Browsing Tag

padampur news

ସପ୍ତର୍ଷି ଗୁରୁକୁଳ ବୈଦିକ ଆଶ୍ରମ ଧୂମାଁଭଟ୍ଟାର ୨୩ତମ ବାର୍ଷିକ ଉତ୍ସବ

ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଗୁରୁକୁଳ ସେବା ସମ୍ମାନରେ ସମ୍ମାନିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଟଣାଗଡ଼ ନିକଟସ୍ଥ ଧୂମାଁଭଟ୍ଟାଠାରେ ଶ୍ରୀ ସହଦେବ ଶାସ୍ତ୍ରୀଙ୍କ ଦ୍ଵାରା ପ୍ରତିଷ୍ଠିତ ସପ୍ତର୍ଷି ଗୁରୁକୁଳ ବୈଦିକ ଆଶ୍ରମର ୨୩ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି ।…
Read More...

ପଦ୍ମପୁରରେ ଜାତୀୟ ଶିକ୍ଷା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଶିକ୍ଷା ବିଭାଗ ଦ୍ଵାରା ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବ୍‌ଦୁଲ କଲାମ ଆଜାଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ ଶିକ୍ଷା ଦିବସ-୨୦୨୩ ଉତ୍ସବ ତଥା "Embracing Innovations" ଉପରେ ଏକ ଆଲୋଚନାଚକ୍ର…
Read More...

ଗାଉଣ୍ଡ୍ ଜିରୋରୁ ସିଇଓ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ପ୍ରକଳ୍ପ ସମୀକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଡକ୍ଟର ଅଜିତ କୁମାର ମିଶ୍ର ଆଜି ପରିଷଦର ବୈଷୟିକ ଟିମ୍ ସହ ପଦ୍ମପୁର ଗସ୍ତରେ ଆସି ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରାଜବୋଡ଼ାସମ୍ବର ବ୍ଲକ୍‌ର ସମ୍ମିଳନୀ କକ୍ଷରେ ଡକ୍ଟର…
Read More...

ବିଦ୍ୟୁତ ବିଲ କଲେକ୍ସନ ଏଜେଣ୍ଟ ସମୂହର ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ପଦ୍ମପୁର, ପାଇକମାଲ, ଝାରବନ୍ଧ ଓ ଗାଇସିଲଟ ବିଦ୍ୟୁତ ସେକ୍ସନର ବିଦ୍ୟୁତ ବିଲ ସେକ୍ସନ ଏଜେଣ୍ଟମାନେ ପଦ୍ମପୁର ବିଦ୍ୟୁତ୍‌ ବିଭାଗର ଏସ୍‌ଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଭାବେ ଚାରି ଦଫା ଦାବୀ ନେଇ ଆନ୍ଦୋଳନ କରିଛନ୍ତି ।…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୃଥିରାଜ ସାହୁ ସଭାପତି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି…
Read More...

କୁମ୍ଭକାର ସମାଜର ଯୁଗ୍ମ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏବଂ ଗାଇସିଲେଟ ବ୍ଲକର କୁମ୍ଭକାର ସମାଜର ଆନୁକୂଲ୍ୟରେ ଯାତ୍ରା ଡୁଙ୍ଗୁରି ନିକଟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗାଇସିଲେଟ ବ୍ଲକର କଲଙ୍ଗାପାଲି, କନ୍ଦୁମୁଣ୍ଡା, କଟାବାହାଲ ତଥା ପଦ୍ମପୁର ବ୍ଲକର ଦହିତା, କନସିଂହା,…
Read More...

ବ୍ୟାଙ୍କରୁ କଢା ହେଲା ଟଙ୍କା : ମୋଟର ସାଇକେଲରେ ଆସି ରାସ୍ତାରୁ ଲୁଟି ନେଲେ ଦୁର୍ବୃତ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଭେଙ୍ଗରାଜପୁର ଗ୍ରାମର ମା' ଦୁର୍ଗା ସ୍ୱୟଂ ସହାୟକ ମହିଳା ଗୃପ ପାଇକମାଲ ଷ୍ଟେଟ ବ୍ୟାଙ୍କରୁ ୯୯ ହଜାର ଟଙ୍କା ୠଣ ବାବଦକୁ ଉଇ-ଡ୍ର କରି ଏକ ଝୁଲାମୁଣିରେ ଧରି ବ୍ୟାଙ୍କରୁ ଫେରୁଥିବା ବେଲେ ବ୍ୟାଙ୍କର ମାତ୍ର ୫୦…
Read More...

ସୋହେଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ପଦ୍ମପୁର ଉପ-ଜିଲ୍ଲାପାଳ ଆଲୋକ ପଟେଲ, ଜିଲ୍ଲା…
Read More...

ଆଇନଜୀବୀ ସ୍ୱର୍ଗତ ସୁରେନ୍ଦ୍ର ସାହୁଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକି ଉପଲକ୍ଷେ ମେଗା ସ୍ୱାସ୍ଥ୍ୟ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡାଠାରେ ମୁରଲୀକ୍ରିଷ୍ଣା ଫାଉଣ୍ଡେସନ, ତ୍ରିଲୋଚନ ନେତ୍ରାଲୟ ଏବଂ କୋସଲ ଯୁବ ଶକ୍ତିର ମିଳିତ ଉଦ୍ୟମରେ ଏଡଭୋକେଟ ସୁରେନ୍ଦ୍ର କୁମାର ସାହୁଙ୍କର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକି ଉପଲକ୍ଷେ ମେଗା ସ୍ୱାସ୍ଥ୍ୟ ଶିବିର…
Read More...

ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତର ପ୍ରଥମ ଉପ- ପ୍ରଧାନମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ ପୂର୍ବକ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଛି । ଏହି ଅବସରରେ ସହକାରୀ ଜିଲ୍ଲାପାଳ…
Read More...