Browsing Tag

patanagarh news

ବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (କେପିଏନ୍‌ଏସ୍‌) : ସ୍ଥାନୀୟ ରମାଇଁ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସକାଳ ୧୦ଟା ସମୟରେ ଆବାହକ ତଥା ରମାଇଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ବିଶ୍ଵାଲ ଏବଂ ବ୍ଲକ ବିଜ୍ଞାନ ସଂଯୋଜକ ଓଁକାର ରଞ୍ଜନ ମିଶ୍ରଙ୍କ ସଂଯୋଜନା କ୍ରମେ ବ୍ଲକ ଶିକ୍ଷା ଅଧିକାରୀ ଶଙ୍କର
Read More...

ଧୁବଲପଡା ବାଲିଘାଟ ଉପରେ ତହସିଲଦାରଙ୍କ ଅଚାନକ ଚଢ଼ାଉ : ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ଦିନ ୧୧ଟା ସମୟରେ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝି ଓ ପାଟଣାଗଡ଼ ରାଜସ୍ୱ ନିରୀକ୍ଷକ କୌଣସି ସୂତ୍ରରୁ ଖବର ପାଇ ଧୁବଲାପଡା ନିକଟର ମାୟାବତୀ ନଦୀ ବାଲିଘାଟ ଉପରେ ଚଢ଼ାଉ କରିଥିଲେ । ଉକ୍ତ ବାଲିଘାଟ ଦାୟିତ୍ୱରେ ଥିବା ମୁନସୀ ବୈକୁଣ୍ଠ ଧରୁଆଙ୍କୁ ରସିଦ
Read More...

ପାଟଣାଗଡ ପାର୍ସଲ ବୋମା ଘଟଣା : ୧୧ତମ ସାକ୍ଷୀର ବୟାନ ରେକର୍ଡ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଦୀର୍ଘ ସାଢ଼େ ଚାରି ବର୍ଷ ପରେ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ମାମଲାରେ ଗତ ଜୁଲାଇ ମାସରୁ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ଏହି ମାମଲାରେ ୧୧ ନମ୍ବର ସାକ୍ଷୀ ଭୋଲାନାଥ ମେହେରଙ୍କ ସାକ୍ଷ ପ୍ରମାଣ ଆଜି ଗ୍ରହଣ କରାଯାଇଥିବା ଜଣାପଡିଛି
Read More...

ଆନ୍ତର୍ଜାତିକ ବିଜ୍ଞାନ ଦିବସ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଜବାହରଲାଲ୍‌ କଲେଜ ସଭାଗୃହରେ ଆନ୍ତର୍ଜାତିକ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଜ୍ଞାନ ସଂସଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏହାର ସଭାପତି ତଥା କଲେଜ ଅଧ୍ୟକ୍ଷ ଡ. ଦେବରାଜ ମିଶ୍ର ଯୋଗ ଦେଇ ଶାନ୍ତି ଓ ପ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ ।
Read More...

ପାଟଣାଗଡ ବିଧାୟକଙ୍କ ଦ୍ୱାରା ‘ମିଲେଟ୍ ଫୁଡ୍ ଫେଷ୍ଟିଭାଲ୍’ ଉଦ୍‌ଘାଟିତ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀର ଖାପ୍ରାଖୋଲ ବ୍ଲକରେ 'ମିଲେଟ୍ ଫୁଡ୍ ଫେଷ୍ଟିଭାଲ୍' ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ମିଲେଟ
Read More...

ଧଣ୍ଡାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଉଦ୍‌ଘାଟନ କଲେ ବିଧାୟକ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗାଁରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ପାଟଣାଗଡ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ସରୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ
Read More...

ପାଟଣାଗଡ ବ୍ଲକରେ ମାଣ୍ଡିଆ କ୍ଷୁଦ୍ର ଶସ୍ୟ ଦିବସର ଉଦ୍‌ଘାଟିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକରେ ମାଣ୍ଡିଆ କ୍ଷୁଦ୍ର ଶସ୍ୟ ଦିବସ ପାଳନର ଶୁଭ ଉଦ୍‌ଘାଟନ ହୋଇଯାଇଛି । ପାଟଣାଗଡ ବ୍ଲକରେ ଗତକାଲି ଓ ଆଜି ମାଣ୍ଡିଆ ଦିବସ କରିବା ପାଇଁ ମିଲେଟ୍‌ ମିଶନ ଓଡିଶା, କୃଷି ବିଭାଗ, ମିଶନ ଶକ୍ତି, ପଞ୍ଚାୟତ ରାଜ ବିଭାଗ ଓ ଅଧିକାର ସଂସ୍ଥା ପାଟଣାଗଡଙ୍କ
Read More...

ଆର୍ଯ୍ୟ ସମାଜ ପକ୍ଷରୁ ହୋମପୂଜା ଓ ଶୀତବସ୍ତ୍ର ବଣ୍ଟନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଆର୍ଯ୍ୟ ସମାଜ ପକ୍ଷରୁ ମୋହନ ମେହେରଙ୍କ ତତ୍ତ୍ୱାବଧାନରେ ବାଲିପଟା ଗ୍ରାମରେ ହୋମପୂଜା ଓ ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେଡି ନେତ୍ରୀ ଶ୍ରୀମତି ବେଳମତି ବାଗ ଅତିଥି ଭାବେ ଯୋଗଦାନ କରିଥିଲେ
Read More...

ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଶପଥପାଠ

ପାଟଣାଗଡ, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ପାଟଣାଗଡ ଜବାହରଲାଲ କଲେଜରେ ଅଧ୍ୟକ୍ଷ ଡ. ଦେବରାଜ ମିଶ୍ରଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଶପଥପାଠ କରାଇଥିଲେ । ଏଥିରେ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ଉପଜିଲ୍ଲାପାଳ
Read More...

ବାହାର ରାଜ୍ୟକୁ ଚାଲାଣ ବେଳେ ୬ ଦାଦନ ଶ୍ରମିକ ଉଦ୍ଧାର : ଦାଦନ ସର୍ଦ୍ଦାର ଫେରାର୍

ପାଟଣାଗଡ଼, (ଗୋରେଖନାଥ ବରିହା) : ବାହାର ରାଜ୍ୟକୁ ଚାଲାଣ ବେଳେ ୬ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ବେଆଇନ ଦାଦନ ଚାଲାଣ ହେଉଥିବା ସମୟରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କଂସାପଲା ଛକ ନିକଟରେ ପୋଲିସ ଚଢାଉ କରିଥିଲା । ଏହି ସମୟରେ ୬ ଜଣ ଦାଦନ ଶ୍ରମିକ ଉଦ୍ଧାର
Read More...