ଘରୋଇ ବସ୍ର ଜୁଲୁମ୍ ଅଭିଯୋଗ ନେଇ ବଲାଙ୍ଗିର ଆର୍ଟିଓଙ୍କୁ ଓଡ଼ିଶା ପତ୍ରକାର ସଂଘରର ଦାବୀ ପତ୍ର
ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲାରୁ ସଂଯୋଗ କରୁଥିବା ସହରମାନଙ୍କ ମଧ୍ୟରେ କଣ୍ଟାବାଞ୍ଜି, ଟିଟିଲାଗଡ଼, ଲୋଇସିଂହା, ପାଟଣାଗଡ଼ ଏଵଂ ଅନେକ ସ୍ଥାନରୁ ବସ୍ ରେ ଲୋକେ ଯିବା ଆସିବା କରୁଛନ୍ତି, ନିତି ପ୍ରତିଦିନ ଘରୋଇ ବସ୍ର ଜୁଲୁମ୍ ସହିବାକୁ ପଡୁଥିବା ଅଭିଯୋଗ ହୋଇଛି ।!-->…
Read More...
Read More...