ଅନବାଉଣ୍ଡେଡ଼ ବିଙ୍ଗସ୍ ପରିସରରେ ବିପ୍ଲବୀ ନେତ୍ରୀ ଗୁରୁବାରୀ ମେହେରଙ୍କ ସହିଦ ଦିବସ ପାଳିତ
ବିନିକା : ବିପ୍ଲବୀନେତ୍ରୀ ଗୁରୁବାରୀ ମେହେରଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ଅନବାଉଣ୍ଡେଡ଼ବିଙ୍ଗସ୍ ପରିସରରେ ସହିଦ ଦିବସ ପାଳିତ ହୋଇଯାଇଛି । ପୁଲିସର ବାଏନଟ ମାଡ଼ରେ ବିପ୍ଲବୀ ନେତ୍ରୀ ଗୁରୁବାରୀ ୧୯୪୭ ମସିହା ଜାନୁୟାରୀ ୩୦ତାରିଖରେ ସହିଦ ହୋଇଥିଲେ । ଚଳିତ ବର୍ଷ!-->…
Read More...
Read More...