Browsing Tag

rourakela news

ତ୍ରିଦିବସୀୟ ରୁଦ୍ର ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୨୦ସ୍ଥିତ ନେହେରୁ ପଲ୍ଲୀଠାରେ ତ୍ରିଦିବସୀୟ ରୁଦ୍ର ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବ ମନ୍ଦିର କମିଟି ତରଫରୁ ସନାତନ ଧର୍ମ, ମାନବ କଲ୍ୟାଣ, ଆଧ୍ୟାତ୍ମିକ ଚେତନା ଜାଗୃତି କରଣ, ଦୈବୀ ଦୁର୍ବିପାକ,…
Read More...

ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଉଦ୍‌ଯାପିତ

ଅନ୍ତିମ ଦିବସରେ ସ୍ୱସ୍ତି ଝଙ୍କାର ପକ୍ଷରୁ 'ବିଶ୍ୱାସର ଆତ୍ମଲିପି' ନାଟକ ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠ ପୋଷକତାରେ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ - ୨୦୨୪ ର ଏକାଦଶ ଦିବସରେ…
Read More...

ମହର୍ଷି ବାଲ୍ମୀକି ଜାତୀୟ ସମ୍ମାନ ୨୦୨୪ ପାଇଲେ ବ୍ୟାସଦେବ ପୁରୋହିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିଲ୍ଲୀ ସ୍ଥିତ ପଂଚଶୀଳ ଆଶ୍ରମ ଠାରେ ୪୦ତମ ଜାତୀୟ ପୁରସ୍କାର ଉତ୍ସବ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରର ଗର୍ବ ଓ ଗୌରବ ବ୍ୟାସଦେବ ପୁରୋହିତଙ୍କୁ ଚଳିତ ବର୍ଷ ପାଇଁ ମହର୍ଷି ବାଲ୍ମୀକି ଜାତୀୟ ସମ୍ମାନରେ ସମ୍ମାନିତ…
Read More...

ବେଦବ୍ୟାସ ଗୀତା ଜ୍ଞାନ ମହାଯଜ୍ଞ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀମଦ୍ ଭଗବତ ଗୀତା ସାଂସ୍କୃତିକ ସମାଜ ତରଫରୁ ଗୀତା ଜୟନ୍ତୀ ଉପଲକ୍ଷେ ଦୀର୍ଘ ୪୦ବର୍ଷ ଧରି ଗୀତା ଜ୍ଞାନ ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଦିବ୍ୟ ଧାମ ବେଦବ୍ୟାସ ଠାରେ ଘୃତାହୃତି ସହିତ ଭଜନ, ସଂକୀର୍ତ୍ତନ ଏବଂ ସତସଙ୍ଗ ପ୍ରଭୃତି କାର୍ଯ୍ୟକ୍ରମ…
Read More...

ଆର୍‌ଜିଏଚ୍‌କୁ ଜିଲ୍ଲାର ମାନ୍ୟତା ସହ ରାଉରକେଲାରେ ଏକ ମେଡ଼ିକାଲ କଲେଜ ସ୍ଥାପନା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ…

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ମାର୍ଟ ସିଟି ରାଉରକେଲାରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାଲି ଥିବାବେଳେ ସେଇ ପରିମାଣରେ ଏଠି ଥିବା ରାଉରକେଲା ସରକାରୀ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଏବଂ କର୍ମଚାରୀଙ୍କ ସଂଖ୍ୟା କମ ଥିବାବେଳେ ଅନ୍ୟାନ୍ୟ ଭିତ୍ତିଭୂମି ଅଭାବ ମଧ୍ୟ ଅଛି । ଅପରପଟେ…
Read More...

ରାଉରକେଲା ଫିଲ୍ମ ଫେଷ୍ଟିଭାଲ ଆସନ୍ତା ୧୫ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଫିଲ୍ମ କ୍ଲବ ତରଫରୁ ହେବାକୁ ଥିବା ରାଉରକେଲା ଫିଲ୍ମ ଫେଷ୍ଟିଭାଲର ସପ୍ତମ ସଂସ୍କରଣ ଆସନ୍ତା ୧୫ ତାରିଖ ଦିନ ଅପରାହ୍ନ ୪ଘଟିକା ସମୟରେ ସେକ୍ଟର ୪ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛିଫ ଏନେଇ…
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ କ୍ରୀଡା ଉତ୍ସବ ସଂପନ୍ନ

ଶକ୍ତି, ସାମର୍ଥ୍ୟ, ମୌଳିକତା, ଆତ୍ମବିଶ୍ଵାସ, ଶୃଙ୍ଖଳା, ସମୟାନୁବର୍ତ୍ତିତା ଓ ସଂକଳ୍ପ ପ୍ରତି ଗୁରୁତ୍ୱାରୋପ ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ ଦ୍ୱିଦିବସୀୟ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟା ମନ୍ଦିରର…
Read More...

ମୋକ୍ଷଦା ଏକାଦଶୀରେ ଶ୍ରୀ ଶ୍ୟାମଙ୍କୁ ପୂଜାର୍ଚ୍ଚନା ଓ ଭଜନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ମୋକ୍ଷଦା ଏକାଦଶୀର ଶୁଭ ଅବସରରେ ସହରର ବିର୍ସା ଡାହାର ସ୍ଥିତ ଶ୍ରୀ ଶ୍ୟାମଙ୍କ ମନ୍ଦିରରେ ବାବା ଶ୍ୟାମଙ୍କ ଦରବାରକୁ ଫୁଲରେ ସଜ୍ଜିତ କରାଯିବା ସହିତ ପୁରୋହିତଙ୍କ ଦ୍ୱାରା ସକାଳରୁ ମନ୍ଦିରରେ ବାବା ଶ୍ୟାମଙ୍କ ପୂଜା କରାଯାଇଥିଲା । ଏଥିପାଇଁ ମନ୍ଦିର ପରିସରରେ…
Read More...

ଶ୍ରୀ ଶ୍ରୀ ବିଷ୍ଣୁ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱର କଲ୍ୟାଣ ଓ ଶାନ୍ତି ପ୍ରତିଷ୍ଠା ନିମନ୍ତେ ସେକ୍ଟର ୨୦ସ୍ଥିତ ପମ୍ପ ହାଉସ କଲୋନୀ ଠାରେ ଦୁଇଦିନିଆ ଶ୍ରୀ ଶ୍ରୀ ବିଷ୍ଣୁ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂଜକ କଳ୍ପତରୁ ପାଢ଼ୀ ଓ କର୍ତ୍ତା ଭାବେ କୃଷ୍ଣଚନ୍ଦ୍ର ସାହୁ ତଥା…
Read More...

ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪

ଦଶମ ଦିନ ମହୁମାଛିର ଆବିଷ୍କାର ବିଭ୍ରାଟ ଓ ତିତିଲି ଫାଉଣ୍ଡେସନର ଡବା ନାଟକ ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ର ଦଶମ ଦିବସରେ ପ୍ରଥମ ନାଟକ…
Read More...