Browsing Tag

sambalapur news

ନାତିର ଟାଙ୍ଗିଆ ଚୋଟରେ ଆଈ ମୃତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କଦଳୀଗଡ଼ ପଞ୍ଚାୟତ ତନ୍ତଗାଡ଼ ଗ୍ରାମରେ ନାତିର ଟାଙ୍ଗିଆ ଚୋଟରେ ଆଈର ମୃତ୍ୟୁ ଘଟିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଖବର ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୮ଟାରେ ଉତ୍ତମ ସାହୁ(୨୫) ପାରିବାରିକ କଳହରୁ କ୍ରୋଧିତ ହୋଇ ନିଜ ଆଈ
Read More...

ଗୋରଖପୁର-ହଟିଆ ମୌର୍ଯ୍ୟ ଏକ୍ସପ୍ରେସ ସେବା ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ

ସମ୍ବଲପୁର, (କେପିଏନ୍‌ଏସ୍‌) : ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳେ ସମ୍ବଲପୁର ରେଳ ଷ୍ଟେସନ ନୀରିକ୍ଷଣ କରୁଥିବାବେଳେ ଗୋରଖପୁର-ହଟିଆ ମୌର୍ଯ୍ୟ ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି
Read More...

ବାଇକ୍‌ରେ ଆସି ନେଇଗଲେ ୩୦୦ ଗ୍ରାମ ସୁନା

ସମ୍ବଲପୁର : ସମ୍ବଲପୁର ମାନେଶ୍ୱର ଛକ ସ୍ଥିତ ମାନ୍ଧାତା ବାବା ସୁନା ଦୋକାନରୁ ସଶସ୍ତ୍ର ଡକାୟତି । ଦୁଇଟି ବାଇକ୍‌ରେ ଆସି ସୁନା ଦୋକାନରୁ ଲୁଟ୍‌ ହୋଇଥିବା ଅଭିଯୋଗ । ସଦର ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି । ଖବର ଅନୁଯାୟୀ, ସମ୍ବଲପୁର
Read More...