Browsing Tag

rourakela news

ହମିରପୁର ଉନ୍ନୟନ ପରିଷଦର ପବିତ୍ର ଖ୍ରୀଷ୍ଟମାସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ସରନାଟୋଲି ଠାରେ ପବିତ୍ର ଖ୍ରୀଷ୍ଟମାସ ଓ ଆସନ୍ତା ନବବର୍ଷ ପାଇଁ ଶୁଭେଚ୍ଛା ଜଣାଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡ଼ଃ. ସୁମନ ଦତ୍ତଙ୍କ ସଭାପତିତ୍ୱ ଓ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର…
Read More...

ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲ ସେକ୍ଟର-୫ ରାଉରକେଲାର ୫୨ତମ କ୍ରୀଡା ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୫ ସ୍ଥିତ ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲର ୫୨ତମ କ୍ରୀଡା ସମ୍ମିଳନୀ ମହା ସମାରୋହରେ ଆୟୋଜିତ ହୋଇଯାଇଛି । ଅଧ୍ୟକ୍ଷା ଅଞ୍ଜଳି ଶତପଥୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କ୍ରୀଡା ଉତ୍ସବରେ ରାଉରକେଲା ଇସ୍ପାତ କାରଖାନା, ଟାଉନସିପ୍‌ ବିଭାଗର ମହା…
Read More...

ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା କେନ୍ଦ୍ରାପଡ଼ା ତରଫରୁ ସ୍ୱାସ୍ଥ୍ୟ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ଯୋବ୍ରା କଟକର କେନ୍ଦ୍ରାପଡ଼ା ଜିଲ୍ଲା କୈବର୍ତ୍ତ ମହାସଭା ଶାଖା ତଥା ସତ୍ୟସାଇ ସେବା ପ୍ରତିଷ୍ଠାନର ମିଳିତ ସହଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳ ସନ୍ନିକଟ ମୁକୁନ୍ଦପୁର ପଞ୍ଚାୟତର ସ୍କୁଲ ପରିସରରେ ଏକ ସ୍ୱାସ୍ଥ୍ୟ…
Read More...

ବିଶ୍ୱ ପେଞ୍ଚକ ସିଲଟ୍ ଚମ୍ପିୟାନସିପ୍‌ରେ ସୁନ୍ଦରଗଡ ଜିଲ୍ଲା ଖେଳାଳୀଙ୍କ କୃତିତ୍ୱ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ଗତ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ୨୦ତମ ବିଶ୍ୱ ପେଞ୍ଚକ ସିଲଟ୍ ଚମ୍ପିୟାନସିପ୍‌ ୨୦୨୪ ଦୁବାଇର ଆବୁଧାବି ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୬ଜଣ ଖେଳାଳୀ ଭାଗ ନେଇଥିବା ବେଳେ ସେଥି ମଧ୍ୟରୁ ସୁନ୍ଦରଗଡ଼…
Read More...

ଲୌହମାନବୀ ସରଳା ଦେବୀଙ୍କ ଜୀବନାଦର୍ଶ ଆଲୋଚନା ଚକ୍ର

ସରଳା ଦେବୀ ଥିଲେ ନାରୀ ଜାଗରଣର ଅଗ୍ନି ସ୍ଫୁଲିଙ୍ଗ : ଡ଼ଃ ମିଶ୍ର ରାଉରକେଲା, (ସସ୍ମିତା ପ୍ରଧାନ) : ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ ରାଉରକେଲା, ସରଳାଦେବୀ ସ୍ମୃତି ସଂସଦ କଟକ ଓ ଓଡ଼ିଆ ବିଭାଗ ରାଉରକେଲା କଲେଜ ରାଉରକେଲାର ମିଳିତ ଆନୁକୂଲ୍ୟରେ ଲୌହମାନବୀ ସରଳା ଦେବୀଙ୍କ ଜୀବନାଦର୍ଶ…
Read More...

ସାହିତ୍ୟ ଛାତ୍ରଛାତ୍ରୀଙ୍କ ସଠିକ୍ ମାର୍ଗ ଦର୍ଶକ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାଷା ଯେତେ ସରଳ ହେବ ଆମ ସାହିତ୍ୟ ସେତେ ରୁଦ୍ଧିମନ୍ତ ହେବ, ସାହିତ୍ୟ ରୁଦ୍ଧିମନ୍ତ ହେଲେ ଆମ ସଂସ୍କୃତି ସମୃଦ୍ଧ ହେବ, ସଂସ୍କୃତି ସମୃଦ୍ଧ ହେଲେ ଆମ ପିଲାଙ୍କର ସଠିକ ମାର୍ଗ ଦର୍ଶକ ସାଜିବ । ଏହା ଥିଲା ଛେଣ୍ଡ ସ୍ଥିତ ଧାମରା ସଂଘ ପରିସରରେ ଆୟୋଜିତ ରାଉରକେଲା…
Read More...

ଲେଡି ଲାୟନର ଶିଶୁ ମହୋତ୍ସବ ଆସନ୍ତା ୨୭ ଓ ୨୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଲେଡି ଲାୟନର ଶିଶୁ ମହୋତ୍ସବ ଆସନ୍ତା ୨୭ ଓ ୨୮ ତାରିଖରେ ଝିରପାଣିର ବିଜୟ ପଡ଼ିଆ ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ସେକ୍ଟର ୧୯ସ୍ଥିତ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ବନ୍ଦିତା ମହନ୍ତ,…
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୪୨ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪୨ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାମନ୍ଦିରର ସଭାପତି ମିତ୍ରଭାନୁ ପଣ୍ଡାଙ୍କ ସଭାପତିତ୍ୱରେ ଓ ସମ୍ପାଦକ କରୁଣାକର ପାଟ୍ଟଶାଣୀଙ୍କ ଆବାହକତ୍ୱ ତଥା ଛାତ୍ରୀ ଲକ୍ଷ୍ମୀପ୍ରିୟା…
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ଓ ରୋଟ୍ରାକ୍ଟ କ୍ଲବ୍ ଅଫ୍ ଗାନ୍ଧୀ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ…

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ଓ ରୋଟ୍ରାକ୍ଟ କ୍ଲବ୍ ଅଫ୍ ଗାନ୍ଧୀ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରୋଟ୍ରାକ୍ଟ କ୍ଲବ୍‌ର ଅଧ୍ୟକ୍ଷା ତଥା ପ୍ରାକ୍ତନ…
Read More...

ଓଷ୍ଟା ରାଉରକେଲା ସିଟି ଜୋନ୍‌ର ଶିଶୁ ଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ରାଉରକେଲା ସିଟି ଜୋନ୍ ତରଫରୁ ୪୧ତମ ଦ୍ୱିଦିବସୀୟ ଶିଶୁ ଉତ୍ସବ ସେକ୍ଟର ୧ ସ୍ଥିତ ସ୍କାଉଟ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟା ରାଉରକେଲା ସିଟି ଜୋନ୍‌ର ସଭାପତି ଶିଶିର କୁମାର ପାଣିଙ୍କ ସଭାପତିତ୍ୱ ଓ…
Read More...