Browsing Tag

special news

ସହିଦ ଭଗତ ସିଂଙ୍କ ସ୍ୱପ୍ନର ଭାରତ

ଆଶୁତୋଷ ନାୟକ ଏ ବର୍ଷ ଆମେ ୭୭ତମ ସ୍ୱାଧୀନତା ଦିବସ ପାଳନ କରିଛୁ । ଏହା ଆମ ୧୪୦ କୋଟି ଭାରତୀୟମାନଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଦୀର୍ଘ ୨୦୦ ବର୍ଷରୁ ଅଧିକ ବର୍ଷ ପର୍ଯ୍ୟନ୍ତ ଅହଙ୍କାରୀ ନିଷ୍ଠୁର ଇଂରେଜମାନେ ଆମ ଦେଶରେ ଆଧିପତ୍ୟ ବିସ୍ତାର କରିଥିଲେ । ସେମାନଙ୍କର ମୁଖ୍ୟ
Read More...

ବିନ୍ଦେଶ୍ୱର ପାଠକଙ୍କ ସ୍ମୃତିରେ

ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ସମାରୋହ ଚାଲିଥିବା ସମୟରେ, ଏକ ଦୁଃଖଦ ଖବର ଆମକୁ ମିଳିଲା । ବିନ୍ଦେଶ୍ୱର ପାଠକ ଆଉ ଆମ ଗହଣରେ ନାହାନ୍ତି, ଏକଥାକୁ ବିଶ୍ୱାସ କରିବା ସହଜ ନଥିଲା । ସହଜ, ସରଳ, ବିନମ୍ର ବ୍ୟକ୍ତିତ୍ୱର ଅଧିକାରୀ, ସୁଲଭ ଇଣ୍ଟରନେସନାଲର ପ୍ରତିଷ୍ଠାତା
Read More...