Browsing Tag

rourakela news

ଡିସେମ୍ବର ୨୦ ଓ ୨୧ରେ ଜିମ୍ନାଷ୍ଟିକ୍ ଲେଭଲ୍ ୧ ଓ ଲେଭଲ୍ ୨ ପରୀକ୍ଷା

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ୨୦ ଓ ୨୧ ତାରିଖରେ ଏମ୍‌.ପି.ଆଇ.ଏସ୍‌ ସେଣ୍ଟର୍‌ରେ ଥିବା ଜିମ୍ନାଷ୍ଟିକ୍ ସେଣ୍ଟର୍‌ରେ ଜିମ୍ନାଷ୍ଟିକ୍ ଖେଳାଳୀଙ୍କ ଲେଭଲ୍ ୧ ଓ ୨ର କୌଶଳ ପରୀକ୍ଷା ଅନୁଷ୍ଟିତ ହେବ ବୋଲି ଓଡ଼ିଶା ଏଚ୍‌.ପି.ସିର ମୁଖ୍ୟ କୋଚ୍ ଅଶୋକ ମିଶ୍ର ସୂଚନା ଦେଇଛନ୍ତି ।…
Read More...

ରାଉରକେଲା ଫିଲ୍ମ କ୍ଲବ ପକ୍ଷରୁ ରାଉରକେଲା ଫିଲ୍ମ ଫେଷ୍ଟିଭାଲର ସପ୍ତମ ସଂସ୍କରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଫିଲ୍ମ କ୍ଲବ ପକ୍ଷରୁ ରାଉରକେଲା ଫିଲ୍ମ ଫେଷ୍ଟିଭାଲର ସପ୍ତମ ସଂସ୍କରଣ ସେକ୍ଟର - ୪ ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲା ବେଳେ ବିଶେଷ ଅତିଥି ଭାବେ…
Read More...

ବେଦବ୍ୟାସ ପୀଠର ଉନ୍ନତିକରଣ ଦାବି

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ଝୁଲାପୋଲ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦନ ହାସଲ କଲା ପରେ ଦ୍ଵିତୀୟ ଦାବି ଭାବରେ ବେଦବ୍ୟାସ ବିକାଶ ମଞ୍ଚ ତରଫରୁ ଶଙ୍ଖ-କୋଇଲି-ସରସ୍ୱତୀ ନଦୀମାନଙ୍କର ସଙ୍ଗମ ସ୍ଥଳରୁ ଉତ୍ପତ୍ତି ହୋଇଥିବା ପୁଣ୍ୟତୋୟା ବ୍ରାହ୍ମଣୀ ମିଳିତ ହୋଇ ଇଂରାଜୀ ଅକ୍ଷର…
Read More...

‘ସୁର ତରଙ୍ଗ’ ଦ୍ଵାରା ସ୍ଵର ସମ୍ରାଟ କିଶୋର କୁମାର ଓ ସ୍ଵର କୋକିଳା ଲତା ମଙ୍ଗେସକରଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ଅଗ୍ରଣୀ କ୍ରୀଡା, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସେୟାର’ର ସଙ୍ଗୀତ ଶାଖା ‘ସୁର ତରଙ୍ଗ’ ଆନୁକୂଲ୍ୟରେ ରାଉରକେଲା କ୍ଲବ ଠାରେ ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ମାସିକ ସଙ୍ଗୀତ କାର୍ଯ୍ୟକ୍ରମରେ ସ୍ଵର ସମ୍ରାଟ କିଶୋର କୁମାର ଓ ସ୍ଵର…
Read More...

ଡି.ଏ.ଭି. ପବ୍ଲିକ ସ୍କୁଲରେ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ନଗର ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ଏକ ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯାଇଥିଲା । ରାଉରକେଲା ସରକାରୀ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସମୀର କୁମାର ପାତ୍ର, ଡାକ୍ତର ମ୍ରିଣ୍ମୟୀ, ଡାକ୍ତର ଅଞ୍ଜନା ରାଣୀ ମହାପାତ୍ରଙ୍କ ସମେତ ୩ ଜଣ କର୍ମଚାରୀ…
Read More...

ସୁନ୍ଦରଗଡ଼ ଜିଲା ସାମ୍ବାଦିକ ୟୁନିୟନର ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

ସଂଜୀବ ସଭାପତି ଓ ସତ୍ୟାନନ୍ଦ ସାଧାରଣ ସମ୍ପାଦକ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସାମ୍ବାଦିକ ୟୁନିୟନ(ଓୟୁଜେ) ଅନୁବନ୍ଧିତ ସୁନ୍ଦରଗଡ଼ ଜିଲ୍ଲା ସାମ୍ବାଦିକ ୟୁନିୟନ (ଏସ୍‌ୟୁଜେ)ର ସାଧାରଣ ପରିଷଦ ବୈଠକ ପୂର୍ବତନ ସଭାପତି ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ବାଲୁଘାଟ ସ୍ଥିତ ଜାତୀୟ…
Read More...

ଧାମରା ସଂଘ ଦ୍ୱାରା କାନ୍ତକବିଙ୍କ ୧୩୭ତମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଧାମରା ସଂଘ ପକ୍ଷରୁ ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱ ଓ ସହ ସମ୍ପାଦକଙ୍କ ମଞ୍ଚ ସଂଯୋଜନାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୭ତମ ଜୟନ୍ତୀ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର…
Read More...

ଅବହେଳିତ ଅବସ୍ଥାରେ ବାସନ୍ତୀ କଲୋନୀ ଚିଲଡ୍ରେନ ପାର୍କ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ଫେଜ ୧, ଏଲ୍‌ ବ୍ଲକ ସ୍ଥିତ ଚିଲଡ୍ରେନ ପାର୍କର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଥିବା ବେଳେ ପିଲାମାନଙ୍କ ପାଇଁ କୌଣସି କ୍ରୀଡା ସରଞ୍ଜାମ ନାହିଁ । କ୍ରୀଡା ସାମଗ୍ରୀର ରକ୍ଷଣାବେକ୍ଷଣର ଅଭାବ । ଏହା ସହ ଅସାମାଜିକ ତତ୍ୱଙ୍କ…
Read More...

ହ୍ୟୁମାନିଟି ଫାଉଣ୍ଡେସନର ପ୍ରଥମ ବାର୍ଷିକୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନର ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଥମ ବାର୍ଷିକୋତ୍ସବ ଭଞ୍ଜ ଭବନ ପ୍ରେକ୍ଷ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅନିଲ ମଲ୍ଲିକ ଓ ମୋନାଲିସା ସାହୁଙ୍କ ସଂଯୋଜନା ତଥା ଅନୁଷ୍ଠାନର ପ୍ରତିଷ୍ଠାତା…
Read More...

ଜିଙ୍ଗଲ ବେଲ ଇଂଲିଶ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଜିଙ୍ଗଲ ବେଲ ଇଂଲିଶ ସ୍କୁଲର ୧୯ତମ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆର୍‌.ଏସ୍‌.ପି ଶିକ୍ଷା ବିଭାଗର ପ୍ରାକ୍ତନ ଅଧିକାରୀ ସୁରେଶ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେଯେ, ଏ ସଂସାରରେ…
Read More...