Browsing Tag

rourakela news

ପ୍ରାକ୍ତନୀ ସମାବେଶ ୨୦୨୪

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ପ୍ରାକ୍ତନୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୫୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ…
Read More...

ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ରାଉରକେଲା, (ସସ୍ମିତା ପ୍ରଧାନ) :୨୦୨୪ ବର୍ଷର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ, "ମନ୍ କି ବାତ୍" କାର୍ଯ୍ୟକ୍ରମକୁ ଏଲ୍‌ଇଡି ମାଧ୍ୟମରେ ଶୁଣିବା ପାଇଁ ଆଜି ସେକ୍ଟର-୩ ସ୍ଥିତ କାର୍ଯ୍ୟାଳୟରେ ବିଜେପିର ନେତୃବୃନ୍ଦ ଓ କର୍ମୀ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଆକାଶବାଣୀ…
Read More...

ଓଡ଼ିଆ ଅଧ୍ୟାପକ ଡଃ. ଅରବିନ୍ଦ ଦାସଙ୍କ ପତ୍ନୀଙ୍କ ଅକାଳ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଭୋର ୩ଟା ସମୟରେ କଟକର ଏକ ଘରୋଇ ମେଡ଼ିକାଲ ପାର୍ବତୀ ସେବା ସଦନରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଯୁବ ଅଧ୍ୟାପକ ଡଃ. ଅରବିନ୍ଦ ଦାସଙ୍କ ପତ୍ନୀ ମମତା ମଲ୍ଲିକଙ୍କର ୩୭ ବର୍ଷ ବୟସରେ ଅକାଳ ବିୟୋଗ ହୋଇଯାଇଛି । ଶ୍ରୀମତୀ ମଲ୍ଲିକ ସୁନ୍ଦରଗଡ଼ର ନୂଆଁଗାଁ…
Read More...

ଲେଡି ଲାୟନର ୨ ଦିନିଆ ଶିଶୁ ମହୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଲେଡି ଲାୟନର ୨ ଦିନିଆ ଶିଶୁ ମହୋତ୍ସବ ଝିରପାଣିର ବିଜୟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନରର ମୁଖ୍ୟ ବନ୍ଦିତା ମହନ୍ତଙ୍କ ସଭାପତିତ୍ୱ, ସମ୍ପାଦକ ସ୍ନେହଲତା ଗନ୍ତାଘରିଆଙ୍କ ଆବାହକତ୍ତ୍ୱ ଏବଂ କବିତା ମହନ୍ତ ଓ ପ୍ରିୟା…
Read More...

ମ୍ୟୁଜିକ ସେଲିବ୍ରେସନର ଓଲ୍ଡ୍‌ ଇଜ୍‌ ଗୋଲ୍ଡ୍‌ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ମ୍ୟୁଜିକ ସେଲିବ୍ରେସନ ତରଫରୁ ଓଲ୍ଡ୍‌ ଇଜ୍‌ ଗୋଲ୍ଡ୍‌ କାର୍ଯ୍ୟକ୍ରମ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ହିମାଂଶୁ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ନନ୍ଦନ ମୁଖାର୍ଜୀଙ୍କ…
Read More...

ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ସମେତ ତିନୋଟି ସଙ୍ଗଠନର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଓ ସାରସ୍ୱତ କାର୍ଯ୍ୟକ୍ରମ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସେକ୍ଟର-୭ରେ ଥିବା ଇସ୍ପାତ ସାହିତ୍ୟ ସଂସଦ ପରିସରରେ ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ, ରଶ୍ମିପ୍ରଭା ସାହିତ୍ୟ ଅନୁଷ୍ଠାନ ଏବଂ ଶିକ୍ଷାଜ୍ୟୋତିର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଓ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଆସନ୍ତା…
Read More...

ଫିଜିକ୍ସ ୱାଲା ବିଦ୍ୟାପୀଠ ପାଠଶାଳା ପକ୍ଷରୁ କ୍ୟାରିୟର କାଉନସେଲିଙ୍ଗ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଫିଜିକ୍ସ ୱାଲା ବିଦ୍ୟାପୀଠ ପାଠଶାଳା ପକ୍ଷରୁ କ୍ୟାରିୟର କାଉନସେଲିଙ୍ଗ ଶିବିର ଗତ ୨୫ ତାରିଖ ଦିନ ସ୍ଥାନୀୟ ରିମ୍ସ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ…
Read More...

ସାଇନିଂ ରକର୍ସ ଏକାଡେମୀର ବାର୍ଷିକ ଉତ୍ସବ ସମାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସାଇନିଂ ରକର୍ସ ଏକାଡେମୀର ଅଷ୍ଟମ ବାର୍ଷିକ ଉତ୍ସବ ଭଞ୍ଜଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା ଲୀନା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ତଥା ଶୁଭଜିତ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି…
Read More...

୪ସିଂ ଲାଇସେନ୍ସ ବିମାନ ବନ୍ଦର ପ୍ରକ୍ରିୟା ତ୍ୱରାନ୍ୱିତ : ଜୁଏଲ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିମାନବନ୍ଦରର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ୪ ସିଂ ଲାଇସେନ୍ସ ପାଇଁ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବି ହୋଇଆସୁଛି । ତେବେ ଏଥିପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରକାଶ କରିଛନ୍ତି…
Read More...

ଧାମରା ସଂଘର ବିଭିନ୍ନ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଧାମରା ସଂଘରେ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ପୂର୍ବତନ…
Read More...