Browsing Tag

raurakela news

ଆଇନ ସହାୟତା ସଂପର୍କରେ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ପକ୍ଷରୁ ଆଇନ ସହାୟତା ସଂପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଲୁମନି ଆସୋସିଏସନ୍‌ର ସଭାପତି ସୁମନ ଦତ୍ତଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ତଥା
Read More...

ସହର ସେବା ସମିତି ପକ୍ଷରୁ ଡ. ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହର ସେବା ସମିତି ପକ୍ଷରୁ ଏହାର ପ୍ରତିଷ୍ଠା ଦିବସ ତଥା ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୨ ତମ ଜୟନ୍ତୀ ହୋଟେଲ ସୋଲେସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସହର ସେବା ସମିତିର ଆବାହକ ତଥା ପୂର୍ବତନ ସାଂସଦ ଓ ବିଧାୟକ ସ୍ୱର୍ଗତ ଧନଞ୍ଜୟ
Read More...

କ୍ଲଷ୍ଟର ସ୍ତରୀୟ ରେଡକ୍ରସ ସୋସାଇଟିର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ରେଡକ୍ରସ ସୋସାଇଟିର ଓଡିଶା ଶାଖା ତରଫରୁ କ୍ଲଷ୍ଟର ସ୍ତରୀୟ ୩ ଦିନିଆ ସଚେତନତା କାର୍ଯ୍ୟକ୍ରମ ରାଉରକେଲାର ବିଭିନ୍ନ ମହାବିଦ୍ୟାଳୟକୁ ନେଇ ସେକ୍ଟର ୪ ରାଉରକେଲା କଲେଜଠାରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା
Read More...

ଖବରକାଗଜ ‘ସମାଜ’ର ସଚେତନତା ପଦଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଦୈନିକ ଓଡିଆ ଖବରକାଗଜ 'ସମାଜ'ର ୧୦୨ତମ ବର୍ଷ ପୂର୍ତ୍ତି ଅବସରରେ କରୋନା ସକାଶେ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି । ସମାଜ ରାଉରକେଲା ସଂସ୍କରଣର ମୁଖ୍ୟ ସମୀର ପରିଡା ଓ ବ୍ୟୁରୋଚିଫ୍ ମନୋରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି
Read More...

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଚିତ୍ତରଞ୍ଜନ ଦାସଙ୍କ ୯୯ ତମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବ ପୁରାତନ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଚିନ୍ତା ନାୟକ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ୯୯ତମ ଜୟନ୍ତୀ ସଂଘର ସଭାଗୃହରେ ମହାସମାରୋହରେ କୋଭିଡ୍ ନିୟମ ଅନୁଯାୟୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅଜୟ କୁମାର
Read More...

ରୋଟାରୀ କ୍ଲବ ଡିଜିଙ୍କ ରାଉରକେଲା ଗସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ ଡିଷ୍ଟିକ ୩୨୬୧ର ଡିଜି ସୁନିଲ ପାଠକଙ୍କ ରାଉରକେଲା ଗସ୍ତ ଅବସରରେ ଆଗାମୀ ୨୦୨୧-୨୨ର କାର୍ଯ୍ୟକ୍ରମ ସଂପର୍କରେ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନାରେ ରାଉରକେଲା ସେଣ୍ଟ୍ରାଲର ସଭାପତି ରୋଟାରୀଆନ ଆର.କିରଣ, ଆଗାମୀ ସଭାପତି ରୋଟାରୀଆନ
Read More...

ରାଉରକେଲାରେ ରେଳ ଡିଭିଜନ ପାଇଁ ସାଂସଦଙ୍କୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ରେଳ ଡିଭିଜନ ପାଇଁ ଦୀର୍ଘ ଦିନରୁ ଦାବୀ ହୋଇ ଆସୁଅଛି । ଏ ନେଇ ରାଉରକେଲା ରେଳ ଆକ୍ସନ କମିଟି ତରଫରୁ ସୁନ୍ଦରଗଡ଼ ସାଂସଦ ତଥା ପାର୍ଲିଆମେଣ୍ଟ ଡିଫେନ୍ସ କମିଟିର ଅଧକ୍ଷ ଜୁଏଲ ଓରାମଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆକ୍ସନ କମିଟିର
Read More...

ଗୋପବନ୍ଧୁ ପାଠାଗାରରେ ଗାନ୍ଧୀ ଓ ଗୋପବନ୍ଧୁ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତିର ପିତା ମହାତ୍ମାଗାନ୍ଧୀ ତଥା ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲବାହଦୂର ଶାସ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାର ସଭାଗୃହରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ଗଜେନ୍ଦ୍ର
Read More...

ଅବସରପ୍ରାପ୍ତ କର୍ମଚାରୀ ସଂଘର ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ଭୁବନେଶ୍ୱରର କଳିଙ୍ଗ ହସପିଟାଲ ଲିମିଟେଡ୍‌ର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଂଚଳର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ
Read More...

ଅବସରପ୍ରାପ୍ତ ପୋଲିସ ଅଫିସର ଆସୋସିଏସ୍‌ନର ଗାନ୍ଧୀ ଜୟନ୍ତୀ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଅବସରପ୍ରାପ୍ତ ପୋଲିସ ଅଫିସର ଆସୋସିଏସ୍‌ନର ତରଫରୁ ବରିଷ୍ଠ ନାଗରିକ ଦିବସ ଓ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ପୋଲିସର ରିଜର୍ଭ ପଡିଆରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପୋଲିସର ସର୍ଜେଣ୍ଟ ସମୀର ସ୍ୱାଇଁ,
Read More...