Browsing Tag

thakuramunda news

ବଜ୍ରପାତରେ ସ୍ୱାମୀ ମୃତ : ସ୍ତ୍ରୀ ଆହତ

ଠାକୁରମୁଣ୍ଡା : ବଜ୍ରପାତରେ ସ୍ୱାମୀ ମୃତ । ସ୍ତ୍ରୀ ଆହତ । ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ମାଣିକ ସାହିର ବାଇଧର ସାମାଡ଼ । ଖବର ଅନୁଯାୟୀ ସୋମବାର ସକାଳେ ପବନ ବର୍ଷା ସହିତ ବିଜୁଳି ମାରୁଥିଲା । ବର୍ଷା ହେବା ଦେଖି ବାଇଧରଙ୍କ ସ୍ତ୍ରୀ
Read More...

ହରିଣ ମାଂସ ଜବତ, ୧ ଗିରଫ

ଠାକୁରମୁଣ୍ଡା : ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳରୁ ହରିଣ ମାଂସ ଜବତ କରିବା ସହିତ ଜଣେ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ସାତକୋଶିଆ ନିକଟବର୍ତ୍ତୀ ଦ୍ୱାରସୁଣୀ କଣ୍ଟିକାଣୀ ସାହିର
Read More...

ଶିମିଳିପାଳ ଅଭୟାରଣ୍ୟରୁ ଶିକାରୀ ଗିରଫ

ଠାକୁରମୁଣ୍ଡା : ଶିମିଳିପାଳ ଅଭୟାରଣ୍ୟ ଭିତରେ ପ୍ରବେଶ କରିଥିବା ବେଳେ ଜଣେ ସନ୍ଦିଗ୍ଧ ଶିକାରୀ ରୋହିଦାସ ଟୁଡୁ (୩୫)ଙ୍କୁ ବନ୍ୟପ୍ରାଣୀ ବନ ବିଭାଗ ଗିରଫ କରିବାରେ ସକ୍ଷମ ହୋଇଛି । ୨୧ ତାରିଖ ଅପରାହ୍ଣରେ ଉପର ବାରହାକାମୁଡା ବନାଞ୍ଚଳରେ କୁକୁର ଭୋକିବା କାରଣରୁ ପେଟ୍ରୋଲିଂ କରୁଥିବା ଟିମ
Read More...

ଭାରସାମ୍ୟ ହରାଇ ଓଲଟିଲା ଓଟୋ : ୧ ମୃତ, ୧୧ ଆହତ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ମାଛଗଡ଼-ଅସନବଣି ରାସ୍ତାର ସାରୁବିଲ ନିକଟରେ ମଙ୍ଗଳବାର ଏକ ଓଟୋ ଭାରସାମ୍ୟ ହରାଇ ଓଲଟି ପଡିଥିବା ଖବର ମିଳିଛି । ସୂଚନା ଅନୁସାରେ, ଏଥିରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ୧୧ ଜଣ ଆହତ
Read More...

ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଠାକୁରମୁଣ୍ଡା : ଠାକୁରମୁଣ୍ଡା ଜଗନ୍ନାଥ ମନ୍ଦିର ପରିସରରେ ଆସନ୍ତା ଘୋଷ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା କମିଟିର ସଭାପତି ତଥା କରଞ୍ଜିଆ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତରେ କମିଟିର ସମ୍ପାଦକ ବସନ୍ତ କୁମାର ପୈବର୍ତ୍ତୀଙ୍କ
Read More...