ମଦ ଦୋକାନରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ, ୬ ଅଟକ
ସୋର : ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ମୌଉଛଣ ଗ୍ରାମରେ ସରକାରୀ ମଦ ଦୋକାନକୁ ଜାଳି ଦେବା ସଙ୍ଗେ ମଦ ଦୋକାନ ମାଲିକଙ୍କ ଏକ ୪ ଚକିଆ ଯାନକୁ ମଧ୍ୟ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଛନ୍ତି । ଏହି ଘଟଣାରେ ଖନ୍ତାପଡ଼ା ପୋଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ସୂଚନାନୁଯାୟୀ, ମୌଉଛଣ!-->…
Read More...
Read More...