ନିଆଁ ଲଗାଇବା ଅଭିଯୋଗରେ ବନ ବିଭାଗ ଦ୍ୱାରା ଯୁବକ ଗିରଫ
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନିଆଁ ଲଗାଇବା ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବନାଂଚଳ ଅନ୍ତର୍ଗତ ଖରାପୁରା ସେକ୍ସନର ଜଣେ ଯୁବକକୁ ବନ ବିଭାଗ ଗିରଫ କରିଛି । ସଂପୃକ୍ତ ଅଭିଯୁକ୍ତ ଯୁବକ ଜଣକ ସିଂହାସନ ସଂରକ୍ଷିତ ଜଙ୍ଗଲରେ ଗତ ସଂଧ୍ୟାରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଥିବା!-->…
Read More...
Read More...