Browsing Tag

subarnapur news

ବଲାଙ୍ଗିର-ସୁବର୍ଣ୍ଣପୁର ଜାତୀୟ ରାଜପଥରେ ବାଇକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବାଇକ ଦୁର୍ଘଟଣାରେ ୨ ମୃତ ଓ ୩ ଗୁରୁତର ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର-ସୁବର୍ଣ୍ଣପୁର ଜାତୀୟ ରାଜପଥ ୫୭ର ଛେପାପାଲି ଛକରେ ଘଟିଛି ଏହି ସଡକ ଦୁର୍ଘଟଣା । ମୃତକ ଦୁଇଜଣ ହେଲେ ସୁବର୍ଣ୍ଣପୁର ସହରର ପଟାଭାଡିର ବାଳଗୋପାଳ ମିଶ୍ର ଏବଂ ତାକର ୯ ବର୍ଷୀୟ ଝିଅ
Read More...

ସୁବର୍ଣ୍ଣପୁରରେ କୃଷି ଆଇନ ପ୍ରତ୍ୟାହାର ଦାବୀକୁ ନେଇ ଗଣଧାରଣା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମୋଦୀ ସରକାରଙ୍କ ଦ୍ବାରା ପାରିତ କୃଷି ଆଇନ ପ୍ରତ୍ୟାହାର ସହ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତିକୁ ବିରୋଧ କରି ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ୭ଦଫା ଦାବୀକୁ ନେଇ ଗଣଧାରଣା ଦିଆଯାଇଛି । ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ‘ଭାରତ ବନ୍ଦ’ର ପ୍ରଭାବ : ବନ୍ଦ ରହିଛି ଦୋକାନ ବଜ଼ାର, ବ୍ୟାଙ୍କ ଓ ବ୍ୟବସାୟିକ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମୋଦୀ ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ ପାଳିତ ହୋଇଛି । କେନ୍ଦ୍ର ସରକାର ଦ୍ବାରା ପାରିତ କୃଷି ଆଇନକୁ ପ୍ରତ୍ୟାହାର ଦାବୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ପଶ୍ଚିମ ଓଡିଶା କୃଷକ ସମନ୍ବୟ ସମିତି ଓ
Read More...

ଅଭିନେତା ନେତ୍ରାନନ୍ଦ ବାରିକଙ୍କ ବିୟୋଗରେ ଶୋକପ୍ରାର୍ଥନା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସଂଧ୍ୟାରେ ମହାନଦୀ ସାହିତ୍ୟ ସଂସଦ, ପଏଁରୀ ଓ ଭୀମଭୋଇ କଳାପରିଷଦ, ନାଟ୍, ଇଂକଫେଷ୍ଟ ଓ ସୃଜନ ସ୍ବର୍ଣ୍ଣିମା, ସୁବର୍ଣ୍ଣପୁରର ମିଳିତ ଆନୁକୂଲ୍ୟରେ ପ୍ରଭାସ ଲଜ, କନଫରେନ୍ସ୍ ହଲ୍ ରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠ ଚଳଚିତ୍ର ଓ ମଂଚ ଅଭିନେତା, ନାଟ୍ୟ
Read More...

ଓଡ଼ିଶାର ପ୍ରତିଷ୍ଠିତ କବି ଦାମୋଦର ପଣ୍ଡାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଶୋକ ପ୍ରାର୍ଥନା

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ଆଜି ସଂଧ୍ୟାରେ ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁରର କର୍ମକର୍ତାମାନଙ୍କ ଦ୍ବାରା ପଞ୍ଚରଥ ମନ୍ଦିର ପ୍ରାଂଗଣରେ ବାଦଶାହ କବି ଦାମୋଦର ପଣ୍ଡାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ
Read More...

ବିଶ୍ୱ ମୃତ୍ତିକା ଦିବସ-୨୦୨୦ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମାଟିର ଉର୍ବରତା ଓ ସୁରକ୍ଷାକୁ ଲକ୍ଷ୍ୟରେ ରଖି "ସୁସ୍ଥ ଧରା-ଖେତ ହରା" ବାର୍ତ୍ତାରେ ଆଜି ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରଠାରେ ବିଶ୍ୱ ମୃତ୍ତିକା ଦିବସ-୨୦୨୦ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ସଶକ୍ତିକରଣ ମନ୍ତ୍ରଣାଳୟ
Read More...

ବିନିକା ଅଂଚଳରେ ହାତୀପଲଙ୍କ ଉତ୍‌ପାତ୍‌ ବଢ଼ୁଛି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲାର ବିନିକା ଅଂଚଳରେ ହାତୀପଲଙ୍କ ଉତ୍‌ପାତ୍‌ ବଢ଼ୁଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପ୍ରାୟ ୪୦ ଟିକିଆ ହାତୀପଲ ପାଲିପଡା, ଉର୍ଲେ, ପାପକ୍ଷୟ, ରହିଲା ଅଞ୍ଚଳରେ ଫସଲ ନଷ୍ଟ କରିଛନ୍ତି ବୋଲି କୁହାଯାଉଛି। ଶହ ଶହ ଏକର ପାଚିଲା ଧାନ ମଧ୍ୟ
Read More...

ସୋନପୁର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନୂତନ କୋଠା ଉଦଘାଟିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍‌ତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ବ୍ଲକ ଅନ୍ତର୍ଗତ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ନୂତନ କୋଠା ଆଜି ମାନ୍ୟବର ମନ୍ତ୍ରୀ, ଅର୍ଥ ଓ ଅବକାରୀ ବିଭାଗ, ଓଡିଶା, ନିରଞ୍ଜନ ପୂଝାରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ବେଳେ ଏହି ଅବସରରେ ସୁବର୍ଣ୍ଣପୁର
Read More...

ଜାତୀୟ କୃଷି ଶିକ୍ଷା ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଜାତୀୟ କୃଷି ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ, କୃଷି ଅନୁସନ୍ଧାନ ପରିଷଦ ସହାୟତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଦେଶର ବିକାଶରେ କୃଷିର ଭୂମିକା,
Read More...

କରୋନା ଟୀକାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : କୋଭିଡ-୧୯ ଟୀକାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ ମୋନିଷା ବାନାର୍ଜୀ । ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ
Read More...