ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ପଛ ପଟରୁ ଚଢ଼ାଇବାକୁ ଚେଷ୍ଟା କରିଥିବା ଗାଡ଼ିଟି କାହାର, ପୋଲିସ ତଦନ୍ତରୁ ଜଣାପଡିବ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ବୁଧବାର ଅପରାହ୍ନରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଗାଡି ପଛ ପଟେ ଧକ୍କା ମାରି ମାରିବା ପାଇଁ ଉଦ୍ୟମ କରୁଥିବା ଗାଡିର ଫଟୋ ମିଳିଲା । ସୂଚନାଯୋଗ୍ୟ ଯେ, ସେଦିନ ଆମ୍ବ ଗଛ ମୂଳେ ଟିପିଡବ୍ଲୁଓଡିଏଲ୍!-->…
Read More...
Read More...