Browsing Tag

puri news

ପୁଣି ସମୁଦ୍ରରେ ଚାଲିଗଲା ୨ ପର୍ଯ୍ୟଟକଙ୍କ ଜୀବନ

ପୁରୀ, (କେପିଏନ୍‌ଏସ୍‌) : ପୁଣି ସମୁଦ୍ରରେ ଚାଲିଗଲା ୨ ପର୍ଯ୍ୟଟକଙ୍କ ଜୀବନ । ୨୪ ଘଣ୍ଟା ନପୂରୁଣୁ ପୁଣି ୨ଟି ଜୀବନ ନେଲା ସମୁଦ୍ର । ସେହି ସମାନ ସ୍ଥାନ ସେକ୍ଟର ୧୩ରେ ଘଟିଛି ଏଭଳି ଅଘଟଣ । ବୁଧବାର ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଯାଇ ବାପା-ପୁଅଙ୍କ ଜୀବନ ଯାଇଥିବା ବେଳେ ଗୁରୁବାର
Read More...

ଆଜି ବଡ଼ଦେଉଳରେ ଶ୍ରୀନୃସିଂହ ଜନ୍ମୋତ୍ସବ

ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ବିଧି ଅନୁଷ୍ଠିତ ହେବ । ପୂଜାପଣ୍ଡା ସେବକ ଠାକୁରଙ୍କ ଆଜ୍ଞାମାଳ ନେଇ ଚକ୍ରତୀର୍ଥ ରୋଡ୍‌ସ୍ଥିତ ଚକ୍ର ନାରାୟଣଙ୍କୁ ପ୍ରଦାନ କରିବେ । ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ପରେ ନୃସିଂହ ଦେବ ରତ୍ନସିଂହାସନରେ ବିଜେ ହେବେ । ଠାକୁରଙ୍କ ଆଜ୍ଞାମାଳ
Read More...

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ୫ ପର୍ଯ୍ୟଟକ

ପୁରୀ : ପୁରୀ ସମୁଦ୍ରରେ ଗାଧୋଇବା ସମୟରେ ଆଜି ଅପରାହ୍ଣ ସମୟରେ ବାପ ଓ ପୁଅଙ୍କ ସମେତ ଗୋଟିଏ ପରିବାରର ୫ ଜଣ ପର୍ଯ୍ୟଟକ ବୁଡ଼ିଯାଇଥିବା ଖବର ମିଳିଛି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କିନ୍ତୁ ଅନ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଯାିଥିବା ସୂଚନା ମିଳିଛି ।
Read More...

ମହାପ୍ରଭୁ ଲୋକନାଥ ପୀଠରେ ସରନ୍ତି ସୋମବାର ପାଳନ

ପୁରୀ : ଆଜି ବୈଶାଖ ମାସ ଶେଷ ସୋମବାର । ମହାପ୍ରଭୁ ଲୋକନାଥଙ୍କ ପୀଠରେ ସରନ୍ତି ସୋମବାର ଭାବେ ପାଳନ କରାଯାଏ । ଶ୍ରୀଲୋକନାଥ ମନ୍ଦିରରେ ମହାପ୍ରଭୁଙ୍କ ପିଠା, ମଙ୍ଗଳା ଆଳତୀ, ଅବକାଶ ସହ ବେଶ ଶେଷ ହେବା ପରେ ଭକ୍ତମାନଙ୍କୁ ଦର୍ଶନ କରିଥାନ୍ତି । ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ
Read More...

ଆଜି ନୀଳାଦ୍ରି ମହୋତ୍ସବ : ଶ୍ରୀମନ୍ଦିରରେ ଜଳ ଅଧିବାସ ନୀତି

ପୁରୀ : ଶୁକ୍ରବାର ବୈଶାଖ ଶୁକ୍ଲ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ପାଳନ ହେବ ନୀଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥିରେ ଯଜ୍ଞମଣ୍ଡପରୁ ଆସି ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନରେ ଅଧିଷ୍ଠିତ ହୋଇଥିଲେ । ଏଣୁ ଉକ୍ତ ଦିବସରେ ଠାକୁରଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ । ୧୦୮ କୁମ୍ଭ ଜଳରେ
Read More...

ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ପୁରୀ : ଆଜିଠାରୁ ବିଧିବଦ୍ଧ ଭାବେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ସମ୍ପାଦନ ହୋଇଥିବା ବେଳେ ଆଜିଠାରୁ କାମ ଆରମ୍ଭ ହୋଇଛି । ଆଜିଠାରୁ ମହାରଣା ସେବକ ଓ ଭୋଇ ସେବକ ସେମାନଙ୍କ କାମ ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ,
Read More...

ଆଜି ରଥ ନିର୍ମାଣ ଅନୁକୂଳ

ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା‌ । ପରମ୍ପରା ଅନୁଯାୟୀ ଏହିଦିନ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥାଏ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଛାମୁଣ୍ଡିଆ ବନ୍ଧା ହୋଇଛି । ତିନିରଥ ପାଇଁ ତିନି କାଠ ଶ୍ରୀମନ୍ଦିର
Read More...

ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଦେବାଶିଷ ବିଶ୍ୱାଳ : ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପୁରୀ/ସାକ୍ଷୀଗୋପାଳ/ଭୁବନେଶ୍ୱର : ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ନିଜର ଟ୍ୱିଟରରେ ସେ ଲେଖିଛନ୍ତି, ଜମ୍ମୁ କାଶ୍ମୀରର ପୁଞ୍ଛରେ
Read More...

ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି : ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ : ଆଜି ବୈଶାଖ-କୃଷ୍ଣ ଚତୁର୍ଦ୍ଦଶୀ ତିଥି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ ମହାପ୍ରଭୁଙ୍କର ଏହି ଗୁପ୍ତ ନୀତି କରାଯିବ ।
Read More...

ଶ୍ରୀମନ୍ଦିର ସମ୍ମୁଖରେ ରଥଯାତ୍ରା ନେଇ ଅନୁଧ୍ୟାନ କଲେ ପୁରୀ ଏସ୍‌ପି

ପୁରୀ : ରଥଯାତ୍ରାକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନ ଅନୁଧ୍ୟାନ କଲେ ପୁରୀ ଏସ୍‌ପି କେ. ବିଶାଲ ସିଂ । ୨୩ ଅକ୍ଷୟ ତୃତୀୟା, ଜୁନ୍ ୪ ସ୍ନାନ ପୂର୍ଣ୍ଣିମା, ଜୁନ୍ ୨୦ ରଥଯାତ୍ରା, ବାହୁଡା ଯାତ୍ରା ୨୮, ସୁନାବେଶ ୨୯, ଜୁଲାଇ ୧ ନିଳାଦ୍ରୀ ବିଜେ । ଜୁନ ରଥଯାତ୍ରାକୁ ଆଉ ୭୭ ଦିନ ବାକି ରହିଥିବା
Read More...