Browsing Tag

rayagada news

ଜିଲ୍ଲା ସାମ୍ୱାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ପ୍ରଦକ୍ଷୀଣ ଗୃହ ସ୍ଥିତ କନଫରେନ୍ସ ହଲରେ ୨୦୨୫ ଆର୍ଥିକ ବର୍ଷର ଜିଲ୍ଲା ସାମ୍ୱାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ସଭାପତି ଡ ବାଦଲ କୁମାର ତା'ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଘର ପ୍ରାକ୍ତନ ସମାଜ
Read More...

ବ୍ରେକଫେଲ ହୋଇ ଘର ଉପରେ ମାଡ଼ିଗଲା ଟ୍ୟାଙ୍କର : ଘଟଣାସ୍ଥଳରେ ବୃଦ୍ଧା ମୃତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଘର ଉପରେ ମାଡ଼ିଗଲା ଟ୍ୟାଙ୍କର । ଯାହା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି । ରାୟଗଡ଼ା ଜିଲ୍ଲା ସଦର ବ୍ଲକ ୩୨୬ ନଂ ଜାତୀୟ ରାଜପଥ ଗୁମ୍ମାଗାଁର ରାସ୍ତାକଡରେ ଥିବା ଗୋଟିଏ ଝୁପୁଡ଼ି ଘର ସହିତ ଦୁଇଟି ଦୋକାନ ଗୃହକୁ ଗୋଟିଏ ଟ୍ୟାଙ୍କର
Read More...

ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାୟଗଡ଼ା, (ଅକ୍ଷୟ ପିଡ଼ିସିକା) : ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଆଶା କର୍ମୀ ସଂଘ ପକ୍ଷରୁ ରାୟଗଡ଼ା ଜିଲ୍ଲା ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଏବଂ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କୁ ବିଭିନ୍ନ ସମସ୍ୟା ନେଇ ବାରମ୍ଵାର ଲିଖିତ ଅଭିଯୋଗ କରିଆସୁଥିଲେ
Read More...

ପରକୀୟା ପ୍ରୀତିକୁ ନେଇ ଯୁବକଙ୍କୁ ପିଟି ପିଟି ହତ୍ୟା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କୁମ୍ଭିକୋଟା ଗ୍ରାମ ପଞ୍ଚାୟତର ସଦର ମେନ୍‌ରୋଡରେ ପୂଜାରୀ ସାମା ଓ ତାଙ୍କ ୨ ସହୋଯୋଗୀ ମିଶି ପୋଡମରା ଗ୍ରାମର ସଞ୍ଜୟ କାନ୍ଧପାଣିକୁ କୌଣସି କଥାକୁ କେନ୍ଦ୍ର କରି କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରଯାଇଛି । କାଠ ଫାଳିଆରେ
Read More...

ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଦେବଗିର ପଞ୍ଚମୁଖେଶ୍ୱର ଶୈବପୀଠରେ କାଉଡିଆଙ୍କ ଭିଡ଼

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଶ୍ରାବଣ ମାସ ଦ୍ୱିତୀୟ ସୋମବାରରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ବହୁ ପ୍ରସିଦ୍ଧ ପୁରାତନ ଶୈବପୀଠ ଦେବଗିର ପଞ୍ଚମୁଖେଶ୍ୱରରେ କାଉଡିଆଙ୍କ ଭିଡ ଜମିଥିବା ଦେଖିବା ମିଳିଛି । ଏହି ଶୈବପୀଠ ସଦରରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଥିବା
Read More...

ବଳାତ୍କାର ମାମଲାରେ ଗିରଫ ହେଲେ ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରା

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଅଗ୍ନିଶମ ବିଭାଗର ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ ବଳାତ୍କାର ମାମଲାରେ ରାୟଗଡ଼ା ଟାଉନ ଥାନା ପୁଲିସ ଗିରଫ କରିଛି । ଗିରଫ ପରେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର
Read More...

ଭାଇବୋହୂକୁ କୋଦାଳରେ ହାଣିଦେଲା ଦେଢଶୁର

ଆସାମୀ କୋଦାଳ ଧରି ଥାନାରେ ହେଲା ସରେଣ୍ଡର ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଦେଢ଼ଶୁରର କୋଡି ଚୋଟରେ ଭାଇବହୂ ମୃତ । ଆସାମୀ କୋଦାଳ ଧରି ଥାନାରେ ହେଲା ସରେଣ୍ଡର । ଅଭିଯୁକ୍ତ ନିଜେ ମାରିଥିବା ନିଜେ ସ୍ୱୀକାର କରିଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା
Read More...

ବେକରେ ଜୁଆଳି ପକାଇ ହଳ କରିବା ଘଟଣା : ତଦନ୍ତ ନିମନ୍ତେ ପହଁଞ୍ଚିଲା ଜିଲ୍ଲା ପ୍ରଶାସନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା-କଲ୍ୟାଣ ସିଂହପୁର କଞ୍ଜାମଯୋଡି ଗାଁରେ କଙ୍ଗାରୁ କୋର୍ଟ ଘଟଣା । ତଦନ୍ତ ପାଇଁ ଗାଁରେ ପହଞ୍ଚିଲା ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ୬ ଜଣିଆ ତଦନ୍ତକାରୀ ଦଳ । ସୂଚନାଯଗ୍ୟ ଯେ, ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା, ଗ୍ରାମଦେବୀଙ୍କ
Read More...

ଟ୍ରେନରୁ ଖସିପଡି ସିଆର୍‌ପିଏଫ୍‌ ଯବାନ ଗୁରୁତର

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଟ୍ରେନରୁ ଖସିପଡି ସିଆର୍‌ପିଏଫ୍‌ ଯବାନ ଗୁରୁତ । ଗତ ରାତିରେ ରାଉରକେଲା ଜଗଦଲପୁର ଏକ୍ସପ୍ରେସ ଟ୍ରେନରେ ଜଗଦଲପୁର ଯାଉଥିବା ବେଳେ ଲେଳିଗୁମା ଷ୍ଟେସନ ନିକଟରେ ଖସିପଥିବା ଜଣାପଡିଛି । ଗୁରୁତର ଯବାନ ହେଲେ ଶରତ ମାଝୀ ସେ ରାଉରକେଲାରୁ ଜଗଦଲପୁର
Read More...

ଟ୍ରଲର୍‌ ଧକ୍କାରେ ମହିଳା ପୋଲିସ ମୁତ୍ୟୁ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଚାନ୍ଦିଲି ଥାନା ଅନ୍ତର୍ଗତ ଗୁନାଖାଲ ପିଣ୍ଡାପଦର ଛକଠାରେ ଏକ ସ୍କୁଟିରେ ଯାଉଥିବା ମହିଳା ପୋଲିସଙ୍କୁ ଜେକେପୁର ପଟୁ ଆସୁଥିବା ବାଇକ୍ ଧକ୍କା ଦେଇଥିଲା । ଫଳରେ ମହିଳା ପୋଲିସ ଜଣକ ଭାରସାମ୍ୟ ହରାଇ ତଳେ ପଡି ଯାଇଥିଲେ । ଉକ୍ତ ସମୟରେ ସ୍କୁଟି ପଛପଟରୁ
Read More...