news

ନାରୀ ସ୍ୱାଭିମାନ ଫାର୍ମର୍ ପ୍ରୋଡ୍ୟୁସର୍ କମ୍ପାନୀର ୫ମ ବାର୍ଷିକ ସାଧାରଣ ସଭା

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡବାଙ୍କି ଠାରେ ନାରୀ ସ୍ୱାଭିମାନ ଫାର୍ମର୍ ପ୍ରୋଡ୍ୟୁସର୍ କମ୍ପାନୀ ଲିମିଟେଡ୍‌ର ୫ମ ବାର୍ଷିକ ସାଧାରଣ ସଭା ଉତ୍ସାହମୟ ପରିବେଶରେ ଆୟୋଜିତ ହୋଇଯାଇଛି । ଏହି ସଭାରେ ନୀଳମାଧବ ସାହୁ (ବିପିଏମ୍‌, ଓଏଲ୍‌ଏମ୍‌),
Read More...

ତୁରେକେଲା ବ୍ଲକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

ତୁରେକେଲା : ସେପ୍ଟେମ୍ବର ମାସର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁସାରେ ତୁରେକେଲା ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ତଥା ଜିଲ୍ଲା
Read More...

ବର୍ଦ୍ଧିତ ଭତ୍ତା ପାଇବା ପାଇଁ ସଂଘର୍ଷ କରୁଛନ୍ତି ବଡ଼ବାଙ୍କି ଗାଁର ବରିଷ୍ଠ ନାଗରିକ

ତୁରେକେଲା, (ପିତାମ୍ବର ଦୀପ) : ଏକ ଦୁଃଖଦ ପରିସ୍ଥିତିରେ ତୁରେକେଲା ବ୍ଲକର ବଡ଼ବାଙ୍କି ଗାଁର ଦୁଇ ବରିଷ୍ଠ ନାଗରିକ ଦାସରଥୀ ପୁଟେଲ (୮୭) ଏବଂ ମନ୍ଦାର ପୁଟେଲ (୮୪) । ଉଭୟେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ଏପର୍ଯ୍ୟନ୍ତ ୧୦୦୦ /୧୨୦୦ ଟଙ୍କା ଭତ୍ତା ମିଳୁଛି କିନ୍ତୁ ବର୍ଦ୍ଧିତ ଭତ୍ତା
Read More...

ସାମାନ୍ୟ ବଚସାରୁ ସାଙ୍ଗକୁ ହତ୍ୟା

ତୁରେକେଲା, (ପିତାମ୍ବର ଦୀପ) : ସାମାନ୍ୟ ବଚସାରୁ ସାଙ୍ଗକୁ ହତ୍ୟା । ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ବଡ଼ବାଙ୍କି ପଞ୍ଚାୟତର ମୁଣ୍ଡକାନି ଗାଁରେ ଘଟିଛି ଏଭଳି ଏକ ଘଟଣା । ମୃତକ ଗାଁର କିଶୋର ପରାଭୁଏ(୨୪) ବୋଲି ଜଣାପଡ଼ିଛି । କିଶୋରଙ୍କୁ ଅଭିଯୁକ୍ତ ଶ୍ରୀଧର ଶବର ହତ୍ୟା କରିଥିବା ତାଙ୍କ
Read More...

ବର୍ଲା ଗାଁରେ ପୋଖରୀ ରାସ୍ତା ପାଖରେ ଗାର୍ଡୱାଲ ଆବଶ୍ୟକ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଘୁନେସ ପଞ୍ଚାୟତ ଅନ୍ତର୍ଗତ ବର୍ଲା ଗାଁର ବାସିନ୍ଦା ପୋଖରୀ ରାସ୍ତା ପାଖରେ ଏକ ଗାର୍ଡ ୱାଲ ନିର୍ମାଣ ପାଇଁ ଦାବି କରିଛନ୍ତି । ଗ୍ରାମ ଦେଇ ଯାଇଥିବା ଏହି ରାସ୍ତାରେ ସୁରକ୍ଷା ବାଧାପ୍ରାପ୍ତ ହେବାରୁ ପଦଯାତ୍ରୀ, ବିଶେଷକରି
Read More...

କଣ୍ଟାବାଞ୍ଜି ରେଲ ଷ୍ଟେସନରେ ବେଆଇନ ଗଞ୍ଜେଇ ଚାଲାଣ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲ ଷ୍ଟେସନରେବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକରୀ ଓ ଆର୍‌ପିଏଫ୍‌ ପୋଲିସର ମିଳିତ ଚଢ଼ାଉରେ ୧୧ କେଜି ଗଞ୍ଜେଇ ଜବତ ହୋଇଛି । ସୂଚନା ଅନୁସାରେ ଗୁରୁବାର ସକାଳେ ଏକ ଜରିବସ୍ତାରେ ଗଞ୍ଜେଇ ନେଇ କଣ୍ଟାବାଞ୍ଜିରୁ ଟ୍ରେନ
Read More...

ମୁରିବାହାଲରେ ମହାନ ଉତ୍ସାହର ସହିତ ସ୍ୱାଧୀନତା ଦିବସ ପାଳନ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ମୁରିବାହାଲ ଠାରେ ଦେଶପ୍ରେମ ଜୀବନ୍ତ ହୋଇ ଉଠିଥିଲା ଯେତେବେଳେ ଅଞ୍ଚଳବାସୀ ୭୯ତମ ସ୍ୱାଧୀନତା ଦିବସ ପାଳନ କରିଥିଲେ । ସ୍ଥାନୀୟ ସମ୍ପ୍ରଦାୟ କେନ୍ଦ୍ରରେ ଏକ ଭବ୍ୟ ପତାକା ଉତ୍ତୋଳନ ସମାରୋହ ଦେଖିବାକୁ ମିଳିଥିଲା । ଏହି
Read More...

ଶୁଣିଲାନି ସରକାର, ଟଙ୍କା ସଂଗ୍ରହ କରି କଲେ ରାସ୍ତା କାମ : ୨ବର୍ଷ ପରେ ବି କାମ ସରୁନି ଲୋକେ ହଇରାଣ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ବଡ଼ବାଙ୍କି ପଞ୍ଚାୟତ ବଡ଼ବାଙ୍କିରୁ ରଣାପଡ଼ା ଭାୟା ଜାମକି ଯିବା ରାସ୍ତା ୨ବର୍ଷ ହେବ ପୋଲ କାମ ଅଧପନ୍ତରିଆ ହୋଇ ପଡ଼ିଛି। ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ରଣାପଡ଼ାରୁ ସେହି ରାସ୍ତା ଦେଇ ଜାମକି ଗାଁ ଦେଇ
Read More...

କେବେ ଭତ୍ତା ପାଇବେ ଦିବ୍ୟାଙ୍ଗ ଲତା ଝାଙ୍କର ସରକାରୀ ଯୋଜନାରୁ ବଞ୍ଚିତ ଆଦିବାସୀ ପରିବାର

ପ୍ରଶାସନକୁ ଗୁହାରୀ କଲେ ଦିବ୍ୟାଙ୍ଗ ପରିବାର: ଆବାସ ଯୋଜନା ପାଇଁ ଗୁହାରୀ ତୁରେକେଲା, (ପିତାମ୍ବର ଦୀପ) : ଆମେ ଆଦିବାସୀ ଗରୀବ ଦିବ୍ୟାଙ୍ଗ ପରିବାର ଆମର ଜମି ବାଡ଼ି କିଛି ନାହିଁ । ଅନ୍ୟ ଘରେ ମୂଳ ଲାଗିଲେ ଖାଇବାକୁ ମିଳେ । ସ୍ୱାମୀ ସ୍ତ୍ରୀ ଦୁଇଜଣ କୁଳୀ ମଜୁରି କରି ଚଲୁଛୁ। ଘର ଖଣ୍ଡିଏ
Read More...

ଜରାଜୀର୍ଣ୍ଣ ଜିଆରପି ଆଉଟ୍ ପୋଷ୍ଟ : ବର୍ଷା ଦିନରେ ପାଣି ଭର୍ତ୍ତି

ହାତ ଟେକି ଦେଉଛି ଜି ଆରପି ନାଁ ଅଛି ଆଧୁନିକୀକରଣ ବ୍ୟବସ୍ଥା ଫାଇଦା ଉଠାଉଛନ୍ତି ଚୋର : ଡକାୟତ, ଦୁର୍ବୃତ୍ତ ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ରଲୱେ ଷ୍ଟେସନର ଜିଆରପି ଆଉଟ୍ ପୋଷ୍ଟ, ତାର ଦୟନୀୟ ଅବସ୍ଥା କହିଲେ ନ ସରେ, ଜରାଜୀର୍ଣ୍ଣ ଅବସ୍ଥାର ଚାଲିଛି ଫାଣ୍ଡି । ବର୍ଷକୁ
Read More...