Browsing Tag

padampur news

ପଦ୍ମପୁର ବ୍ଲକର ଭେଉଁରିଆ ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ବ୍ଲକର ଭେଉଁରିଆ ପଞ୍ଚାୟତରେ ସୁରକ୍ଷିତ ସ୍ଥାନାନ୍ତରଣ ଏଵଂ ଶିଶୁ ଚାଲାଣ ପ୍ରତିକାର ଉପରେ ବିଭିନ୍ନ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ସ୍ଵୟଂସହାୟକ ଗୋଷ୍ଠୀ, କିଶୋର…
Read More...

ନୃସିଂହନାଥ ଭାଗବତ ତତ୍ତ୍ଵ ଯୋଗାଶ୍ରମଠାରେ ଓବିସି ମୋର୍ଚ୍ଚାର ରାଜ୍ୟସ୍ତରୀୟ କାର୍ଯ୍ୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ଭାଗବତ ତତ୍ତ୍ଵ ଯୋଗାଶ୍ରମଠାରେ ଓବିସି ମୋର୍ଚ୍ଚାର ରାଜ୍ୟସ୍ତରୀୟ କାର୍ଯ୍ୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୃସିଂହନାଥଠାରେ ଅନୁଷ୍ଠିତ ହୋଇଥିବା ଓବିସି ମୋର୍ଚ୍ଚାର କାର୍ଯ୍ୟାନୁଷ୍ଠାନ କମିଟି ବୈଠକରେ ମୁଖ୍ୟ ଅତିଥି ଭାବେ ଓବିସି…
Read More...

ବନଦୁର୍ଗା ମନ୍ଦିରରେ କଳସ ସ୍ଥାପନ ସହ ନବରାତ୍ର ଦୁର୍ଗାପୂଜା ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବନଦୁର୍ଗା ମନ୍ଦିରରେ ଶାରଦୀୟ ନବରାତ୍ର ଦୁର୍ଗାପୂଜାର ଶୁଭାରମ୍ଭ ସ୍ୱରୂପ କଲସ ଶୋଭାଯାତ୍ରା ସହ ଘଟ ସ୍ଥାପନ ହୋଇଯାଇଛି । ପବିତ୍ର ପୁଷ୍କରିଣୀରୁ ଏକ ଆଧ୍ୟାତ୍ମିକ ଶୋଭାଯାତ୍ରାରେ ପୂର୍ଣ୍ଣ କଳସ ଆଣି ପୂଜାସ୍ଥଳୀରେ ସ୍ଥାପନ କରାଯାଇଥିଲା । ଚଳିତ…
Read More...

୨୧ବର୍ଷ ପୂର୍ତ୍ତି ଉପଲକ୍ଷେ ମହାଳୟା ଶ୍ରାଦ୍ଧରେ ୧୦୮ ବ୍ରାହ୍ମଣଙ୍କ ପଦଧୌତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରେ ଆରମ୍ଭ ହୋଇଥାଏ ପିତୃପକ୍ଷ । ମହାଳୟା ଅମାବାସ୍ୟା ଦିନ ହିଁ ପିତୃପକ୍ଷରୁ ପରିସମାପ୍ତି ଘଟିଥାଏ । ଏହି ପନ୍ଦର ଦିନର ଅବଧିରେ ଲୋକମାନେ ପିତୃଋଣକୁ ପରିଶୋଧ କରିବାପାଇଁ ଶ୍ରଦ୍ଧା ଦେଇଥାନ୍ତି । ହିନ୍ଦୁ…
Read More...

ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲରେ କୁଚିଣ୍ଡା ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏଥେଲେଟିକ ଏସୋସିଏସନ ତରଫରୁ ଆୟୋଜିତ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଆଜି ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆଠାରେ ମହାସମାରୋହରେ ସମାପନ ହୋଇଯାଇଛି । ଆଜି ଫାଇନାଲ ମ୍ୟାଚରେ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ପାଟଣା…
Read More...

ମା’ କାଳୀଙ୍କ ପୂଜା ମହା ଆଡମ୍ବରରେ ପାଳନ କରାଯିବାକୁ ନିଷ୍ପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନ ପଡା କାଳୀ ପୂଜା କମିଟି ଦ୍ୱାରା ଆସନ୍ତା ତା. ୧୨.୧୧.୨୦୨୩ରେ ଅନୁଷ୍ଠିତ ହେବାକୁ ଥିବା ମା' କାଳୀଙ୍କ ପୂଜା ମହା ଆଡମ୍ବରରେ ପାଳନ କରାଯିବାକୁ ନିଷ୍ପତି ନିଆ ଯିବା ସାଙ୍ଗେ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଗଲା ପ୍ରସ୍ତାବିତ କମିଟି…
Read More...

ମାଣ୍ଡୋସିଲ ଗ୍ରାମ୍ୟ କମିଟି କୁଲତା ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ଏବଂ ବନ୍ଧୁମିଳନ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାବା ବିଶାଶହେ‌ କୁଲତା ସମାଜ ମାଣ୍ଡୋସିଲ ଗ୍ରାମ୍ୟ କମିଟି ପକ୍ଷରୁ ଆଜି ନୂଆଁଖାଇ ଭେଟଘାଟ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଅନୁଷ୍ଠିତ…
Read More...

ଲଳିତ ଜଗତଙ୍କୁ ମିଳିଳା ମଞ୍ଚ କଳା ଗୌରବ ସମ୍ମାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମଣ୍ଡୋସିଲ ଗ୍ରାମର ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି, ପାଇକମାଲ ବ୍ଲକ କଳାକାର ମହାସଂଘର ସାଧାରଣ ସଂପାଦକ, ବରଗଡ଼ ଜିଲ୍ଲା ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ସଭାପତି, ସମାଜସବୀ, ନାଟ୍ୟକାର ତଥା ନିର୍ଦ୍ଦେଶକ…
Read More...

ଭାରତ ବିକାଶ ପରିଷଦରର ବାଳବିକାଶ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଜେନିଥ ଗୁରୁକୁଳ, ପଦ୍ମପୁରଠାରେ ଭାରତ ବିକାଶ ପରିଷଦ ତରଫରୁ ଡକ୍ଟର ବାନଛାନିଧୀ ପଣ୍ଡାଙ୍କ ସଭାପତିତ୍ୱରେ ବାଳବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା ଦୀପ ପ୍ରଜ୍ୱଳନ କରିଥିଲେ । ପ୍ରଥମ…
Read More...

ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ସେମିଫାଇନାଲ ମ୍ୟାଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏଥେଲେଟିକ ଏସୋସିଏସନ ତରଫରୁ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ ଆରମ୍ଭ ହୋଇଯାଇଅଛି । ଆଜି ସେମିଫାଇନାଲର ପ୍ରଥମ ମ୍ୟାଚରେ ଅତିଥି ଭାବରେ ଝ. ଊ.ଗ.ଙ ଡ଼ଃ ସରୋଜ ସେଠ, ବସ ମାଲିକ…
Read More...