Browsing Tag

rourakela news

ବିଜେପି ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ଜନକ ମହାତ୍ମା ଗାନ୍ଧୀଜୀଙ୍କ ଜନ୍ମ ତିଥିରେ ବିଜେପି ତରଫରୁ ସମଗ୍ର ଦେଶରେ ତାଙ୍କ ପ୍ରତିମୂର୍ତ୍ତରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ସେହିପରି ପାନପୋଷ ସାଂଗଠନିକ ଜିଲ୍ଲା ତରଫରୁ ରାଉରକେଲା ସ୍ଥିତ ସେକ୍ଟର -୧୮, ଗାନ୍ଧୀ ପାର୍କ ସ୍ଥିତ…
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର ଗାନ୍ଧୀ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ମହାତ୍ମାଗାନ୍ଧୀଙ୍କର ୧୫୪ତମ ଜୟନ୍ତୀ ଅବକାଶରେ ରାଉରକେଲା ସ୍ଥିତ ସିଭିକ ସେଣ୍ଟର ପରିସରରେ ଜୟନ୍ତୀ ଉତ୍ସବ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ…
Read More...

ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରାଙ୍କ ମାତୃ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରାଙ୍କ ମା' କୃତାର୍ଥୀ ବେହେରାଙ୍କ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ବର୍ଷ ହୋଇଥିଲା । ଆଜି ଦିନ ୧ଟାରେ ସେ ପ୍ରାଣତ୍ୟାଗ କଲେ । ପୂର୍ବରୁ ତାଙ୍କର ବଡ଼ପୁଅ ସର୍ବେଶ୍ଵର ମୃତ୍ୟୁ ବରଣ କରିଥିବା ବେଳେ…
Read More...

ସ୍ଵଚ୍ଛତା ଅଭିଯାନ ସପ୍ତାହ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵଚ୍ଛତା ଓ ପରିବେଶ ସୁରକ୍ଷା ପ୍ରତି ପ୍ରତିବଦ୍ଧତା ରଖିଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ସେକ୍ଟର ୮ ସ୍ଥିତ "ଆଶାର ଆଲୋକ" ଠାରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ଉକ୍ତ ପରିସରରେ କ୍ଲିନ୍‌ ଆଣ୍ଡ…
Read More...

ହମିରପୁର ଉନ୍ନୟନ ପରିଷଦର ସ୍ଵଚ୍ଛତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ସ୍ଵଚ୍ଛତା କାର୍ଯ୍ୟକ୍ରମ ହମିରପୁର ଅଞ୍ଚଳରେ କରାଯାଇଥିଲା । ପରିଷଦର ସଭାପତି ଡ. ସୁମନ ଦତ୍ତଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଓନିସ ଲାକ୍ରା, ନିରଞ୍ଜନ ଦାସ, ଡ଼ା ଗୋପାଳ ଚନ୍ଦ୍ର ରାୟ, ମାର୍ଶାଲ କିଣ୍ଡୋ,…
Read More...

“ଦୁଃଖରୁ ମୁକ୍ତି” ପୁସ୍ତକ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଞ୍ଜିନିୟର ବାବାଜୀ ଚରଣ ସାହୁଙ୍କ ରଚିତ ପୁସ୍ତକ 'ଦୁଃଖରୁ ମୁକ୍ତି' ସେକ୍ଟର ୫ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ଏନ୍ଆଇଟିର ପ୍ରାକ୍ତନ ଛାତ୍ର ତଥା ଆର୍‌ଏସ୍‌ପିର ପ୍ରାକ୍ତନ ଇଡି ଭାରତ ଭୁଷଣ ମହାନ୍ତି,…
Read More...

ପଣ୍ଡିତ ଦୁର୍ଗା ଚରଣ କର ସାହିତ୍ୟ ସଂସଦ କେରା ପକ୍ଷରୁ ଓଡ଼ିଆ ଶିକ୍ଷାକର୍ମୀମାନଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ରବିବାର ଅକ୍ଟୋବର ଏକ ତାରିଖରେ ଝାଡ଼ଖଣ୍ଡର ପୂର୍ବ ସିଂହଭୂମି ଜିଲ୍ଲା ଅନ୍ତର୍ଗତ ବହଡାଗୋଡାର ଗୁହିଆପାଳ ଓଡ଼ିଆ ଉଚ୍ଚବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ ପଣ୍ଡିତ ଦୁର୍ଗା ଚରଣ କର ସାହିତ୍ୟ ସଂସଦ କେରା ପକ୍ଷରୁ କରାଯାଇଥିଲା । ଉକ୍ତ…
Read More...

ଡ. ପୀତବାସ ମିଶ୍ରଙ୍କ ଲିଖିତ “ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ୱ” ପୁସ୍ତକ ଲୋକାର୍ପଣ ଉତ୍ସବ…

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ମେଲର ସମ୍ପାଦକ ତଥା ପ୍ରକାଶକ ଡ. ପୀତବାସ ମିଶ୍ରଙ୍କ ଲିଖିତ "ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ୱ" ପୁସ୍ତକର ଲୋକାର୍ପଣ ଉତ୍ସବ ସ୍ଥାନୀୟ ବସ୍ତିଆ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର…
Read More...

ଛେଣ୍ଡ ସାଂସ୍କୃତିକ ସଂଘ ଓ ଗୋପବନ୍ଧୁ ପାଠାଗାର ଦ୍ୱାରା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ପାଳିତ

ଭଞ୍ଜ ସାହିତ୍ୟରେ ଅନ୍ତର୍ନିହିତ ଅଛି ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ଶାସ୍ବତ ପ୍ରେମର ଅତିନ୍ଦ୍ରୀୟତା ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ ପନ୍ଦର ବର୍ଷ ଧରି ଛେଣ୍ଡ୍ ସାଂସ୍କୃତିକ ସଂଘ ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳିତ…
Read More...

ରାଉରକେଲା କଲେଜରେ ‘ସ୍ୱଚ୍ଛତା ପାଇଁ ଶ୍ରମଦାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମ ଅଫିସର କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 'ସ୍ବଚ୍ଛତା ପାଇଁ ଶ୍ରମଦାନ' ଓ ଶପଥ ପାଠ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା…
Read More...