Browsing Tag

paradeep news

ପାରାଦୀପ ବନ୍ଦର ଅଧ୍ୟକ୍ଷ ଭାବେ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର ଅଧ୍ୟକ୍ଷଙ୍କୁ ଅତିରିକ୍ତ ଦାୟିତ୍ୱ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃ‌ଷ୍ଟି) : ପାରାଦୀପ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କର ବଦଳି ହେବା ପରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର(କେଲକାତା)ର ଅଧ୍ୟକ୍ଷ ବିନୀତ୍‌ କୁମାରଙ୍କୁ ପାରାଦୀପ ବନ୍ଦର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ୧୯୯୩ ବ୍ୟାଚର ଆଇଆର୍‌ଇଇ ଅଧିକାରୀ
Read More...

ଓଡିଶାର ୧୦୨ ବିଧାୟକ ପାରାଦ୍ୱୀପରେ ନୌସେନାର ସମରାଭ୍ୟାସ ଦେଖିଲେ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃ‌ଷ୍ଟି) : ଓଡିଶା ବିଧାନସଭାର ସଦସ୍ୟ ମାନଙ୍କୁ ପ୍ରଥମ ଥର ପାଇଁ ଗଭୀର ସମୁଦ୍ର ମଧ୍ୟରେ ସମରାଭ୍ୟାସ ଦେଖେଇବାର ସୁଯୋଗ ଦେଇଛି ଭାରତୀୟ ନୌସେନା । ଓଡିଶା ବିଧାନସଭାରୁ ୧୦୨ ଜଣ ବିଧାୟକ ବସ୍‌ ଯୋଗେ ପାରାଦୀପ ଆସିଥିଲେ । ବାଚସ୍ପତି ଡ.ସୂର୍ୟ୍ୟନାରାୟଣ ପାତ୍ରଙ୍କ
Read More...

୧୭ତମ ଜାତୀୟ ନାଟକ ମହୋତ୍ସବ କ୍ୟାନଫେଷ୍ଟ-୨୦୨୦ ଉଦ୍‌ଯାପିତ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦ୍ୱୀପ ସାଗରିକା କଳା ନିକେତନ ମୁକ୍ତ ମଞ୍ଚରେ ୩ଦିନ ଧରି ଚାଲିଥିବା ୧୭ତମ ଜାତୀୟ ନାଟକ ମହୋତ୍ସବ କ୍ୟାନଫେଷ୍ଟ-୨୦୨୦ ମଙ୍ଗଳବାର ସଂନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଅବସରରେ ପାରାଦ୍ୱୀପ ବନ୍ଦରର ମୁଖ୍ୟ ଅର୍ଥ ପରାମର୍ଶଦାତା
Read More...

ଚାକିରୀର ପ୍ରଲୋଭନ ଦେଖାଇ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା : ଥାନାରେ ଅଭିଯୋଗ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃ‌ଷ୍ଟି) : ପାରାଦୀପରେ ବୃଦ୍ଧି ପାଇବାରେ ଲାଗିଛି ଟଙ୍କା ରୋଜଗାର ନୂଆ ତରିକା । ମାତିଛନ୍ତି ବିଭିନ୍ନ କମ୍ପାନୀମାନଙ୍କର ଦଲାଲ । ଟାର୍ଗେଟ କରୁଛନ୍ତି ଶିକ୍ଷିତ ବେକାର ଯୁବକ ମାନଙ୍କୁ । ଚାକିରୀର ପ୍ରଲୋଭନ ଦେଖାଇ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ରାତାରାତି
Read More...

ପାରାଦୀପରେ ପହଞ୍ଚିଲା ଭାରତୀୟ ନୌସେନାର ଯୁଦ୍ଧ ଜାହାଜ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃ‌ଷ୍ଟି) : ପାରାଦୀପରେ ପହଞ୍ଚିଲା ଭାରତୀୟ ନୌସେନାର ଯୁ‌ଦ୍ଧ ଜାହାଜ ଆଇଏନ୍‌ଏସ୍ ଜଳଶ୍ଵ, ଆଇଏନ୍‌ଏସ୍ ସହ୍ୟାଦ୍ରୀ, ଶକ୍ତି ଓ ଶିବାଲିକ୍ । ବନ୍ଦରର ବିଭିନ୍ନ ଗେଟ୍‌ରେ ଏନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ସୁରକ୍ଷା ବ୍ୟବ‌ସ୍ଥାକୁ କଡାକଡି କରାଯାଇଛି ।
Read More...

ପାରାଦ୍ୱୀପ ବନ୍ଦରରେ ରାଜ୍ୟର ପ୍ରଥମ ସ୍ମାର୍ଟ ପ୍ରିପେଡ୍‌ ଏନର୍ଜି ମିଟର୍‌ର ଶୁଭାରମ୍ଭ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ରାଜ୍ୟରେ ପ୍ରଥମ ଥର ପାଇଁ ପାରାଦ୍ୱୀପ ବନ୍ଦରରେ ସ୍ମାର୍ଟ ପ୍ରିପେଡ୍‌ ଏନର୍ଜି ମିଟରର ଶୁଭାରମ୍ଭ ହୋଇଛି । ସବୁଜ ବନ୍ଦର ପଦକ୍ଷେପର ଅଂଶବିଶେଷ ଓ ସ୍ଥାନୀୟ ବିପିସିଏଲ୍‌ ଆଉଟ୍‌ଲେଟ୍‌ରେ ସ୍ଥାପିତ ଏହି ତିନି ପର୍ୟ୍ୟାୟ ଭିତ୍ତିକ ସ୍ମାର୍ଟ ମିଟରକୁ
Read More...

ପିପିଏଲ ଡ଼ିଏଭି ସ୍କୁଲର ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଉଦଘାଟିତ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପିପିଏଲ ଡ଼ିଏଭି ସ୍କୁଲ ପରିସରରେ ଫିଟ୍‌ ଇଣ୍ଡିଆ ସ୍କୁଲ ସପ୍ତାହ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ସୂଚନା, ପ୍ରଯୁକ୍ତି ବିଜ୍ଞାନ, କ୍ରୀଡ଼ା ତଥା ଯୁବ ବ୍ୟାପାର ମନ୍ତ୍ରୀ ତୁଶାରକାନ୍ତି ବେହେରା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ
Read More...

ମହାନଦୀରେ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦରର ଭିତ୍ତିଭୂମି ସମୀକ୍ଷା କଲେ ୫ଟି ସଚିବ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ମହାନଦୀରେ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦରର ଭିତ୍ତିଭୂମି ପରିଦର୍ଶନ କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ରବିବାର ଦିନ ପାରାଦୀପ ଗସ୍ତରେ ଆସିଥିଲେ । ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ୫ଟି ସଚିବ ଭି. କେ. ପାଣ୍ଡିୟାନ, ବାଣିଜ୍ୟ ଓ ପରିବହନ
Read More...

୧୭ତମ ଜାତୀୟ ନାଟକ ମହୋତ୍ସବ କ୍ୟାନଫେଷ୍ଟ-୨୦୨୦ ଉଦ୍‌ଘାଟିତ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ମଧୁବନସ୍ଥିତ ସାଗରିକା କଳା ନିକେତନ ଠାରେ ୧୭ତମ ଜାତୀୟ ନାଟକ ମହୋତ୍ସବ କ୍ୟାନଫେଷ୍ଟ-୨୦୨୦ ରବିବାର ସଂନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବକୁ ଆନୁଷ୍ଠାନିକ
Read More...

ପୁଣି ୯ ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଲା ଏରସମା ଶିଳ୍ପାଂଚଳ ଶ୍ରମିକ ସଂଘ

ପାରାଦୀପ : ପାରାଦୀପ ଏର୍‌ସମା ଶିଳ୍ପାଂଚଳ ଶ୍ରମିକ ସଂଘ ପୁଣି ୯ ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଳାଇଛି । ତୈଳ ବିଶୋଧନାଗାର ଫାଟକ ସମ୍ମୁଖରେ ସଂଘର ଶ୍ରମିକମାନେ ନାରା ବାଜି କରି ଆନ୍ଦୋଳନ ଜାରି ରଖିଛନ୍ତି । ତୈଳ ବିଶୋଧନାଗାରରେ କାମ କରୁଥିବା ଶ୍ରମିକମାନଙ୍କର ମୁଖ୍ୟ ସମସ୍ୟା ଉପରେ ଧ୍ୟାନ
Read More...