ଫାଶ ବସାଇ ବାରହା ଶିକାର ଅଭିଯୋଗରେ ୩ ଗିରଫ : ୭ କିଲୋଗ୍ରାମ ବାରହା ମାଂସ ଜବତ
କୋର୍ଟ ଚାଲାଣ କଲା ବନ ବିଭାଗ
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା ସିନାପାଲି ବନାଞ୍ଚଳ ଅଧୀନ ଘାଟମାଲ ସେକ୍ସନରେ ବେଆଇନ ଭାବେ ବାରହା ଶିକାର ଅଭିଯୋଗରେ ବନ ବିଭାଗ ୩ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ନିକଟରୁ ପ୍ରାୟ ୭ କିଲୋଗ୍ରାମ ଓଜନର ବାରହା ମାଂସ ସହ ଏକ କଟା!-->!-->!-->!-->!-->…
Read More...
Read More...