ମୁକୁନ୍ଦିଲାଲ ମହିଳା ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଆତ୍ମସୁରକ୍ଷା ତାଲିମ ପ୍ରଦାନ
ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ସ୍ଥିତ ମୁକୁନ୍ଦିଲାଲ ଅଗ୍ରବାଲ ମହିଳା ମହାବିଦ୍ୟାଳୟରେ ମଙ୍ଗଳବାର ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରାଯାଉଛି । ଏଥିରେ ପ୍ରାୟ ୨୫୦ରୁ ଅଧିକ ଛାତ୍ରୀ ସାମିଲ ହୋଇ ଏହି ତାଲିମ ନେଉଛନ୍ତି । ପ୍ରାୟ ୮ଦିନ ଧରି ତାଲିମ ଦେବା ସହ!-->…
Read More...
Read More...