୫୩ତମ ଦୁର୍ଗା ପୂଜା ପାଇଁ ରାଇଘର ପଲ୍ଲୀ ସଂସଦ କ୍ଲବ୍ ପକ୍ଷରୁ ସ୍ଵତନ୍ତ୍ର କମିଟି ଗଠନ
ଚଳିତ ବର୍ଷ ଅଧିକ ଆକର୍ଷଣ ପାଇଁ ନିଷ୍ପତି
ରାଇଘର, (କେପିଏନ୍ଏସ୍) : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ସ୍ଥିତ ପଲ୍ଲୀ ସଂସଦ କ୍ଲବ୍ ପକ୍ଷରୁ ସାର୍ବଜନୀନ ଦୁର୍ଗା ପୂଜା ନିମନ୍ତେ କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଭାସ୍କର ଦଣ୍ଡସେନାଙ୍କ!-->!-->!-->…
Read More...
Read More...