Browsing Tag

padampur news

ଦଶହରା ରାବଣ ପୋଡିରେ ଅଘଟଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦଶହରା ରାବଣ ପୋଡିରେ ଅଘଟଣ । ସୂଚନା ଅନୁସାରେ ପଦ୍ମପୁର ଦଶହରା ପାଇଁ ଆୟୋଜିତ ରାବାଣ ପୋଡି ସମୟରେ ରକେଟ ମାଡ଼ରେ ପଦ୍ମପୁରର ସାମଲ ଇଲେକ୍ଟ୍ରୋନିକ୍ସର ମାଲିକ ପ୍ରକାଶ ସାମଲଙ୍କ ଧର୍ମପତ୍ନୀ ଝରଣା ସାମଲ ଓ ପୁରେନା ଗ୍ରାମର ରୂପକାନ୍ତି ଭୋଇ ଗୁରୁତର ଆହତ…
Read More...

୨୪ତମ ଦୁର୍ଗାପୂଜାରେ ରାବଣ ରାଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକର ପଲ୍ଲୀବିକାଶ (ଭାଙ୍ଗମୁଣ୍ଡା-ବେହେରାମୁଣ୍ଡା ଛକ)ଠାରେ ଅନୁଷ୍ଠିତ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଅବସରରେ ଶନିବାର ସପ୍ତମୀରେ କଳସ ଯାତ୍ରା ସହ ମା' ଦୁର୍ଗାଙ୍କର ପୂଜା ମହାଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ଅତିରିକ୍ତ ଜିଲ୍ଲାପାଳଙ୍କ ବୁଥ୍ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନର ପୂର୍ବ ପ୍ରସ୍ତୁତି ସ୍ବରୂପ ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଲଲାଟ କୁମାର ଲୁହା ଗାଇସିଲେଟ ବ୍ଲକ୍ କଟାବାହାଲ ଗ୍ରାମ ପଞ୍ଚାୟତର ଡଙ୍ଗରମୁଣ୍ଡା ବୁଥ୍ ପରିଦର୍ଶନ କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନ…
Read More...

ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମାୟାଧର ପୁରୋହିତ ଓ ବୈରାଗୀ ରଣାଙ୍କ ଘରୁ ମାଟି ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତାର ୭୫ ବର୍ଷ ପୂତ୍‌ର୍ତ୍ତି ଉପଲକ୍ଷେ ଦେଶରେ ଚାଳିଥିବା ଅମୃତ ମହୋତ୍ସବରେ ନୂଆଦିଲ୍ଲୀର ଅମୃତ ବାଟିକା ପ୍ରତିଷ୍ଠା ସହ ଦେଶର ସ୍ୱାଧୀନତା ସଂଗ୍ରାମୀ, ସହିଦ, ବୀର ଜୱାନମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୭୫ ଲକ୍ଷ ବୃକ୍ଷରୋପଣ ଉଦ୍ଦେଶ୍ୟରେ ଏବେ ସାରା…
Read More...

ନିଆରା ଢଙ୍ଗରେ ଜନ୍ମ ଦିନ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମର କୁମୁଦିନୀ ପଟେଲ ଓ କୀର୍ତ୍ତି ଚନ୍ଦ୍ର ପଟେଲଙ୍କ ଝିଅ ହେମଙ୍ଗିନୀ ପଟେଲ ଗତ ବର୍ଷ ପରି ଏ ବର୍ଷ ମଧ୍ୟ ତାଙ୍କ ଜନ୍ମ ଦିନରେ କେକ୍ ନ କାଟି ଗୋଟିଏ ବର ଗଛ ଚାରା ରୋପଣ କରିବା ପାଇଁ ନିଜ ମା' ଓ ବାପାଙ୍କୁ ଅନୁରୋଧ…
Read More...

ପଦ୍ମପୁର ଅଞ୍ଚଳର ସମସ୍ତ ଜୋନର ସଭାପତି ଓ ସଦସ୍ୟମାନଙ୍କର ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳର ସମସ୍ତ ଜୋନର ସଭାପତି ଓ ସଦସ୍ୟମାନଙ୍କର ଏକ ସମ୍ମିଳନୀ ପଦ୍ମପୁର ସ୍ଥିତ ଶୌଣ୍ଢିକ ସମାଜ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେବା ସହ ନୂତନ ସ୍ଥାୟୀ କମିଟି ଗଠନ କରାଯାଇଥିଲା…
Read More...

ଝାରବନ୍ଧରେ ଜଙ୍ଗଲୀ ଭାଲୁର ମୃତ୍ୟୁ : ପଚି ସଢି ଗନ୍ଧ ହେବା ପରେ ଖବର ପାଇଲା ବନ ବିଭାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ନିତ୍ୟାନନ୍ଦପୁର ଗ୍ରାମର ଗୋବର୍ଦ୍ଧନ ନାଳ ପାଖରେ ଗତ ୨୦ ତାରିଖ ରିଖ ଦିନ ଏକ ଜଙ୍ଗଲୀ ଭାଲୁ ମରି ପଡିଥିବାର ଖବର ମିଳିଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଘଟଣାର ଖବର ପାଇ ଫରେଷ୍ଟର, ବନ କର୍ମଚାରୀଙ୍କ ସହିତ ପ୍ରାଣୀ…
Read More...

କୁଲତା ସମାଜର ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ହାଟପଦାଠାରେ ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରୁ ଝଣ୍ଡା ଆଣି ସମଗ୍ର ଝାରବନ୍ଧ ସହରରେ ନାଚ, ଗୀତ ମାଧ୍ୟମରେ ବିଶାଳ ଶୋଭାଯାତ୍ରା…
Read More...

ଜୟ କିଷାନ କ୍ଲିନିକ ଖୋଲି ପୁଣି ଚର୍ଚ୍ଚାରେ ଡା. ଶଙ୍କର ରାମଚନ୍ଦାନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଜର ନିସ୍ଵାର୍ଥ ରୋଗୀ ସେବା ଓ ଗରିବଙ୍କ ପାଇଁ ଟଙ୍କିକିଆ କ୍ଲିନିକ ଖୋଲି ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା ବୁର୍ଲା ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡା. ଶଙ୍କର ରାମଚନ୍ଦାନୀ ବର୍ତ୍ତମାନ ଜୟକିଶାନ କ୍ଲିନିକ ଆରମ୍ଭ କରି ପୁଣି ଚର୍ଚ୍ଚାରେ । ନିକଟରେ…
Read More...

ଝାରବନ୍ଧ ବ୍ଲକରେ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ "ମେରି ମାଟି ମେରା ଦେଶ" କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଖେଳ ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ଵାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର ଦ୍ଵାରା ଆୟୋଜିତ…
Read More...