Browsing Tag

rourakela news

ପଣ୍ଡିତ ଦୁର୍ଗା ଚରଣ କର ସାହିତ୍ୟ ସଂସଦ କେରା ପକ୍ଷରୁ ଓଡ଼ିଆ ଶିକ୍ଷାକର୍ମୀମାନଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ରବିବାର ଅକ୍ଟୋବର ଏକ ତାରିଖରେ ଝାଡ଼ଖଣ୍ଡର ପୂର୍ବ ସିଂହଭୂମି ଜିଲ୍ଲା ଅନ୍ତର୍ଗତ ବହଡାଗୋଡାର ଗୁହିଆପାଳ ଓଡ଼ିଆ ଉଚ୍ଚବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ ପଣ୍ଡିତ ଦୁର୍ଗା ଚରଣ କର ସାହିତ୍ୟ ସଂସଦ କେରା ପକ୍ଷରୁ କରାଯାଇଥିଲା । ଉକ୍ତ…
Read More...

ଡ. ପୀତବାସ ମିଶ୍ରଙ୍କ ଲିଖିତ “ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ୱ” ପୁସ୍ତକ ଲୋକାର୍ପଣ ଉତ୍ସବ…

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ମେଲର ସମ୍ପାଦକ ତଥା ପ୍ରକାଶକ ଡ. ପୀତବାସ ମିଶ୍ରଙ୍କ ଲିଖିତ "ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ୱ" ପୁସ୍ତକର ଲୋକାର୍ପଣ ଉତ୍ସବ ସ୍ଥାନୀୟ ବସ୍ତିଆ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର…
Read More...

ଛେଣ୍ଡ ସାଂସ୍କୃତିକ ସଂଘ ଓ ଗୋପବନ୍ଧୁ ପାଠାଗାର ଦ୍ୱାରା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ପାଳିତ

ଭଞ୍ଜ ସାହିତ୍ୟରେ ଅନ୍ତର୍ନିହିତ ଅଛି ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ଶାସ୍ବତ ପ୍ରେମର ଅତିନ୍ଦ୍ରୀୟତା ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ ପନ୍ଦର ବର୍ଷ ଧରି ଛେଣ୍ଡ୍ ସାଂସ୍କୃତିକ ସଂଘ ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳିତ…
Read More...

ରାଉରକେଲା କଲେଜରେ ‘ସ୍ୱଚ୍ଛତା ପାଇଁ ଶ୍ରମଦାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମ ଅଫିସର କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 'ସ୍ବଚ୍ଛତା ପାଇଁ ଶ୍ରମଦାନ' ଓ ଶପଥ ପାଠ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା…
Read More...

ତ୍ରିନାଥ ସିଂହଙ୍କୁ ଶବ୍ଦଶିଳ୍ପୀ ରୋହିତ ପଟେଲ ସମ୍ମାନ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ଭବିଷ୍ୟନିଧି କାର୍ଯ୍ୟାଳୟରେ ଅବସ୍ଥାପିତ ତଥା ଓଡ଼ିଶାର ଆଗଧାଡ଼ିର ସୁନାମଧନ୍ୟ କବି ତ୍ରିନାଥ ସିଂହଙ୍କୁ ୨୦୨୩ ବର୍ଷ ପାଇଁ ମର୍ଯ୍ୟାଦାଜନକ ଶବ୍ଦଶିଳ୍ପୀ ରୋହିତ ପଟେଲ ସମ୍ମାନ - ୨୦୨୩ ପ୍ରଦାନ କରାଯାଇଛି । ପବିତ୍ର ବ୍ୟାସକ୍ଷେତ୍ର ବେଦବ୍ୟାସ…
Read More...

ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ମୋ' ପରିବାର ଓ ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟ ତରଫରୁ ଏକ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ…
Read More...

କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତିଶୀଳ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ସ୍ଥିତ ବାଜିରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଶିକ୍ଷା ନିକେତନର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲୀଙ୍କ…
Read More...

ହିଣ୍ଡାଲକୋ ଏଫ୍‌ଆର୍‌ପି ପ୍ଲାଣ୍ଟରେ ସ୍ଵୀକୃତି ନିର୍ବାଚନରେ ଏଚ୍‌ଏମ୍‌ଏସ୍‌ ବିଜୟୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ହୀରାକୁଦ ହିଣ୍ଡାଲକୋ ପ୍ଲାଣ୍ଟର ଶ୍ରମିକ ସଂଗଠନର ସ୍ବୀକୃତି ନିର୍ବାଚନରେ ହିନ୍ଦ୍ ମଜଦୁର ସଭା ସମର୍ଥିତ ହିଣ୍ଡାଲକୋ ହୀରାକୁଦ ଏଫ୍‌ଆର୍‌ପି ୱାକର୍ସ ଏମ୍ପଏଲ୍‌ଇଜ ୟୁନିୟନ ପ୍ରତିପକ୍ଷ ବିଏମ୍‌ଏସ୍‌ ସମର୍ଥିତ ହିଣ୍ଡାଲକୋ ଏଫ୍‌ଆର୍‌ପି ୱାର୍କର୍ସ…
Read More...

ମା’ ଉଗ୍ରତାରା ପୀଠରେ କୈବର୍ତ୍ତ ସଭାର କର୍ମକର୍ତ୍ତାଙ୍କ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ଯୋବ୍ରା କଟକର କର୍ମକର୍ତ୍ତା ତଥା ଉପଦେଷ୍ଟାମାନେ ମା' ଉଗ୍ରତାରା ପୀଠରେ ମା'ଙ୍କ ପୂଜାର୍ଚ୍ଚନା କରି ସେହି ପୀଠରେ ଏକ କୈବର୍ତ୍ତ ଜାତିର ସମସ୍ୟାକୁ ନେଇ ଆଲୋଚନା ସଭା କରିଥିଲେ । ସମସ୍ୟାକୁ ମୁଖ୍ୟ ପରାମର୍ଶଦାତା ମନ୍ତ୍ରୀ…
Read More...

ମୋ’ କଲେଜ ଅଭିଯାନର ସଫଳ ରୂପାୟନ ପାଇଁ ରାଜ୍ୟ ସଂଯୋଜକଙ୍କ ଗୁରୁତ୍ୱାରୋପ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ସରକାରୀ ସ୍ୱୟଂସାସିତ ମହାବିଦ୍ୟାଳୟକୁ ‘ମୋ- କଲେଜ’ ଅଭିଯାନର ରାଜ୍ୟ ସଂଯୋଜକ ଡ. ହୃଶିକେଷ ମହାନ୍ତି ଗୁରୁବାର ପରିଦର୍ଶନ କରିଛନ୍ତି । ଏହି ଅବସରରେ ୨୦୨୧ ମସିହାରୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ କଲେଜ ଅଭିଯାନ’…
Read More...