Browsing Tag

padampur news

ନବମ ଶ୍ରେଣୀ ପାଇଁ ଉଦ୍ଧିଷ୍ଟ ଉତ୍କର୍ଷ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ପାଇଁ ଉଦ୍ଧିଷ୍ଟ ଉତ୍କର୍ଷ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ବିଜ୍ଞାନ ଓ ଇଂରାଜୀ ବିଭାଗର ଆରମ୍ଭ ହୋଇଯାଇଛି । ଏହି ଅବସରରେ ବିଜ୍ଞାନ ବିଭାଗରେ ଉପଜିଲ୍ଲାପାଳ ସଦାକର କୁମ୍ଭାର ଏବଂ ଇଂରାଜୀ
Read More...

ପାଇକମାଲ, ନୃସିଂହନାଥ, ପଦ୍ମପୁର ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ମଙ୍ଗଳବାର ଦିନ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ
Read More...

ନମିତା ସାହୁ ସିସିଆର୍‌ଟି ବୃତ୍ତି ପାଇ ଆଣିଲେ ଗୌରବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସଚେତନ ହେମା, ଢୋଲବନ୍ଧର ଶିଶୁ କଳାକାର ନମିତା ସାହୁ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ସାଂସ୍କୃତିକ ସ୍ରୋତ ଏବଂ ପ୍ରଶିକ୍ଷଣ କେନ୍ଦ୍ରର ସାଂସ୍କୃତିକ ପ୍ରତିଭା ଖୋଜା ବୃତ୍ତି ପାଇଁ ମନୋନୀତ ହୋଇଛନ୍ତି । ସଚେତନ ହେମା ଅନୁଷ୍ଠାନ ଓ
Read More...

ପାଇକମାଲ ସମସ୍ୟା : ମତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡା କାଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ଅବସ୍ଥିତ ପାଇକମାଲ ସହରର ମୁଖ୍ୟରାସ୍ତା, ଗଳିକନ୍ଦିର ସମସ୍ୟାର ସମାଧାନ ହୋଇପାରୁ ନାହିଁ । ଯେତେ ଯାହା ସମସ୍ୟାକୁ ପଞ୍ଚାୟତ ସମିତିରେ ଉପସ୍ଥାପନ କଲେ ମଧ୍ୟ ଜନ
Read More...

ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ତା.୧୪,୧୫ ଦୁଇଦିନ ଧରି ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ହନୁମାନ ପୂଜା କମିଟି ତରଫରୁ ଅଞ୍ଜନି ପୁତ୍ର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ଦିନ ଗୋଧୂଳି ବେଳାରେ କଳସ ଶୋଭାଯାତ୍ରା ପଦ୍ମପୁର ସହର
Read More...

ପ୍ରାଥମିକ ଶିକ୍ଷକ ସଂଘର ସମ୍ବର୍ଦ୍ଧନା ସଭା

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ପୁରୋହିତ କଲ୍ୟାଣମଣ୍ଡପଠାରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସଦାନନ୍ଦ ପୁରୋହିତଙ୍କ ପୌରହିତ୍ୟରେ ଶିକ୍ଷକ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ସର୍ବ ପ୍ରଥମେ
Read More...

ଯାଦବ ସମାଜ ଉପଖଣ୍ଡ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯାଦବ ସମାଜର ଉପଖଣ୍ଡ ସଭାପତି ଓ ଜିଲ୍ଲା ସଂଯୋଜକ କେଶବ ଚନ୍ଦ୍ର ଜାଲଙ୍କ ସଭାପତିତ୍ୱରେ ପୁଞ୍ଜିପଥର ଛକଠାରେ ପଦ୍ମପୁର ରାଜବୋଡାମ୍ବର ଉପଖଣ୍ଡ ସ୍ତରିୟ ଆସନ୍ତା ଅଗଷ୍ଟ ମାସରେ କାର୍ଯ୍ୟକାରିଣୀ ବୈଠକ ପାଇଁ ପ୍ରସ୍ତୁତି ଏବଂ ସମାଧାନ ବୈଠକ ହୋଇଥିଲା। ଏଠାରେ
Read More...

ଜାମୁଟପାଲିରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ଥାନା ଅନ୍ତର୍ଗତ ଜାମୁଟପାଲି ଗ୍ରାମ ପଞ୍ଚାୟତ ପରିସରରେ ଗାଇସିଲେଟ୍‌ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଥାନାଧିକାରୀ ଶ୍ରୀ
Read More...

ପଦ୍ମପୁର ଶିଶୁ ବାଟିକା ବିଭାଗରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗରେ ମାତୃ ସମ୍ମଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ସ୍ଥାନୀୟ ସଭାପତି ପୃଥିରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
Read More...

ସିର୍‌ଜିନା ସମ୍ମାନ ପାଇବେ ବିଶିଷ୍ଟ କବି ହେମନ୍ତ ଦୀପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସିରଜିନା କାର୍ଯ୍ୟାଳୟରେ ସଭାପତି ରାଜୁ ଘିବେଲାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଗୋବିନ୍ଦ ପାଣିଗ୍ରାହୀଙ୍କୁ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ରୂପେ ଗ୍ରହଣ କରାଯାଇଛି । ଆସନ୍ତା ମାସ ଅଗଷ୍ଟ ଏକ ତାରିଖ ମଙ୍ଗଳବାର ଦିନ ଗୁରୁ
Read More...