Browsing Tag

titilagarh news

ମୋ ହସ୍ପିଟାଲ ରୂପାନ୍ତିକରଣ ଅଭିଯାନରେ ଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଉଦ୍‌ଘାଟିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ଆଭାଷୀ ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଅଧୀନରେ ଥିବା ମୋ ହସ୍ପିଟାଲ ରୂପାନ୍ତରିକରଣ ଅଭିଯାନରେ ଅନ୍ତର୍ଭୁକ୍ତ ହୋଇଥିବା ଉପଖଣ୍ଡ ଚିକିତ୍ସାଳୟ, ଟିଟିଲାଗଡ଼ ଉଦ୍‌ଘାଟନ
Read More...

ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଓଡ଼ିଶାର ୨୧ଟି ରେଳ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟକ୍ରମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ସୋମବାର ଦିନ ଦେଶବ୍ୟାପି ୪୧,୦୦୦ କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଅମୃତ ଷ୍ଟେସନ ଯୋଜନା ଅଧିନରେ ୫୫୪ଟି ରେଳ ଷ୍ଟେସନର ଉନ୍ନତି କରଣ କାର୍ଯ୍ୟକ୍ରମ ଏବଂ ୧୫୦୦ ରୋଡ ଓଭରର୍ବ୍ରିଜ୍ ଓ
Read More...

ପଣ୍ଡିତ ପ୍ରୟାଗଦତ୍ତ ଯୋଷୀଙ୍କ ଜନ୍ମଦିନକୁ ‘କୋସଲି ଦିନ’ ଭାବରେ ପାଳିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ସହରର ଅଗ୍ରଣୀ ଅନୁଷ୍ଠାନ କୋସଲି ଭାଷା ସୁରକ୍ଷା ସମିତି ପକ୍ଷରୁ କୋସଲି ଭାଷା ଆନ୍ଦୋଳନର ଆଦ୍ୟରଥୀ ପଣ୍ଡିତ ପ୍ରୟାଗଦତ୍ତ ଯୋଷୀଙ୍କ ଜନ୍ମ ଦିନକୁ 'କୋସଲି ଦିନ' ଭାବରେ ସ୍ଥାନୀୟ ମହାବୀର ଧର୍ମଶାଳା ଠାରେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ
Read More...

ଅଲ୍‌ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ ୱାର୍କର୍ସ ଆସୋସିଏସନ୍ ଟିଟିଲାଗଡ଼ ବ୍ଲକ ପକ୍ଷରୁ କର୍ମୀ ଓ ସହାୟିକା ସମ୍ମିଳନୀ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ଟିଟିଲାଗଡ ଅଭିମନ୍ୟୁ ସାହୁ କଲ୍ୟାଣ ମଣ୍ଡପଠାରେ ଅଲ୍ ଓଡିଶା ଅଙ୍ଗନୱାଡି ୱାର୍କସ ଆସୋସିଏସନ୍ ତରଫରୁ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଳ ସମ୍ପଦ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ
Read More...

ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମର ଶିଳାନ୍ୟାସ ଉତ୍ସବ : ଟିଟିଲାଗଡ଼ରେ ମନ୍ତ୍ରୀ କଲେ ଉଦ୍‌ଘାଟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶାର ଖେଳାଳିମାନେ ଭଲ ଖେଳ ପ୍ରଦର୍ଶନ କରି ଆସୁଛନ୍ତି । ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ପାଇଁ ପୂର୍ବରୁ ୪୦ ଗୋଟି ଷ୍ଟାଡିୟମ୍ ନିର୍ମାଣ କାମ ଚାଲିଥିବା ବେଳେ ପୁଣି ନୂତନ ୫୦ ଗୋଟି ଷ୍ଟାଡିୟମ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...

ଆଶୀର୍ବାଦ, ବିଜୁ କନ୍ୟାରତ୍ନ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ସହ ନୂତନ ବର୍ଦ୍ଧିତ ଭତ୍ତା ବଣ୍ଟନ କଲେ ମନ୍ତ୍ରୀ ଟୁକୁନି…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରଙ୍କୁ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପରିବାର ପିଛା ୧୦୦୦ ଟଙ୍କା ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ସହ ବିଜୁ କନ୍ୟାରତ୍ନ, ଆଶୀର୍ବାଦ ଯୋଜନା, ନୂତନ ବର୍ଦ୍ଧିତ ଭତ୍ତା
Read More...

ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲରେ ‘ଜାତୀୟ ଶିକ୍ଷାନୀତି ୨୦୨୦’ ଆଧାରିତ ପ୍ରଶିକ୍ଷଣ ଶିବିର ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶିକ୍ଷା, ଶିକ୍ଷାର୍ଥୀ, ଶିକ୍ଷକ, ସଂସ୍କୃତି ତଥା ସମାଜର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଅଭିନବ ଶିକ୍ଷା ପଦ୍ଧତି ପ୍ରଚଳନ କରିଛନ୍ତି । “ଜାତୀୟ ଶିକ୍ଷାନୀତି ୨୦୨୦” ନାମରେ ନୂତନ ଶିକ୍ଷା ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି
Read More...

ମନ୍ତ୍ରୀ ଟୁକୁନୀ ସାହୁଙ୍କ ଦ୍ୱାରା ବ୍ରାହ୍ମଣ ସମାଜ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ରାହ୍ମଣ ସମାଜର ଭବନ ନିର୍ମାଣ ପାଇଁ ସ୍ଥାନୀୟ ମାଉସୀ ମା' ମନ୍ଦିର ନିକଟରେ ଓଡିଶା ସରକାରଙ୍କ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ବ୍ରାହ୍ମଣମାନଙ୍କ ଦ୍ୱାରା
Read More...

ମନ୍ତ୍ରୀ ଟୁକୁନୀ ସାହୁଙ୍କ ଦ୍ୱାରା ବ୍ରାହ୍ମଣ ସମାଜ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ରାହ୍ମଣ ସମାଜର ଭବନ ନିର୍ମାଣ ପାଇଁ ସ୍ଥାନୀୟ ମାଉସୀ ମା' ମନ୍ଦିର ନିକଟରେ ଓଡିଶା ସରକାରଙ୍କ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥ।ପନ କରାଯାଇଛି । ବ୍ରାହ୍ମଣମାନଙ୍କ ଦ୍ୱାରା
Read More...

ଟିଟିଲାଗଡ଼ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟକୁ ମୁଖ୍ୟମନ୍ତ୍ରୀ କଲେ ପୁରସ୍କୃତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାରଙ୍କ ଚିକିତ୍ସାସେବା ପ୍ରଦାନ କ୍ଷେତ୍ରରେ ଏକ ଗୁରତ୍ୱପୂର୍ଣ୍ଣ ଯୋଜନା ହେଉଛି ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଚିକିତ୍ସା ପ୍ରଦାନ । ଏହି ସ୍ୱାସ୍ଥ୍ୟ କାର୍ଡ ଦ୍ଵାରା ବହୁତ ଗରିବ ଅସହାୟ ଲୋକ ଚିକିତ୍ସିତ ହୋଇପାରୁଛନ୍ତି । ଏହି
Read More...