Browsing Tag

rourakela news

ଆଇ କାନ୍ ଡ୍ୟାନ୍ସ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାଂସ୍କୃତିକ ଅନୁଷ୍ଠାନ କଲ୍ୟାଣୀ କଳା କେନ୍ଦ୍ର ଆନୁକୂଲ୍ୟରେ ସେକ୍ଟର ୧୭ସ୍ଥିତ ହୋମ୍ ଆଣ୍ଡ ହୋପ୍ଠାରେ ମୁଁ ନାଚିପାରେ (ଆଇ କାନ୍ ଡ୍ୟାନ୍ସ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରମେଶ ଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ସାଧାରଣ…
Read More...

ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରାଉରକେଲା ପକ୍ଷରୁ ବୈଷୟିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରାଉରକେଲା ପକ୍ଷରୁ ବୈଷୟିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟ ପକ୍ଷରୁ ନୂତନ ଭାବେ ଆରମ୍ଭ ହୋଇଥିବା ସାମ୍ବାଦିକ ଓ ଗଣମାଧ୍ୟମ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି…
Read More...

ସ୍ଵରାଗିଣୀ ତରଫରୁ ମା’ ଖୁଦୁରୁକୁଣୀ ମେଲଣ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଵରାଗିଣୀ ଅନୁଷ୍ଠାନ ତରଫରୁ ମା' ଖୁଦୁରୁକୁଣୀ ମେଲଣ ୨୦୨୩ ସେକ୍ଟର ୨୦ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଗୁରୁ ପ୍ରଫୁଲ୍ଲ ମଙ୍ଗଳଙ୍କ ସଭାପତିତ୍ଵ, ଉପସଭାପତି ସ୍ଵର୍ଣ୍ଣପ୍ରଭା ପଲାଇଙ୍କ ଆବାହକତ୍ଵ ଓ…
Read More...

କ୍ୱାଲିଟି ସର୍କଲ ଫୋରମ ଅଫ୍‌ ଇଣ୍ଡିଆର ଦ୍ୱିଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଉତ୍ତମ ଭବିଷ୍ୟତ ପାଇଁ ଗୁଣାତ୍ମକ ଧାରଣା ପ୍ରତିପୋଷଣ ପାଇଁ ଆହ୍ୱାନ ରାଉରକେଲା, (ସସ୍ମିତା ପ୍ରଧାନ) : କ୍ୱାଲିଟି ସର୍କଲ ଫୋରମ ଅଫ୍‌ ଇଣ୍ଡିଆର ରାଉରକେଲା ଶାଖା ପକ୍ଷରୁ ଛେଣ୍ଡ ସ୍ଥିତ ରିମ୍ସର ମିଳିତ ଆନୁକୂଲ୍ୟରେ ଦ୍ୱିଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍ତମ ଭବିଷ୍ୟତ ପାଇଁ…
Read More...

ସେବା ସପ୍ତାହରେ ସେବା କାର୍ଯ୍ୟ ଓ ପଣ୍ଡିତ ଦୀନଦୟାଲଜୀଙ୍କ ଜୟନ୍ତୀ ପାଳନ କଲା ବିଜେପି

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ବିଜେପି ଜିଲ୍ଲା କାର୍ଯ୍ୟାଳୟରେ, ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜନସଂଘର ପ୍ରଖର ରାଷ୍ଟ୍ରୀୟ ନେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ଉକ୍ତ…
Read More...

ନୀଳତୃଷ୍ଣାର ରାତି ‌: ଗୋଟେ ବିରହ ବ୍ୟଥାର ବିମୁଗ୍ଧ ସ୍ୱର

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରେମ ଈଶ୍ବର ପ୍ରଦତ୍ତ, ସମସ୍ତେ ପ୍ରେମ କରି ପାରନ୍ତି ନାହିଁ । ପ୍ରେମ ଯଦି ଶାଶ୍ଵତ ଆଉ ପବିତ୍ର ହୁଏ ତେବେ ଏହା କାଳ କାଳକୁ ଅମର ହୋଇ ରହିଯିବ । ଅତୀତରେ ପ୍ରେମ ଥିଲା, ବର୍ତ୍ତମାନ ଅଛି ଆଉ ଭବିଷ୍ୟତରେ ରହିବ । ମୃତ୍ୟୁର ଘେର ଭିତରେ ଥାଇ ବି ଜୀବନ ଏଠି…
Read More...

ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ୧୦୬ତମ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶାଖା ଡିଭାଇନ ଲାଇଫ ସୋସାଇଟି ତରଫରୁ ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମଠାରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ୧୦୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବାମୀ ବ୍ରହ୍ମସାକ୍ଷାତକାରନନ୍ଦଜୀ ମହାରାଜ ଓ ସ୍ବାମୀ ରାମେଶ୍ବରନନ୍ଦ…
Read More...

ଅନ୍ୱେଷାର ୯୩ତମ ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୯୩ତମ ସାମୁହିକ ଜନ୍ମ ଦିବସ ପାଳନ ରେଲୱେ କଲୋନୀ ସ୍ଥିତ ଶାନ୍ତି ଭବନଠାରେ ପାଳିତ ହୋଇଯାଇଛି । ଅନ୍ୱେଷାର ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରୋଟାରୀଆନ ପ୍ରଶାନ୍ତ…
Read More...

ରାଉରକେଲା କଲେଜକୁ ଜମି ହସ୍ତାନ୍ତର ନେଇ ମୁଖ୍ୟମନ୍ତ୍ରୀ ଓ ସେଲ୍ ଅଧ୍ୟକ୍ଷଙ୍କୁ ପ୍ରଶାନ୍ତ ସେଠୀଙ୍କ ଦାବୀପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ ଇସ୍ପାତ ସହର ରାଉରକେଲାର ଏକ ପୁରାତନ କଲେଜ । ୧୯୬୬ ମସିହାରୁ ସ୍ଥାପିତ ଏହି କଲେଜ ଇଭିନିଙ୍ଗ କଲେଜ ବା ସାଂଧ୍ୟ୍ୟ ମହାବିଦ୍ୟାଳୟ ଭାବେ ପରିଚିତ । କାରଣ ସାଧାରଣରେ ଆର୍‌ଏସ୍‌ପି ଓ ବିଭିନ୍ନ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ…
Read More...

ରାଉରକେଲା କଲେଜ ରେଡକ୍ରସ ୟୁନିଟ୍‌ର ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ସ୍ଥିତ ରାଉରକେଲା କଲେଜ ଯୁବ ରେଡକ୍ରସ ୟୁନିଟ ଦ୍ୱାରା ଏକ ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ତତ୍ତ୍ବାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଯୁକ୍ତ ୩…
Read More...