ମ୍ୟୁଜିକ୍ ସର୍କଲ ଆୟୋଜିତ : ୪୫ତମ ବସନ୍ତ ସମାରୋହର ୨ୟ ସଂଧ୍ୟା
ସୁସ୍ଥ ସମାଜ ପାଇଁ ନୃତ୍ୟ-ସଂଗୀତର ଅବଦାନ ଅପରିସୀମ
ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ୍ ସର୍କଲ, ରାଉରକେଲା ଆୟୋଜିତ ବସନ୍ତ ସମାରୋହର ୨ୟ ସଂଧ୍ୟା ରାଉରକେଲାର ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା!-->!-->!-->…
Read More...
Read More...